Odia News Portal

କେନ୍ଦୁଝର ଘଷିପୁରାରେ ନିର୍ବାଚନୀ ହତ୍ୟା

ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କୁ ଘରୁ ଡାକି ନେଇ କିଛି ଦୁବୃର୍ତ୍ତ ହତ୍ୟା କରିଛନ୍ତ । ପ୍ରଥମେ କିଛି ଦୁବୃର୍ତ୍ତ ଘରକୁ ଆସିଥିଲେ । ରାମଚନ୍ଦ୍ରଙ୍କୁ ଘରୁ ଡାକିନେଇଥିଲେ । ହାତ ଗୋଡ ସହିତ ଶରୀର ବିଭିନ୍ନ ଅଂଶକୁ ହାଣିଦେଇଥିଲେ ଦୁବୃର୍ତ୍ତ । ତେବେ ଡାକ୍ତରଖାନାକୁ…

କଂଗ୍ରେସ ଭବନ ଭଙ୍ଗାରୁଜା ଘଟଣାରେ ୪ ଗିରଫ

କଂଗ୍ରେସ ଭବନରେ ଆକ୍ରମଣ କରିବା ଘଟଣାରେ ୪ଜଣଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ୍ । ରାଜ୍ୟ କଂଗ୍ରେସର ଅଭିଯୋଗ ଆଧାରରେ ଗିରଫ କରିଛି ପୋଲିସ୍ । ଏକାମ୍ର ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ଦୁବୃର୍ତମାନେ ପାର୍ଟି ଅଫିସ ଭିତରେ ପଶି ଭଙ୍ଗାରୁଜା କରିବା ସହ ଗେଟରେ ତାଲା ପକାଇଦେଇଥିଲେ ।…

ବିଜେପିରୁ ଇସ୍ତଫା ଦେଲେ ସୁବାସ

ବିଜେପି ଛାଡ଼ିଲେ ବରଗଡ଼ ବିଜେପିର ଟାଣୁଆ ନେତା ସୁବାସ ଚୌହାନ । ଦଳ ଅଣଦେଖା କରିଥିବା ଅଭିଯୋଗ କରି ଦଳରୁ ଇସ୍ତଫା ଦେଇଛନ୍ତି ସୁବାସ । ରାଜ୍ୟ ବିଜେପି ସଭାପତିଙ୍କୁ ଇସ୍ତଫା ପତ୍ର ଲେଖିଛନ୍ତି ଯେ, ମୋଦିଙ୍କ ଆଦର୍ଶ ଓ ଆପଣଙ୍କ ଆଶିର୍ବାଦ ଯୋଗୁଁ ବିଜେପିର ସଫଳତା ବାର୍ତ୍ତା ନେଇ ବରଗଡ଼ ଲୋକସଭା…

କନ୍ଧମାଳରୁ ପ୍ରାର୍ଥିପତ୍ର ଦାଖଲ କଲେ ଡ.ଅଚ୍ୟୁତ ସାମନ୍ତ

କନ୍ଧମାଳ ଲୋକସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ଡକ୍ଟର ଅଚ୍ୟୁତ ସାମନ୍ତ । କନ୍ଧମାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିକଟରେ ଡକ୍ଟର ସାମନ୍ତ ନାମାଙ୍କନ କରିଛନ୍ତି। ଦଳର ସବୁ ବିଜେଡି ନେତୃବୃନ୍ଦ,ସବୁବର୍ଗର ପ୍ରତିନିଧି ଓ ଶୁଭେଚ୍ଛୁଙ୍କ ସହ ଯାଇ…

ରାହୁଲ ଗାନ୍ଧିଙ୍କ ବଡ଼ ଘୋଷଣା : ଗରିବଙ୍କୁ ବର୍ଷକୁ ମିିଳିବ ୭୨ ହଜାର ଟଙ୍କା

ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବଡ଼ ଘୋଷଣା। ସାଧାରଣ ଜନତାଙ୍କୁ ସର୍ବନିମ୍ନ ନିଶ୍ଚିତ ଆୟ ଯୋଜନା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦ୍ରରେ କଂଗ୍ରେସ ସରକାର ଗଢିଲେ ସବୁଠାରୁ ଗରିବ ୨୦ପ୍ରତିଶତ ଜନତାଙ୍କୁ ବାର୍ଷିକ ୭୨ ହଜାର ଟଙ୍କା ସହାୟତା ରାଶି ପ୍ରଦାନ…

ସାରାଙ୍କ ଫଟୋ ସୋଶିଆଲ ମିଡିଆରେ ଭାଇରାଲ

ମୁମ୍ବାଇ : ସାରା ସୋଶିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାଆନ୍ତି ଏବଂ ସବୁବେଳେ ନିଜର ହଟ୍ ଫଟୋ ସେୟାର କରୁଥାଆନ୍ତି। ଏବେ ସାରା ବ୍ଲାକ୍ ଡ୍ରେସ୍ ପିନ୍ଧିଥିବା ଫଟୋଟି ସୋଶିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଟ୍ରୋଲ୍ ମଧ୍ୟ ହେଉଛି। ନୀଳ ରଙ୍ଗର ଡ୍ରେସ୍ ପିନ୍ଧିଥିବା ଫଟୋଟି…

ମଇଦାନକୁ ଓହ୍ଲାଇଲେ ଏକାମ୍ର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ

ଭୁବନେଶ୍ବର : ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରାର୍ଥୀଙ୍କ ନିର୍ବାଚନୀ ପ୍ରଚାର ମଧ୍ୟ ସେତିକି ସରଗରମ ହେବାରେ ଲାଗିଛି। ଭୁବନେଶ୍ବର ଏକାମ୍ର  ବିଜେପି ବିଧାୟକ ଆଶାୟୀ ଅମିୟ ଦାସଙ୍କ ଟିକେଟ କଟିବା ପରେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି  ଶଙ୍ଖ ଛାଡି ପଦ୍ମ ଟିକେଟ ହାତେଇ ଥିବା ଯୁବ​‌ ନେତା…

କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାରକ

ଭୁବନେଶ୍ବର : ବିଜେପି ଓ ବିଜେଡି ପରେ କଂଗ୍ରେସ ଆଜି ପ୍ରକାଶ କରିଛି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା । ଏହି ତାଲିକାରେ ଓଡିଶାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଣ୍ଟିଆ, ପ୍ରଦୀପ ମାଝୀ, ଚିରଞ୍ଜିବି ବିଶ୍ୱାଳ, ଭକ୍ତ…

ବିଜେପୁରରୁ ପାର୍ଥିପତ୍ର ଦାଖଲ କଲେ ନବୀନ

ବରଗଡ : ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଦଳୀୟ ନେତା ଓ ସମର୍ଥକଙ୍କ ଉପସ୍ଥିତିରେ ସେ ପଦ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ନିଜର ଚାରି ସେଟ ନାମାଙ୍କନପତ୍ର ଦାଖଲ କରିଛନ୍ତି । ମୁଖ୍ୟମନ୍ତ୍ରୀ…

ନୀତୀଶ ରାଣା ଓ ରସେଲଙ୍କ ବିସ୍ଫୋରକ ବ୍ୟାଟିଂ : କୋଲକାତା ନାଇଟ ରାଇଡର୍ସ ବିଜୟୀ

କୋଲକାତା: ନୀତୀଶ ରାଣା ଓ ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ କୋଲକାତା ନାଇଟ ରାଇଡର୍ସ (କେକେଆର) ରବିବାର ଖେଳାଯାଇଥିବା ଆଇପିଏଲର ଦ୍ୱିତୀୟ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ ୬ ୱିକେଟରେ ପରାସ୍ତ କରିଛି। ଉକ୍ତ ମ୍ୟାଚରେ ସନରାଇଜର୍ସ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦…