କୋରାପୁଟ କଂଗ୍ରେସ ନିର୍ବାଚନ ମଣ୍ଡଳୀର କର୍ମୀ ସମ୍ମିଳନୀ
ଆଗାମୀ ନିର୍ବାଚନର ରଣନୀତି ପ୍ରସ୍ତୁତ କରିଛି କୋରାପୁଟ କଂଗ୍ରେସ ଦଳ। ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀମତି ମିନାକ୍ଷୀ ବାହିନୀପତିଙ୍କ ଆହ୍ୱାନ କ୍ରମେ କୋରାପୁଟ ବ୍ଲକ ଅନ୍ତର୍ଗତ ମହାଦେଇପୁଟ ଗ୍ରାମପଞ୍ଚାୟତ ର ଏକଟାଗୁଡା ଗ୍ରାମର ଫୁଟବଲ ପଡିଆ ଠାରେ କର୍ମୀ ସମ୍ମିଳନୀ ର ଆୟୋଜନ କରାଯାଇଥିଲ ।…