ତାରପଲିନ ତଲେ ବିତୁଛେ ଜୀବନ୍: ଏଠି ମନ୍ତ୍ରୀକଁର କଥା ପାନିର ଗାର
ଅତାବିରା: ସାଧାରନ ନିରବାଚନ୍ ଦିନ୍ ଯେତ୍କି ପାଖେଇ ଆସୁଛେ କେନ୍ଦ୍ର ଆର ରାଏଜ୍ ସରକାର ତହଁକି ତହଁକି ଗୁଟେ ପରେ ଗୁଟେ ଯୋଜ୍ନା ଘୋଷନା କରୁଛନ୍। ହେଲେ ଉଭଏ କେନ୍ଦ୍ର ଆର ରାଏଜ୍ ସରକାର ଆଗରୁ ଚାଲୁ ରଖିଥିବାର ଯୋଜ୍ନାର ଲାଭ୍ ହିତାଧିକାରୀମାନକର ପାସେ ପୁହୁଁଚି ନାଇଁପାରବାର। କେତେ…