Odia News Portal

ଶୁଟର ମନେ ପକାଇଦେଲେ ୨ କୋଟି ଟଙ୍କାର ପୁରସ୍କାର କଥା, ରାଗିଗଲେ ମନ୍ତ୍ରୀ ପଢନ୍ତୁ…

ଯୁବ ଶୁଟର ମନୁ ଭାକରଙ୍କ ଟ୍ୱିଟରେ ହରିୟାଣା ସରକାରଙ୍କ ମନ୍ତ୍ରୀ ଅନିଲ ବିଜ୍ ରାଗିଗଲେ । ଗୋଲ୍ଡେନ ଗାର୍ଲ ମନୁ ଭାକର ଏକ ଟ୍ୱିଟ ଜରିଆରେ ହରିୟାଣା ସରକାରଙ୍କ ଉପରକୁ ଏକ ପ୍ରଶ୍ନ କରିଛନ୍ତି । ସେ ସରକାରକୁ ପଚାରିଛନ୍ତି କି, ପୁରସ୍କାର ଦେବା ପାଇଁ ଯେଉଁ ସଂକଳ୍ପ କରିଥିଲେ କ’ଣ ତାହା ତାଙ୍କୁ…

ପ୍ରେମ ପାଇଁ ଲାଇଭ୍ କନସର୍ଟରେ କାନ୍ଦିଲେ ଗାୟିକା ନେହା

କିଛି ଦିନ ତଳେ ବଲିଉଡରେ ଆଗ ଧାଡ଼ିର କଣ୍ଠଶିଳ୍ପୀ ନେହା କକ୍କର ନିଜର ପ୍ରେମିକ ଅଭିନେତା ହିମାନ୍ସ କୋହାଲିଙ୍କଠାରୁ ଅଲଗା ହୋଇ ଯାଇଥିବାର ଖବର ମିଳିଥିଲା । ଦୁହେଁ ନିଜ ନିଜ ସୋସିଆଲ ମିଡିଆ ସାଇଟ୍ରୁ ଫଟୋ ହଟାଇ ଦେଇଥିବା ବେଳେ ନେହା ହିମାନ୍ସଙ୍କୁ ଚିହ୍ନି ନଥିବା କହିଥିଲେ । ଇଷ୍ଟାରେ ସେ…

କାଲିଠୁ ଖୋଲିବ ରାଜଭବନ

ଆସନ୍ତାକାଲି ଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ। ଛୁଟିଦିନ ଓ ରବିବାର ସମେତ ପ୍ରତ୍ୟେକ ଦିନ ଅପରାହ୍ନ ୨ଟାରୁ ୫ଟା ପର୍ୟ୍ୟନ୍ତ ଏହି ଉଦ୍ୟାନ ଜନସାଧାରଣ ପରିଦର୍ଶନ କରିପାରିବେ। ତେବେ ଉଦ୍ୟାନ ମଧ୍ୟକୁ ଅପରାହ୍ଣ ୪ଟା ୩୦ ମଧ୍ୟରେ ପ୍ରବେଶ କରିବାକୁ ସୁଯୋଗ ମିଳିବ। ଏହା ୨୦…

୪ହଜାର ୫୦୦ କୋଟି ଟଙ୍କାର ପ୍ରକଳ୍ପ ଆରମ୍ଭ କଲେ ମୋଦି

ବାରିପଦାରେ ପ୍ରଧାନମନ୍ତ୍ରୀ ମୋଦି । ତେବେ ୧୫ ଦିନ ଭିତରେ ପ୍ରଧାନମନ୍ତ୍ରୀଙ୍କର ଏହା ଦ୍ୱିତୀୟ ଗସ୍ତ । ଖୋର୍ଦ୍ଧା ସଭାରେ ପୂର୍ବାପେକ୍ଷା ନରମ ଆଭିମୁଖ୍ୟ ପୋଷଣ କରିଥିବା ପ୍ରଧାନମନ୍ତ୍ରୀ ଆଜି ବାରିପଦାରେ କି ଆଭିମୁଖ୍ୟ ଦେଖାଇବେ ତାଉପରେ ସମସ୍ତଙ୍କ ନଜର ରହିଛି । ବାରିପଦା ଛଉପଡିଆରେ ଏକ…

ଓଡିଆ ଟେଲି ଅଭିନେତ୍ରୀ ନିକିତାଙ୍କ ମୃତ୍ୟୁ

କିଛି ଦନ ତଳେ ଓଡିଆ  ଆଲବମ୍ ନାୟିକା ସିମରନଙ୍କ ମୃତ୍ୟୁ ଲୋକଙ୍କୁ ମନରୁ ନ ଲିଭୁଣୁ ଆଜି ଆଉ ଜଣେ ଚର୍ଚ୍ଚିତ ନାୟିକାଙ୍କ ମୃତ୍ୟୁ ଖବର ଆସିଛି । ଓଡିଆ ଅଭିନେତ୍ରୀ ନିକିତାଙ୍କ ସନ୍ଦେହ ଜନକ ମୃତ୍ୟୁ ଏବେ ଚାରିଆଡେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକିତା ଅନେକ ଓଡିଶା ଧାରାବାହୀକରେ …

ନବୀନଙ୍କ ବଡ଼ ଘୋଷଣା: ଏବେ ବିନା ସୁଧରେ ସ୍ବୟଂ ସହାୟିକା ଗୋଷ୍ଠୀ ପାଇବେ ଋଣ

ପୁରୀ: ଏଣିକି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବିନା ସୁଧରେ ମିଳିବ ଋଣ । ଆଜି ପୁରୀରେ ମିଶନ ଶକ୍ତି କାର‌୍ୟ୍ୟକ୍ରମରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଳ ବଣିଆ ସ୍ଥିତ ଇନଡୋର ଷ୍ଟାଡିୟମରେ ଆୟୋଜିତ ମହାସମାବେଶରେ ପ୍ରତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୧୫ ହଜାର ଟଙ୍କାର ସିଡ୍‌ ମନି…

ପିପୁଲସ ଫର ଚଏସ ସମ୍ମାନରେ ଥାନା ଅଧିକାରୀଙ୍କୁ ସମ୍ମାନିତ

କଟକ: ଆଜି ମଙ୍ଗଳାବାଗ ଥାନାର ଭାରପ୍ରାପ୍ତ ଅଧିକାରୀ ତଥା ଜଣେ ଦକ୍ଷ ପୋଲିସ ଅଫିସର ଭାବେ ପରିଚିତ ଶ୍ରୀ ଅରୁଣ କୁମାର ସ୍ୱାଇଁଙ୍କୁ ୱାର୍ଲଡ଼ ଏଡ଼ ଅର୍ଗାନାଇଜେସନ ତରଫରୁ ପିପୁଲସ ଫର ଚଏସ ସମ୍ମାନରେ ଥାନା ପରିସରରେ ସମ୍ମାନିତ କରାଯାଇଛି । ଶ୍ରୀ ସ୍ୱାଇଁ ଜଣେ ଲୋକପ୍ରିୟ ଥାନା ଅଧିକାରୀ ଭାବରେ…

ବଜ୍ରକାପ୍ତା କାତି ଚାଲାଣ: ଜଣେ ଗିରଫ

ବ୍ରହ୍ମପୁର: ବଜ୍ରକାପ୍ତା କାତି ଚାଲାଣ ଓ ଶିକାରୀଙ୍କୁ ସହାୟତା କରୁଥିବା ଅଭିଯୋଗରେ ଜଣକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ୍‌ ବ୍ୟକ୍ତି ଜଣକ ହେଲେ ମହମ୍ମଦ ଜମସେଦ। ତାଙ୍କୁ ବ୍ରହ୍ମପୁରରୁ ଗିରଫ କରାଯାଇଛି। ଆସାମ, ମଧ୍ୟପ୍ରଦେଶ, ମହାରାଷ୍ଟ୍ରର ଶିକାରୀଙ୍କ ସହିତ ମହମ୍ମଦଙ୍କର ଭଲ ଲିଙ୍କ୍…

୨୦୧୯ ନିର୍ବାଚନ ପରିଚାଳନା ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ୨୦୧୯ ନିର୍ବାଚନ ପରିଚାଳନା ପାଇଁ ଭୁବନେଶ୍ୱର ସ୍ଥିତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ହୋଇଛି। ରାଜ୍ୟରେ ଏକକାଳୀନ ନିର୍ବାଚନକୁ ସାମ୍ନା କରିବାକୁ ଏହି ବୈଠକରେ ପ୍ରସ୍ତୁତି ହୋଇଛି। ଏଥିପାଇଁ ପୁଲିସ୍‌ ଅଧିକାରୀଙ୍କ ସହ ଆଲୋଚନା ହୋଇଥିବା…

ବାଲେଶ୍ୱର ପନ୍ତେଇ ଘାଟରେ ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରା

ବାଲେଶ୍ୱର: ଡଙ୍ଗାରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସୁରକ୍ଷା ପାଇଁ ସରକାର ଅନେକ ନିୟମ କରୁଛନ୍ତି। ମାତ୍ର ଏସବୁ ନିୟମକୁ ଫୁ କରି ମନମୁଖୀ ଭାବେ ନାଉରିଆ ଡଙ୍ଗା ଚଳାଉଛନ୍ତି। ବାଲେଶ୍ୱର ଜିଲ୍ଲା ପନ୍ତେଇ ଫେରିଘାଟରେ ବିପଦ ସଙ୍କୁଳ ଭାବେ ଆବଶ୍ୟକତା ଠାରୁ ଅଧିକ ଯାତ୍ରୀ ଡଙ୍ଗାରେ ଯିବାଆସିବା…