Odia News Portal

ମାଗଣା ୱାଇଫାଇର ବ୍ୟବହାର କରି କୁଲିରୁ ପ୍ରଶାସକ … ଜାଣନ୍ତୁ କେମିତି

କେରଳ () ସବୁ ସଫଳ ବ୍ୟକ୍ତିଙ୍କ ପଛରେ କିଛି ନା କିଛି ଦୁଃଖଭରା ଇତିହାସ ରହିଛି । କିଏ ଆର୍ଥିକ ଅନାଟନ କିମ୍ବା ପ୍ରତିକୂଳ ସାମାଜିକ ସ୍ଥିତି ମଧ୍ୟରେ ସଂଘର୍ଷ କରି ସଫଳତା ପାଇଛି ତ କିଏ ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ଯୋଗୁଁ ସଫଳତା ପାଇଛି । ଏମିତି କିଛି ବ୍ୟକ୍ତିଙ୍କ ମଧ୍ୟରୁ କେ.…

ଝାରସୁଗୁଡାରୁ ଉଡିବ ବିମାନ

ଆସନ୍ତା ଜାନୁଆରୀ ସୁଧା ଝାରସୁଗୁଡା ବିମାନବନ୍ଦରରୁ ବିମାନ ଉଡାଣ ଆରମ୍ଭ ହେବ ବୋଲି କେନ୍ଦ୍ର ବେଶାମରୀକ ବିମାନ ଚଳାଚଳ ବିଭାଗ ଯୁଗ୍ମ ସଚିବ ଶ୍ରୀମତୀ ଉଶା ପାଢି କହିଛନ୍ତି । ଆଜି ରାଜ୍ୟ ସଚିବାଳୟ ଠାରେ କେନ୍ଦ୍ର ବେଶାମରୀକ ବିମାନ ଚଳାଚଳ ବିଭାଗର କର୍ମକର୍ତ୍ତା ଏବଂ ରାଜ୍ୟ ସରକାରଙ୍କ ସହିତ…

ପୋଲାଭରମ ଶୁଣାଣି ଜାନୁଆରୀକୁ ଘୁଂଚିଲା

ପୋଲାଭରମ ପ୍ରକଳ୍ପକୁ ନେଇ ଉଭୟ ଓଡିଶା ଓ ଛତିଶଗଡ ପୂର୍ଣ୍ଣାଙ୍ଗ ତଥ୍ୟ କୋର୍ଟରେ ଦାଖଲ କରିବା ପାଇଁ ସୁପି୍ରମକୋର୍ଟ ଏହି ଦୁଇ ରାଜ୍ୟକୁ ନିଦେ୍ର୍ଧଶ ଦେଇଛନ୍ତି ଓ ଆସନ୍ତା ଜାନୁଆରୀ ପ୍ରଥମ ସପ୍ତାହକୁ ଏହାର ପରବର୍ତୀ ଶୁଣାଣି ହେବ ବୋଲି କହିଛନ୍ତି । ତେବେ ଏହି ପ୍ରକଳ୍ପ କାର୍ଯ୍ୟରେ ସ୍ଥଗିତାଦେଶ…

ଜିଅନ୍ତା ଜାଳିଦେଲେ ବୋହୂକୁ

ଯୌତୁକ ପାଇଁ ଗୋଡହାତ ବାନ୍ଧି କିରୋସିନ ପକାଇ ଜାଳିଦେଇଥିବା ଘଟଣା ସାମ୍ନାକୁ ଆସିଛି । ଏଭଳି ଦୁଃଖଦ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ବାଲିସୁଆ ଗାଁରେ । ଘରେ ସ୍ୱାମୀ ନଥିବା ବେଳେ ଶାଶୁ ଏବଂ ତିନି ନଣନ୍ଦ ଏଭଳି କାଣ୍ଡ କରିଥିବା କଥା ଜଣାପଡିଛି । ମୃତ…

ବିମାନବନ୍ଦରରେ ତୃତୀୟ ଟରମିନାଲ ହେବ

ଭୁବନେଶ୍ୱର ଆନ୍ତର୍ଜାତୀୟ ବିମାନ ବନ୍ଦର ପାଇଁ ତୃତୀୟ ଟରମିନାଲ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ ଏବଂ ଏ ବାବଦରେ ୯୩୦କୋଟ ଟଙ୍କା ଖର୍ଚ୍ଚ ହେବ ବୋଲି ବେସାମରିକ ବିମାନ ଚଳାଚଳ କେନ୍ଦ୍ରୀୟ ୟୁନିୟନର ସେକ୍ରେଟାରୀ ସୂଚନା ଦେଇଛନ୍ତି । ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଘୋଷଣା ହେବା…

ଅସଦାଚରଣ ପାଇଁ ମାଡ ଖାଇଲା ପିଅନ

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅଦାଚରଣ କରିବା ଅଭିଯୋଗରେ ସ୍କୁଲର ପ୍ରଧାନଶିକ୍ଷକ ଓ ପିଅନକୁ ନିସ୍ତୁକ ପିଟିଛନ୍ତି ଗ୍ରାମବାସୀ। ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ୧୦୦ ଶଯ୍ୟା ବିଶିଷ୍ଟ ଆଦିବାସୀ ଛାତ୍ରୀ ନିବାସରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଅଭିଯୁକ୍ତ ପିଅନଙ୍କ ନାଁ ରବୀନ୍ଦ୍ର ସାହୁ। ପୁଲିସ…

ଶେଷ ହେଲା ବାଲିଯାତ୍ରା

ସରିଗଲା ଐତିହାସିକ ବାଲିଯାତ୍ରା । ଗଲା ଦଶ ଦିନ ଧରି ମହାନଦୀର ଗଡ଼ଗଡ଼ିଆ ଘାଟରେ ଚାଲିଥିବା ଐତିହାସିକ କଟକ ବାଲିଯାତ୍ରା ଗତକାଲି ଶେଷ ହୋଇଛି। ଶେଷ ଦିନ ରବିବାର ପଡ଼ିଥିବାରୁ ଲୋକ ଭିଡ଼ ସବୁ ରେକର୍ଡ ଟପି ଯାଇଛି। ଦିନ ଗୋଟାଏ ବେଳକୁ ଭିଡ଼ ଆରମ୍ଭ ହୋଇଯାଇଥିବା ବେଳେ ଲୋକେ ବାଲିଯାତ୍ରା ପଡ଼ିଆ…

ସ୍ଥାୟୀ ବେଞ୍ଚ୍ ଦାବକୁ ନେଇ ୨୪ ଘଣ୍ଟା ବନ୍ଦ ଡାକରା

ସ୍ଥାୟୀ ବେଞ୍ଚ୍ ପୁନଃପ୍ରତିଷ୍ଠା ଦାବିରେ ଜିଲ୍ଲା ଓକିଲ ସଂଘ ଓ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୨୪ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି ଓ ଏଥିଯୋଗୁ ବଲାଙ୍ଗିର ସହର ସମେତ ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ଦୋକାନ-ବଜାର ବନ୍ଦ ରହିବା ସହିତ ଗାଡ଼ି ଚଳାଳଚଳ ବି ବନ୍ଦ ରହିଛି। ରେଳ ଚଳାଚଳ ବି ବନ୍ଦ…

ଓଡିଶାର ବିକାଶ ପାଇଁ ଡବଲ ଇଂଜିନ ଦରକାର

ଭୁବନେଶ୍ବର () ଓଡିଶାର ବିକାଶ ପାଇଁ ଲାଗିବ ଡବଲ ଇଂଜିନ । କେନ୍ଦ୍ରରେ ବିଜେପି ଓ ରାଜ୍ୟରେ ମଧ୍ୟ ବିଜେପି  । ଏଭଳି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ  । କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦଳର ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ଫୋକସରେ ରହିଛି…

ସୋସିଆଲ ମିଡିଆରେ ସ୍ମାର୍ଟ ଫଟୋ ଚ୍ୟାଲେଞ୍ଜ

ଭୁବନେଶ୍ୱର () ହକି ବିଶ୍ୱକପ ପାଇଁ ରଙ୍ଗୀନ ଚିତ୍ର ସହ ରଂଗବିରଙ୍ଗୀ ଆଲୁଅରେ ଝଲସୁଛି ରାଜଧାନୀ ଭୁବନେଶ୍ୱର । କେଉଁଠି କାନ୍ଥରେ ରଙ୍ଗ ତୁଳୀର ସ୍ପର୍ଶରେ ଆକର୍ଷଣୀୟ ଚିତ୍ର ତା କେଉଁଠି ଏଲଇଡି ଲାଇଟ ସହରକୁ ଦେଇଛି ବିଶ୍ୱସ୍ତରୀୟ ଲୁକ । ଏଭଳି ସାଜସଜ୍ଜା ସ୍ମାର୍ଟ ସିଟିକୁ ସ୍ମାର୍ଟ ଲୁକ ବି…