ଆଜିଠୁ କ୍ରିକେଟ୍ ମହାକୁମ୍ଭ, ଇଂଲଣ୍ଡ – ଦକ୍ଷିଣ ଆଫ୍ରିକା ଉଦଘାଟନୀ ମୁକାବିଲା
ଲଣ୍ଡନ : ଆଜି ଠାରୁ ଆରମ୍ଭ ହେବାକୁ ଯାଉଛି ଆଇସିସି ଦିନିକିଆ ବିଶ୍ୱକପ୍ । ଇଂଲଣ୍ଡ ଓ ୱେଲ୍ସ ବିଶ୍ୱକପ୍ ଦ୍ୱାଦଶ ସଂସ୍କରଣର ଆୟୋଜକ ରହିଛନ୍ତି । ଆସନ୍ତାକାଲି ଉଦ୍ଘାଟନୀ ମୁକାବିଲା ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ।
ସମୟ ଯେତିକି ପାଖେଇ ଆସୁଛି ପ୍ରଶଂସକଙ୍କ ଉତ୍କଣ୍ଠା…
