Odia News Portal

ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣଦୁଷ୍କର୍ମ , ଗୁରୁତର ଅବସ୍ଥାରେ ରାଉରକେଲା ଡାକ୍ତରଖାନାରେ ଭର୍ତ୍ତି

ରାଉରକେଲା: ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ । ଝାଡ଼ଖଣ୍ଡ ଲୋଟାପାହାଡ଼ ଜଙ୍ଗଲରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ରାଉରକେଲାର ଏକ ଘରୋଇ ଇଞ୍ଜିଜିନିୟରିଂ କଲେଜର ଛାତ୍ରୀ। ଅଭିଯୋଗ ଅନୁଯାୟୀ, ଗତ ୩୧ ତାରିଖରେ ଛାତ୍ରୀ ଜଣକ ଝାରସୁଗୁଡ଼ା ଯିବାକୁ…

ଇତିହାସ ରଚିଲେ ବିରାଟ ବାହିନୀ

ସିଡ୍‌ନୀ: ଅଧିନାୟକ ବିରାଟ କୋହଲି ଓ ତାଙ୍କ ଟିମ୍‌ର ସଦସ୍ୟମାନେ ଇତିହାସ ରଚିଛନ୍ତି। ପୂର୍ବରୁ ଭାରତର କୌଣସି ଟିମ୍‌ ଯାହା କରି ପାରି ନଥିଲେ, ଆଜି ତାହା କରି ଦେଖାଇଛନ୍ତି ବିରାଟ ଓ ତାଙ୍କ ବାହିନୀ। ଅଷ୍ଟ୍ରେଲିଆରେ ଏହି ଟେଷ୍ଟ୍ ସିରିଜ୍‌ର ଚତୁର୍ଥ ମ୍ୟାଚ୍ ସିଡ୍‌ନୀରେ ଖେଳା ଯାଇଥିଲା। ଏହି…

ବ୍ୟାଙ୍ଗ୍‌କକ୍‌ରେ ୧୮ ବର୍ଷୀୟ ସାଉଦି ଝିଅର ସୁରକ୍ଷା ଲାଗି ଆକୁଳ ନିବେଦନ

ବ୍ୟାଙ୍ଗ୍‌କଗ୍‌ ବିମାନ ବନ୍ଦରରେ ଅଟକା ଯିବା ପରେ ସାଉଦି ଆରବର ଏକ ଧନୀ ପରିବାରରୁ ଜଣେ ୧୮ ବର୍ଷୀୟ ଝିଅ ଜୀବନ ବିକଳେ ଧାଇଁ ପଳାଇବାର ହତାଶ ଉଦ୍ୟମକୁ ରବିବାର ଦିନ ଟ୍ଵିଟର୍‌ରେ ସାରା ବିଶ୍ୱ ଦେଖିଛି। ଆରବ ବ୍ୟବସାୟୀ ମହମ୍ମଦ ମୋଲ୍‌ତାକ୍‌ ଆଲ୍‌କୁନୁନ୍‌ଙ୍କ ଝିଅ ରାହାଫ୍‌ ମହମ୍ମଦ୍‌…

କୃଷି ବିଭାଗକୁ ନେଇ ଭିନ୍ନ ଚର୍ଚ୍ଚା: ଯିଏ ନେଉଛି, ତାକୁ ଗୋଡାଉଛି ବିପଦ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରରେ କୃଷି ବିଭାଗକୁ ନେଇ ଭିନ୍ନ ଚର୍ଚ୍ଚା ହେଲାଣି। ଏହି ବିଭାଗ ଯିଏ ନେଉଛି, ତାକୁ ଯେମିତି ବିପଦ ଗୋଡାଉଛି। ପ୍ରଥମ ପାଳିରେ କୃଷି ମନ୍ତ୍ରୀ ଦାୟିତ୍ବ ନେଇ ବିବାଦରେ ଛନ୍ଦି ହୋଇଯାଇଥିଲେ ଦଳର ଅନ୍ୟତମ ବରିଷ୍ଠ ନେତା ଅମର ପ୍ରସାଦ ଶତପଥୀ। ତାଙ୍କ…

ରାଜ୍ୟସ୍ତରୀୟ ମହିଳା ଓ ପୁରୁଷ ବଡିବିଲ୍ଡିଙ୍ଗ ପ୍ରତିଯୋଗିତାରେ ଓଡ଼ିଆ ଝିଅ ସୁସ୍ମିତାଙ୍କୁ ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର: ଓଡ଼ିଆ ଝିଅ ସୁସ୍ମିତା ସାହୁ ତାମିଲନାଡୁ ରାଜ୍ୟସ୍ତରୀୟ ମହିଳା ଓ ପୁରୁଷ ବଡିବିଲ୍ଡିଙ୍ଗ ପ୍ରତିଯୋଗିତାରେ ରବିବାର ସ୍ୱର୍ଣ୍ଣ ପଦକ ହାସଲ କରି ଓଡ଼ିଶାର ଗୌରବ ବଢ଼ାଇଛନ୍ତି। ସୁସ୍ମିତାଙ୍କୁ ସମାରୋହର ମୁଖ୍ୟ ଅତିଥି ଜେ.ପି ସାମୁଏଲ (୨ ଆଇ/ସି ଡିଆଜିପି ଚେନ୍ନାଇ ରେଞ୍ଜ) ଟ୍ରଫି ସହିତ…

ନବୀନଙ୍କ ଭାବମୂର୍ତ୍ତି: ୧୯ ବର୍ଷ ଭିତରେ ୪୫ ଜଣ ବିଦା ‌ହେଲେଣି ମନ୍ତ୍ରିମଣ୍ତଳରୁ

ଭୁବନେଶ୍ବର : ୨୦୦୦ରୁ ୨୦୧୯। ଚାରି ଥରରେ ପାଖାପାଖି ୧୯ ବର୍ଷ ଧରି ରାଜ୍ୟକୁ ଶାସନ କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନିଜର ତଥା ଦଳର ଭାବମୂର୍ତ୍ତି ବଞ୍ଚାଇବା ପାଇଁ ଅନେକ ଥର ନିଜ ମନ୍ତ୍ରିମଣ୍ତଳର ସହଯୋଗୀଙ୍କ ପ୍ରତି କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଇ ନାହାନ୍ତି…

କାଳିଆ ଯୋଜନାରୁ ଫାଇଦା କେତେ ? ଆରମ୍ଭ ହୋଇ ସାରିଛି ତର୍ଜମା

ଦୈନିକ ଖବର କାଗଜ ଟାଇମ୍‌ସ ଅଫ୍‌ ଇଣ୍ଡିଆରେ ଏକ ଆର୍ଟିକିଲ୍‌ ପ୍ରକାଶ ପାଇଛି । ବିଶିଷ୍ଟ ସ୍ତମ୍ଭକାର ସ୍ୱାମୀନାଥନ୍‌ ଏସ୍‌ ଅଙ୍କେଲେସରିଆ ଆୟାର ଏହି ଆର୍ଟିକିଲ୍‌ ଲେଖିଛନ୍ତି WHY NAVEEN PATTNAIK HAS THE BEST SOLUTION FOR FRAM DISTRESS। ଏଥିରେ କୁହାଯାଇଛି କାଳିଆ ଯୋଜନା ଏକ ଭଲ…

ପିପିଲି ପୀଡ଼ିତାଙ୍କ ପରିବାରକୁ ଭେଟି ଫେରୁଥିବା ବେଳେ ଧର୍ମେନ୍ଦ୍ରଙ୍କୁ ଧମକ

ଭୁବନେଶ୍ୱର: ପିପିଲି ବିଧାୟକ ପ୍ରଦୀପ ମହାରଥୀ ମନ୍ତ୍ରୀ ପଦରୁ ଇସ୍ତଫା ଦେବାପରେ ଗଣଦୁଷ୍କର୍ମ ଶୀକାର ହୋଇଥିବା ପୀଡ଼ିତାର ପରିବାରକୁ ଆଜି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ କରିଛନ୍ତି। ପରିବାର ସଦସ୍ୟମାନଙ୍କ ସହ ଆଲୋଚନା ପରେ ସେମାନଙ୍କୁ ତୁରନ୍ତ ସୁରକ୍ଷା ଯୋଗାଇ…

ଟ୍ରକ ପଛରେ ଧକାଦେଲା କାର୍ ଡ୍ରାଇଭର ସମେତ ୫ ମୃତ । ୧ ଗୁରୁତର

କେନ୍ଦ୍ରାପଡା: ଡେରାବିଶ ୫ ନମ୍ବର କ ଜାତୀୟ ରାଜପଥ ଅଳାବାଙ୍କ ଛକରେ ମର୍ମତୁନ୍ଦ ସଡକ ଦୁର୍ଘଟଣା । ଟ୍ରକ ପଛରେ ଧକାଦେଲା କାର୍ ଡ୍ରାଇଭର ସମେତ ୫ ମୃତ। ୧ ଗୁରୁତର ।ଗୁରୁତର ଙ୍କୁ କଟକ ସ୍ଥାନାନ୍ତର କରାଯାଇଛି ।କେନ୍ଦ୍ରାପଡା ରୟାଲ ଡ୍ୟାନସ ଗୃପ ର ବାର୍ଷିକ ଉତ୍ସବ ପରେ ଏମାନେ ସାଙ୍ଗ ହୋଇ…

ଶହ-ଶହ ମୃତ-ଜୀବିତ ବିଦେଶୀ ପକ୍ଷୀ ସହ ଶିକାରୀ ଗିରଫ ଓ ୨ ବାଇକ ଜବତ

ସୋରଣ ଚିଲିକା କୂଳ ନିକଟରୁ ଶହ-ଶହ ମୃତ-ଜୀବିତ ବିଦେଶୀ ପକ୍ଷୀ ସହ ପକ୍ଷୀ ଶିକାରୀଙ୍କ ୨ ବାଇକ ଜବତ କରିଛି ଟାଂଗୀ ବନ୍ୟପ୍ରାଣୀ ବିଭାଗର କର୍ମଚାରୀ । ବନ୍ୟପ୍ରାଣୀ କର୍ମଚାରୀଙ୍କୁ ଆକ୍ରମଣ କରି ୪ ପକ୍ଷୀ ଶିକାରୀ ଚଂପଟ ମାରିଛନ୍ତି । ମୃତ-ଜୀବିତ ବିଦେଶୀ ପକ୍ଷୀ ସବୁ ଗୁଳିବିଧ ଥିବା ଜଣାପଡିଛି ।…