ଏୟାର ଡ୍ରପିଙ୍ଗ ପାଇଁ କଳିଙ୍ଗ ଷ୍ଟାଡିୟମରେ ଚାଲିଛି ଶୁଖିଲା ଖାଦ୍ୟ ପ୍ରସ୍ତୁତ
ଭୁବନେଶ୍ବର : ଏକ୍ସଟ୍ରିମ୍ଲି ସିରିଅସ୍ ସାଇକ୍ଲୋନିକ୍ ଷ୍ଟର୍ମ ଫୋନି ଆଶଙ୍କାକୁ ନେଇ ରିଲିଫ ଯୋଗାଣ ପାଇଁ ପ୍ରଶାସନିକ ସ୍ତରରେ ଯୋଜଦାର ପ୍ରସ୍ତୁତି ଚାଲିଛି। ଓଡ଼ିଶା ବିପର୍ଯ୍ୟୟ ପ୍ରଶମନ ବିଭାଗ ଓ ଯୋଗଣ ବିଭାଗ ପକ୍ଷରୁ ଭୁବନେଶ୍ବର ଓ କଳିଙ୍ଗ ଷ୍ଟାଡିଅମ୍ରେ ଖାଦ୍ୟ ଓ ଅତ୍ୟାବଶ୍ୟକୀୟ…
