ବିଦେଶରେ ବି ଖୁବ୍ ଲୋକପ୍ରିୟ ବଲିଉଡ୍ ଷ୍ଟାର୍ ହ୍ରିତିକ ରୋଶନ୍
ବଲିଉଡ୍ ଷ୍ଟାର୍ ହ୍ରିତିକ ରୋଶନ୍ କେବଳ ଭାରତରେ ନୁହେଁ, ବରଂ ବିଦେଶରେ ବି ଖୁବ୍ ଲୋକପ୍ରିୟ। ବି’ ଟାଉନ୍ର ଏହି ୪୪ ବର୍ଷୀୟ ସୁପର୍ ହିରୋ ନିକଟରେ ପ୍ରକାଶିତ ବିଶ୍ୱର ହ୍ୟାଣ୍ଡ୍ସମ୍ ଅଭିନେତା-୨୦୧୮ ତାଲିକାର ଶୀର୍ଷରେ ରହିଛନ୍ତି। ବିଶ୍ୱର ସବୁଠାରୁ ହ୍ୟାଣ୍ଡ୍ସମ୍ ଅଭିନେତା ତାଲିକାର…