Odia News Portal

ନବୀନଙ୍କ ‘କାଳିଆ’ ସୁପରହିଟ୍

ଭୁବନେଶ୍ବର (): କାଳିଆ ଯୋଜନାରେ ହିତାଧିକାରୀ ତାଲିକାରେ ନାମ ସଂଯୋଗ ପାଇଁ ଜାନୁଆରୀ ୧୫ ତାରିଖ ସୁଦ୍ଧା ରାଜ୍ୟରେ ୬୫ ଲକ୍ଷରୁ ଅଧିକ ସଂଖ୍ୟକ ସବୁଜ ଫର୍ମ ସଂଗୃହିତ ହୋଇଛି । ଏହି ବିଶାଳ କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସଂପାଦନ କରିବା ପାଇଁ ୧୪,୦୦୦ ରୁ ଅଧିକ ସଂଖ୍ୟକ ଡ଼ିଇଓଙ୍କୁ ବ୍ଳକସ୍ତରରେ…

ଉଦଘାଟିତ ହେଲା ‘ଓରାୟନ କ୍ରୀଡା ମହୋତ୍ସବ-୨୦୧୯

ଭୁବନେଶ୍ବର: ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ର ନିଜସ୍ଵ ଖେଳାପଡ଼ିଆ ଠାରେ ଓରାୟନ କ୍ରୀଡା ମହୋତ୍ସବ ଉଦଘାଟିତ ହୋଇଯାଇଛି।ଏହି ମହୋତ୍ସବ ରେ ଅନେକ କ୍ରୀଡା ଯେପରି କି ଭଳିବଲ, ବାସ୍କେଟ ବଲ, ଟେବୁଲ ଟେନିସ, କ୍ରିକେଟ ଏବଂ ଫୁଟ ସାଲ ଭଳି ଅନେକ ଆନ୍ତବିଶ୍ଵବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ହେବାର…

ଶାଶୂଘର ଲୋକେ ଦେହରେ ନିଆଁ ଲଗାଇ ମାରି ଦେଇଥିବା ଅଭିଯୋଗ

ସୁବର୍ଣ୍ଣପୁର: ଝିଅ ଥିଲାବେଳେ କେତେ ସ୍ୱପ୍ନ ଦେଖିଥିଲା। ସ୍ୱାମୀର ହାତ ଧରି ଶାଶୂଘରକୁ ଯିବ। ସୁଖର ସଂସାର କରିବ। ସେଥିପାଇଁ ଝିଅ ସାଜିଥିଲା ବଧୂ। ହେଲେ ଏହି ସୁନେଲି ସ୍ୱପ୍ନ ଅଧାରେ ରହିଗଲା। ନିର୍ଯାତନା ଦେଇ ଶାଶୂଘର ଲୋକେ ତା’ ଦେହରେ ନିଆଁ ଲଗାଇ ମାରି ଦେଇଥିବା ଅଭିଯୋଗ ହୋଇଛି। ଏପରି ଏକ…

ଡ୍ୟାମ ନିକଟରେ କଲରାପତରିଆ ବାଘ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଖମାର ରେଞ୍ଜ ମାଙ୍କଡ଼ଚୁଆ ଗାଁ ନିକଟରୁ କଲରାପତରିଆ ବାଘର ମୃତଦେହ ଠାବ । ରେଙ୍ଗାଳୀ ଡ୍ୟାମ ଜଳଭଣ୍ଡାର ନିକଟରେ ମୃତ ବାଘକୁ ଦେଖି ବନବିଭାଗକୁ ଜଣାଇଥିଲେ ଗ୍ରାମବାସୀ । ଘଟଣାସ୍ଥଳରେ ବନ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ, କେଉଁ କାରଣରୁ ବାଘଟିର ମୃତ୍ୟୁ…

ମହିଳା ଓ ଶିଶୁ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନୂଆ ଘୋଷଣା, ଆସନ୍ତୁ ଜାଣିବା

ଭୁବନେଶ୍ବର: ମହିଳାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଘୋଷଣା । ସିଡ଼ିପିଓ, ସବ୍-ଡ଼ିଭିଜନ୍ ଏବଂ ଜିଲ୍ଲା ସ୍ତରରେ ୯୩ଟି ନୂତନ ପ୍ରୋଗ୍ରାମ୍ ଅଫିସର ପଦବୀ ସୃଷ୍ଟି କରିବାକୁ ନିଷ୍ପତି ନିଆଯାଇଛି । ଏହାସହ ରାଜ୍ୟ ସ୍ତରରେ ଦୁଇଟି ଉପ ନିର୍ଦ୍ଦେଶକ ଏବଂ ଦୁଇଟି ଉପ-ସଚିବ ପଦବୀ ସୃଷ୍ଟି…

ମଲା ପରେ ମିଳିଲାନି ଚାରିକାନ୍ଧ ! ପୁଅ ମାଆର ମୃତଦେହକୁ ସାଇକେଲ୍‌ କ୍ୟାରିଅରରେ ବାନ୍ଧି ବୋହି ନେଲେ ଶ୍ମଶାନ

ଝାରସୁଗୁଡ଼ା: ବଞ୍ଚିଥିଲା ବେଳେ ଜଣେ ବିଧବା ମହିଳା ଜାତିଆଣ ଜାଲରେ ଫସି ଯାଇଥିଲେ। ମଲା ପରେ ତାଙ୍କୁ ଚାରିକାନ୍ଧ ମିଳିଲାନି। ଶେଷରେ ଉପାୟଶୂନ୍ୟ ହୋଇ ୧୬ ବର୍ଷର ନାବାଳକ ପୁଅ ମାଆର ମୃତଦେହକୁ ସାଇକେଲ୍‌ କ୍ୟାରିଅରରେ ବାନ୍ଧି ବୋହି ନେଲେ ଶ୍ମଶାନ। ଏପରି ନିର୍ଦ୍ଦୟ ଘଟଣା ଝାରସୁଗୁଡ଼ା ଜିଲ୍ଲାରେ…

ଆସନ୍ତାକାଲି ଠାରୁ ଆରମ୍ଭ ହେବ ୬୧ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ କର୍ମଶାଳା

ଭୁବନେଶ୍ବର : ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ୬୧ତମ ବରିଷ୍ଠ ପୋଲିସ ଅଧିକାରୀଙ୍କ କର୍ମଶାଳା। ପୋଲିସ ଜିଡି ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଏହି କର୍ମଶାଳାକୁ ଉଦଘାଟନ କରିବେ। ଏଥିରେ ସବୁ ଜିଲ୍ଲାର ଏସପି, ଡିସିପି, ସମସ୍ତ ପୋଲିସ ବାଟାଲିୟନର କମାଣ୍ଡର, ରେଞ୍ଜ ଆଇଜି, ଡିଆଇଜି, ଅଣ୍ଡର…

୭୧ତମ ରାଜ୍ୟ ପୁଲିସ ଦୌଡ଼କୁଦ ପ୍ରତିଯୋଗୀତା ଆରମ୍ଭ

କଟକ : ୭୧ ତମ ରାଜ୍ୟସ୍ଥରୀୟ ପୋଲିସ କ୍ରୀଡା ପ୍ରତିଯୋଗିତା ଆଜି ପୂର୍ବାହ୍ନ ୯ ଘଟିକା ସମୟରେ ବକ୍ସିବଜାର ସ୍ଥିତ ରିଜର୍ଭ ପଡିଆ ଠାରେ ରାଜ୍ୟ ଅପରାଧ ଶାଖା ଓ ଅନୁସନ୍ଧାନ ଶାଖାର ଅତିରିକ୍ତ ମହା ନିର୍ଦ୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ଙ୍କର ଦ୍ୱାରା ଆନୁଷ୍ଠାନିକ ଭାବରେ ଉଦ୍ଘାଟିତ ହୋଇଯାଇଛି।…

କାର ଭାରସାମ୍ୟ ହରାଇ ବରଗଛରେ ଧକ୍କା: ଦୁଇ ଭାଇଙ୍କର ମୃତ୍ୟୁ

ଯାଜପୁର: ଗତକାଲି ବିଳମ୍ବିତ ରାତିରେ ଯାଜପୁର ଜିଲ୍ଲା ରଗଡ଼ି- ପାଣିକୋଇଲି ରାସ୍ତାର ନରଣପୁର ନିକଟରେ ଏକ କାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ବରଗଛରେ ଧକ୍କା ଲାଗିବାରୁ ଘଟଣାସ୍ଥଳରେ ଦୁଇ ଭାଇଙ୍କର ମୃତ୍ୟୁ ଘଟିଥଛି। ଏହି ଦୁର୍ଘଟଣାରେ କାରର ଡ୍ରାଇଭରଙ୍କ ସହିତ ଜଣେ ଯୁବତୀ ମଧ୍ୟ ଆହତ…

ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ

ଜଗତସିଂହପୁର: ଗଡ଼ କୁଜଙ୍ଗ ପଂଚାୟତ ନୂଆଗାଁ ସେବା ସମବାୟ ସମିତିର ସଦସ୍ୟଙ୍କ ନାମରେ ଋଣ ଟଙ୍କା ହଡ଼ପ ଓ ଅନିୟମିତତା ପ୍ରତିବାଦରେ ସମିତିର ସଦସ୍ୟ ମାନଙ୍କ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଆମରଣ ଅନଶନ କରାଯାଇଛି । ସମବାୟ ସମିତିର ସମ୍ପାଦକ ସଦସ୍ୟ ମାନଙ୍କର ଜାଲ ଦସ୍ତଖତ କରି ସେମାନଙ୍କ…