ସୋମବାର ଦିନ ରାଜ୍ୟରେ ନୂଆ ମନ୍ତ୍ରିମଣ୍ଡଳ ଶପଥ !
ଭୁବନେଶ୍ବର() ନୂଆ ମନ୍ତ୍ରୀମଣ୍ଡଳରେ କାହାକୁ ସ୍ଥାନ ମିଳିବ ତାକୁ ନେଇ ମଧ୍ୟ ଆରମ୍ଭ ହୋଇଯାଇଛି କଲ୍ପନାଜଳ୍ପନା । ବାରମ୍ବାର ଜିତି ଆସୁଥିବା ପ୍ରାର୍ଥୀମାନେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ପାଇଁ ବ୍ୟଗ୍ର ହେଉଥିବାବେଳେ ମନ୍ତ୍ରୀମଣ୍ଡଳରେ ଯୁବ ଓ ମହିଳାଙ୍କୁ ନବୀନ ଅଧିକ ପ୍ରାଧାନ୍ୟ ଦେବେ…
