ବିଶ୍ୱକପ ୨୦୧୯ : ଇତିହାସ ରଚିଲେ ଦକ୍ଷିଣ ଆଫ୍ରିକାର ଏହି ବୋଲର
ଆଇସିସି ବିଶ୍ୱକପ ୨୦୧୯ ଆରମ୍ଭ ହୋଇଯାଇଛି । ଗୁରୁବାର ଦିନ ଲଣ୍ଡନର ଦ ଓଭାଲରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହା ସହିତ ଦକ୍ଷିଣ ଆଫ୍ରିକାର ଅଧିନାୟକ ଫାପ୍ ଡୁପ୍ଲେସିସ୍ ଆଉ ଏକ ବଡ ନିଷ୍ପତ୍ତି ନେଇ ୪୦ ବର୍ଷର ଇମରାନ ତାହିରଙ୍କୁ…
