ନବୀନ ବାବୁଙ୍କ ଅପମାନର ଜବାବ ଦେବେ ଓଡିଶା ବାସୀ
ବାଲିକୁଦା-ଏରସମାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ । ବିଶାଳ ଜନସଭାକୁ ସମ୍ବୋଧିତ କରି ବିରୋଧୀ ବିଜେପିକୁ କଡା ଟାର୍ଗେଟ କରିଛନ୍ତି । ପାଣ୍ଡିଆନ କହିଛନ୍ତି, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓଡ଼ିଶାବାସୀଙ୍କ ପରିବାର ବୋଲି ଭାବନ୍ତି । ଏହି ପରିବାରର ମୁଖିଆଙ୍କୁ!-->…
