Odia News Portal

ବିଜେପି ସରକାର ଆସିଲେ ଗରିବୀ ହଟିବ : ମୋଦି

ସୁନ୍ଦରଗଡ ଓ ସୁବର୍ଣ୍ଣପୁରରେ ତୃତୀୟ ନିର୍ବାଚନୀ ପ୍ରଚାର ବେଳେ ଉଭୟ ବିଜେଡି ଓ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦି କହିଛନ୍ତି ରାଜ୍ୟରେ କ୍ଷମତାରେ ଥିବା ଦଳର ନୀତି ଓ ଉଦ୍ଦେଶ୍ୟ ଠିକ ନଥିବାରୁ ଓଡିଶା ପଛୁଆ । ଓଡିଶାକୁ ପଛୁଆ କରି ରଖିବା ପଛରେ ବିଜେଡି ଓ…

ଚେନ୍ନାଇ ସୁପରକିଙ୍ଗସ୍‌ ୨୨ ରନ୍‌ରେ ଵିଜୟୀ

ଚେନ୍ନାଇ : କିଙ୍ଗସ ଇଲେଭେନ ପଞ୍ଜାବର ଯୁବ ତାରକା ସର୍ଫରାଜ ଖାନ୍‌(୬୭) ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ ହେଁ ଚେନ୍ନାଇ ସୁପରକିଙ୍ଗସ୍‌ ୨୨ ରନ୍‌ରେ ମ୍ୟାଚ୍‌ ଜିତି ନେଇଛି। ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ୧୬୦ ରନ୍‌ କରିଥିବା ବେଳେ ପଞ୍ଜାବ ଏହାର ପିଛା କରି ୫ ୱିକେଟ୍‌ରେ ୧୩୮ ରନ୍‌ କରିବାକୁ…

ଏହି ଅଭିନେତ୍ରୀ ହେଲେ ବଲିଉଡର ସବୁଠୁ ଗୋରୀ ଅଭିନେତ୍ରୀ, ଜାଣନ୍ତୁ …

ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକରୁ ଆରେକ ବଳି ସୁନ୍ଦର ଅଭିନେତ୍ରୀ ଅଛନ୍ତି। ବଲିଉଡରେ ଏପରି କେତେକ ଅଭିନେତ୍ରୀ ଅଛନ୍ତି ଯେଉଁମାନେ ମେକଅପ୍ ଲଗାଇ ଗୋରୀ ହୁଅନ୍ତି ତ କେତେକ ଅଭିନେତ୍ରୀ ଜନ୍ମରୁ କ୍ଷୀର ଭଳି ଗୋରୀ। ତେବେ ଆସନ୍ତୁ ଜାଣିବା ଏହି ଗୋରୀ ଅଭିନେତ୍ରୀଙ୍କ ବିଷୟରେ ୧.କ୍ୟାଟରିନା କୈଫ:…

ଭାଷାରେ ମର୍ୟ୍ୟାଦା ରଖନ୍ତୁ କଂଗ୍ରେସ ଅଧ୍ୟକ୍ଷ: ସୁଷମା

ନିର୍ବାଚନୀ ପ୍ରଚାର ଜୋରଦାର ହେଉଥିବା ବେଳେ, ଆରୋପ ପ୍ରତ୍ୟାରୋପର ରାଜନୀତି ମଧ୍ୟ ଦେଖିବାକୁ ମିଳୁଛି । ଆଉ ଏହାରି ଭିତରେ ପୁଣି ସାମ୍ନାକୁ ଆସିଛି ରାହୁଲ-ସୁଷମା ବିବାଦ । ଆଡଭାନି ଏବଂ ମୋଦିଙ୍କୁ ନେଇ ରାହୁଲ କହିଥିବା ‘ଗୁରୁ-ଶିଷ୍ୟ’ ଉପାଖ୍ୟାନର ଜବାବ ରଖିଛନ୍ତି ସୁଷମା ସ୍ୱରାଜ ।…

ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା

ବିଜେପିର ପ୍ରାର୍ଥୀ ତାଲିକା ଘୋଷଣା । ଓଡ଼ିଶାର ଗୋଟିଏ ଲୋକସଭା ଆସନ ସହ ୨ଟି ବିଧାନସଭା ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ସେହି ମର୍ମରେ ଜଗତସିଂହପୁର ଲୋକସଭା ଆସନ ପାଇଁ ବିଭୁପ୍ରସାଦ ତରାଇଙ୍କୁ ଟିକେଟ୍ ଦେଇଛି ଦଳ । ସେହିପରି ରାଜ୍ୟର ୨ଟି ବିଧାନସଭା ଆସନ ଯଥା- କେନ୍ଦ୍ରାପଡ଼ାରେ…

ରାଜନୈତିକ କାରଣରୁ ହତ୍ୟାକାଣ୍ଡ !

ସସ୍ପେନ୍ସରେ ରାଷ୍ଟ୍ରପତି ବେହେରାଙ୍କ ମୃତ୍ୟୁ ଘଟଣା। ଦୁର୍ଘଟଣା ନାଁ ହତ୍ୟା ତାହାର ପର୍ଦାଫାସ ହୋଇନଥିବା ବେଳେ ନିର୍ବାଚନ ସମୟରେ ତାଙ୍କ ମୃତ୍ୟୁ କୁ ନେଇ ପରିବାର ଲୋକ କରିଛନ୍ତି ଅଭିଯୋଗ କରିଛନ୍ତି ଯେ, ଏହା ଏକ ହତ୍ୟାକାଣ୍ଡ । ଶୋକାକୁଳ ପରିବେଶ ମଧ୍ୟରେ ରାଷ୍ଟ୍ରପତି ବେହେରାଙ୍କ ଶେଷ କୃତ୍ୟ…

ଶଙ୍ଖ ଧରିଲେ ଦିଲ୍ଲୀପଙ୍କ ସମର୍ଥକ

ବିଜେଡିରେ ମିଶିଲେ ଦିଲ୍ଲୀପ ରାୟଙ୍କ ସମର୍ଥକ , ଶୁଭେଛୁ ଓ ଅନୁଗତ । ରାଉରକେଲା ବାସନ୍ତୀ କଲୋନୀରେ ହୋଇଛି ଏହି ମିଶ୍ରଣ ପର୍ବ । ପୂର୍ବତନ କାଉନସିଲରଙ୍କ ସମେତ ଶତାଧିକ ଲୋକ ବିଜେଡିରେ ମିଶିଛନ୍ତି । ରାଉରକେଲାର ପୂର୍ବତନ ବିଧାୟକ ସାରଦା ନାୟକ ଏହି ମିଶ୍ରଣ ପର୍ବରେ ଉପସ୍ଥିତ ରହି ନୂଆ…

କୁଆଡେ ଗଲା 10 କୋଟି ଚାକିରୀ: ନବୀନ

ଭୁବନେଶ୍ବର () ନବରଙ୍ଗପୁରରେ ନିର୍ବାଚନୀ କ୍ୟାମ୍ପେନ ଆରମ୍ଭ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ ବିଜେପିକୁ କଡା ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ବିଜେପି ଓଡିଶାବାସୀଙ୍କୁ ଧୋକା ଦେଇଛି । 2014 ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତିକୁ ପାଳନ କରିନାହାଁନ୍ତି । ନବରଙ୍ଗପୁରର…

ପୁଣି ହାରିଲା ବେଙ୍ଗାଲୁରୁ : ୫ ୱିକେଟରେ କୋଲକାତାର ରୋମାଂଚକର ବିଜୟ

ବେଙ୍ଗାଲୁରୁ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଦ୍ୱାଦଶ ସଂସ୍କରଣର ୧୭ତମ ମ୍ୟାଚରେ ଶୁକ୍ରବାର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପୁଣି ଥରେ ପରାସ୍ତ ହୋଇଛି । ଏହି ମ୍ୟାଚରେ ବିରାଟ କୋହଲିଙ୍କ ଟିମ ବିଜୟୀ ହେବ ବୋଲି ଆଶା କରାଯାଉଥିଲେ ମଧ୍ୟ କୋଲକାତା ନାଇଟ ରାଇଡର୍ସର ମଧ୍ୟକ୍ରମର…

ଓଡିଶାବାସୀଙ୍କ ପାଇଁ ଲଢେଇ ପାଇଁ ପ୍ରସ୍ତୁତି ହେଉଛି: ନବୀନ

ଭୁବନେଶ୍ବର () ବିରୋଧୀ କହୁଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନଫିଟ୍ । ସେ ଚାଲି ପାରୁନାହାଁନ୍ତି । ତାଙ୍କୁ ଚାଲିଲା ବେଳେ ବି ସୁରକ୍ଷା କର୍ମୀଙ୍କ ସହଯୋଗ ଦରକାର ପଡିଥାଏ । ଏପରିକି କିଛି ବିରୋଧୀ ଦଳ ନେତା ତାଙ୍କ ଆୟୁସକୁ ନେଇ ମଧ୍ୟ ପ୍ରଶ୍ନ ଉଠାଉଛନ୍ତି । ଏଭଳି…