Odia News Portal

ଆଜି ଅନୀଲ କପୁରଙ୍କ ଜନ୍ମଦିନ

ବଲିଉଡ୍ର ଝାକାସ୍ ବୟ ଅନୀଲ୍ କପୁରଙ୍କ ଆଜି ଜନ୍ମଦିନ। ଠିକ୍ ୬୧ ବର୍ଷ ତଳେ ଅର୍ଥାତ୍ ୧୯୫୬ ମସିହା ଡିସେମ୍ବର ୨୪ରେ ଜନ୍ମ ଗ୍ରହଣ କରିଥିଲେ ଏହି ମହାନ୍ ଅଭିନେତା। ବୟସ ସିନା ୬୨, କିନ୍ତୁ ଅଭିନୟ ଓ ଲୁକ୍ରୁ ଆଜିବି ସେ କେଉଁ ଯୁବାଠୁ କମ୍ ନହେଁ। ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ୪୦ ବର୍ଷ…

ପାଇକ ବିଦ୍ରୋହ ସ୍ମାରକୀ ପାଇଁ ସରକାର ମାଗଣା ଜମି ଦେବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦିନିକିଆ ଓଡିଶା ଗସ୍ତରେ ଆସି ୧୪ ହଜାର ୫୨୩ କୋଟି ଟଙ୍କାର ଏକାଧିକ ପ୍ରକଳ୍ପର ଶୁଭଦେବା ଓ ଉଦଘାଟନ କରିବା ଅବସରରେ ଅନୁÂିତ ଜନସମାବେସକୁ ଉଦବୋଧନ ଦେବା ବେଳେ ସେ ରାଜ୍ୟ ବିଜେଡି ସରକାରଙ୍କୁ ପ୍ରଚଣ୍ଡ ଆକ୍ରମଣ କରିବେ ବୋଲି ରାଜ୍ୟ ବିଜେପି ନେତା ଓ କର୍ମୀ…

ମୋଦିଙ୍କ ଦନ୍ତହୀନ ସମାଲୋଚନା

ମୋଦିଙ୍କ ଦନ୍ତହୀନ ସମାଲୋଚନା ଓଡିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କ ଆଶିର୍ବାଦ ଭିକ୍ଷା କରିଛନ୍ତି । ଆଜି ଦିନିକିଆ ଓଡିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ୧୪ ହଜାର ୫୨୩ କୋଟି ଟଙ୍କାର ଏକାଧିକ ପ୍ରକଳ୍ପର ଶୁଭଦେବା ସହିତ ଆଇଆଇଟି ଭୁବନେଶ୍ୱରକୁ ରାଷ୍ଟ୍ରଉଦେ୍ଧଶ୍ୟରେ…

ନିର୍ବାଚନ ପାଣ୍ଠି ସଂଗ୍ରହ କରିବ ବିଜେଡି

ଆସନ୍ତା ନିର୍ବାଚନ ପାଇଁ ବିଜେଡି ପାଣ୍ଠି ସଂଗ୍ରହ କରିବା ପାଇଁ ଦଳର ସୁପି୍ରମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ କର୍ମକର୍ତା ମାନଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଏହିକ୍ରମରେ ସେ ଦଳର ସମସ୍ତ ବିଧାୟକ, ସାଂସଦ, ମନ୍ତ୍ରୀ ଓ ଜିଲ୍ଲା କର୍ମକର୍ତା ମାନଙ୍କୁ ପତ୍ର ଲେଖିଛନ୍ତି । ମନ୍ତ୍ରୀ,…

ପ୍ରକାଶ ପାଇଲା ପିପିଲି ଗଣଦୁର୍ଷ୍କମ ରାୟ

ପିପିଲିର ଗଣଦୁର୍ଷ୍କମ ଓ ହତ୍ୟା ମାମଲାରେ ସବୁ ଅଭିଯୁକ୍ତ ନିଦେ୍ର୍ଧାଶରେ ଖଲାସ ହୋଇଛନ୍ତି । ୨୦୧୧ ମସିହାରେ ସଂଗଠିତ ଏହି ମାମଲା ରାଜ୍ୟ ତଥା ରାଜ୍ୟ ବାହାରେ ହଇଚଇ ସୃଷ୍ଟି କରିଥିଲା । ଏହାକୁ ନେଇ ମଧ୍ୟ ବିଭିନ୍ନ ରାଜନୈତିକ ଦଳ ଓ ଗଣ ସଂଗଠନ ପକ୍ଷରୁ ଏହାକୁ ନେଇ ସାରା ରାଜ୍ୟରେ ବ୍ୟବକ…

କଟକ ସିଡିଏରେ ହାତୀ ଆତଙ୍କ

ପୁଣି ସହର ଭିତରେ ହାତୀ। କଟକ ସିଡିଏ ସେକ୍ଟର-୮ରେ ପଶିଛି ଗୋଟିଏ ହାତୀ। ମହାନଦୀ ପାର୍ ହୋଇ ହାତୀଟି ଆସିଥିବା ଆଶଙ୍କା କରାଯାଉଛି। ଖବର ପାଇ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ଘଉଡାଇବା ପାଇଁ ଉଦ୍ୟମ କରାଯାଉଛି। ଗତକାଲି ରାତିରେ ହାତୀଟି ସେକ୍ଟର ୮ ଓ ୯ରେ ବୁଲୁଥିବା ଲୋକେ…

ଶୀତ ସହ ଘନ କୁହୁଡି, ଜନଜୀବନ ଅସ୍ତବ୍ୟସ୍ତ

ଜାଡରେ ଥରୁଛି ସାରା ଓଡ଼ିଶା। ବିଶେଷକରି କନ୍ଧମାଳ ଜିଲ୍ଲାର ଫୁଲବାଣୀ, ଦାରିଙ୍ଗବାଡି, ବାଲିଗୁଡ଼ା ସମେତ ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ ପାରଦ ଖସିବାରେ ଲାଗିଛି। ଫୁଲବାଣୀରେ ତାପମାତ୍ରା ୭ଡିଗ୍ରୀ ତଳକୁ ଖସିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ସକାଳ ୧୦ଟା ପୂର୍ବରୁ ଘରୁ ବାହାରିବା…

ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି ନେଇ ୩୦ ଯାଏଁ ବଲାଙ୍ଗିର ବନ୍ଦ

ବଲାଙ୍ଗିରରେ ଜୋର ଧରିଲା ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଦାବି। ଆଜିଠୁ ୩୦ ତାରିଖ ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନ ଓ ସରକାରୀ ଏବଂ ବେସରକାରୀ କାର୍ୟ୍ୟାଳୟ ବନ୍ଦ ରହିବ। ଓକିଲ ସଂଘ ଓ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳୁ ସକାଳୁ ଆନ୍ଦଳନକାରୀ ବିଭିନ୍ନ…

ଜାତୀୟ ରାଜନୀତିରେ ନୂଆ ସମ୍ଭାବନା, ନବୀନ-କେସିଆର ଯୋଡି

ଭୁବନେଶ୍ୱର () ଜାତୀୟ ରାଜନୀତିରେ ନୂଆ ସମିକରଣର ମୂଳଦୁଆ ପଡିଲା । ଓଡିଶା ଓ ତେଲେଙ୍ଗାନା ଦୁଇ ରାଜ୍ୟର ଦୁଇ ସଫଳ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ କେସିଆର ଯୋଡି ଏହି ସମ୍ଭାବନାର ସୃଷ୍ଟି ହୋଇଛି । ଏଥିସହ ନବୀନ ଆଜି ସ୍ପଷ୍ଟ କରିଛନ୍ତି ଯେ, ବିଜେଡି କି ଟିଆରଏସ କାହାର ବି-ଟିମ ନୁହଁନ୍ତି, ଏହା…

ତୈଳବୀଜ ଓ ଡାଲି ଜାତୀୟ ଫସଲ ଉପରେ ଦିଆଯିବ ଏମ୍ଏସପି

ଭୁବନେଶ୍ୱର (): ଚଳିତ ବର୍ଷ ପ୍ରଥମ ଥର ପାଇଁ ଖରିଫ୍ ଋତୁରେ ଚାଷୀ ଉତ୍ପାଦନ କରୁଥିବା ତୈଳବୀଜ ଓ ଡାଲି ଜାତୀୟ ଶସ୍ୟକୁ ସରକାର ସହାୟକ ମୂଲ୍ୟ ଦେଇ କ୍ରୟ କରିବେ  । ଶନିବାର ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସହାୟକ ମୂଲ୍ୟ ଯୋଜନାର ରାଜ୍ୟସ୍ତରୀୟ ମନିଟରିଂ…