Odia News Portal

ଟି-୨୦ରେ ଭାଙ୍ଗିଗଲା ୧୪୧ ବର୍ଷ ପରମ୍ପରା

ବ୍ରିସ୍ବେନ୍ଠାରେ ଖେଳାଯାଉଥିବା ‘ବିଗ୍ ବ୍ୟାଶ୍’ ଲିଗ (ବିବିଏଲ) ଟି-୨୦ରେ ଭାଙ୍ଗିଛି ୧୪୧ ବର୍ଷ ପୁରୁଣା ପରମ୍ପରା। ମ୍ୟାଚ୍ ପୂର୍ବରୁ କଏନ୍ ବଦଳରେ ବ୍ୟାଟ୍କୁ ଉପରକୁ ଫୋପାଡ଼ି ଟସ୍ କରାଯିବା ଆରମ୍ଭ ହେବାପରେ ୧୮୭୭ ମସିହାରୁ ଆରମ୍ଭ ହୋଇଥିବା କଏନ୍ ଟସ୍ ପରମ୍ପରା ଭଙ୍ଗ ହୋଇଛି।…

ଲାଲୁଙ୍କୁ ଜାମିନ୍

ଲାଲୁ ପ୍ରସାଦ ଯାଦବଙ୍କୁ ଆଶ୍ୱସ୍ତି । ଆଇଆରସିଟିସି ଦୁର୍ନୀତି ମାମଲାରେ ମିଳିଲା ଅନ୍ତରୀଣ ଜାମିନ୍ । ପଟିଆଲା ହାଉସ୍ କୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ଆସନ୍ତା ଜାନୁଆରୀ ୧୯ ତାରିଖ ପର୍ୟ୍ୟନ୍ତ ସେ ବେଲ୍ରେ ରହିବେ । ଏହା ଭିତରେ ସେ ଭିଡିଓ କନ୍ଫରେନ୍ସିଂ ଜରିଆରେ ହାଜର ହେବେ ।…

ମିଳିଲା କ୍ଷତି ପୂରଣ

ମହାରାଷ୍ଟ୍ର ପିଆଜ ଚାଷୀଙ୍କୁ ରାଜ୍ୟ ସରକାରଙ୍କ ୧୫୦ କୋଟି ଟଙ୍କାର ସହାୟତା । ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି । ରାଜ୍ୟରେ ପିଆଜ ଉତ୍ପାଦନ ଭଲ ହୋଇଥଲେ ମଧ୍ୟ ଅଭାବୀ ବିକ୍ରି ଯୋଗୁଁ ଚାଷୀ ଖୁବ୍ କମ୍ ଦରରେ ପିଆଜ ବିକ୍ରି କରିଛନ୍ତି । ଉଚିତ ଦାମ୍ ନମିଳିବାରୁ ହତାଶ…

ଶ୍ରୀଦେବୀଙ୍କ ସ୍ମ୍ମୃତିରେ ହେବ ଚଳଚିତ୍ର

ସ୍ୱର୍ଗତ ପତ୍ନୀଙ୍କ ଶେଷ ଇଚ୍ଛା ପୂରଣ କରିବା ଜଣେ ସ୍ୱାମୀର କର୍ତ୍ତବ୍ୟ, ଏ କଥାକୁ ଆପଣ ଅସ୍ୱୀକାର କରି ପାରିବେନି। ଠିକ୍ ସେମିତି କିଛି କରିବାକୁ ଯାଉଛନ୍ତି ବୋନି କପୁର। ପତ୍ନୀ ଶ୍ରୀଦେବୀଙ୍କ ସ୍ମୃତୀରେ ବୋନି ନିର୍ମାଣ କରିବାକୁ ଯାଉଛନ୍ତି ଏକ ତାମିଲ ଫିଲ୍ମ। ଯାହାକି ଜଣେ ଭଲ ସ୍ୱାମୀ ଭାବେ…

ସୋନାଙ୍କୁ କଣ କହିଲେ ସୋନୁ ଜାଣନ୍ତୁ…

ଜଣାଶୁଣା କଣ୍ଠଶିଳ୍ପୀ ସୋନୁ ନିଗମ୍ଙ୍କୁ ବିଭିନ୍ନ ପ୍ରସଙ୍ଗରେ ବଲିଉଡ୍ର ଓଡ଼ିଆ ସିଙ୍ଗର୍ ସୋନା ମହାପାତ୍ର ସମାଲୋଚନା କରିବା ପରେ ଏହି ଝଗଡ଼ା ଉଗ୍ର ହୋଇଛି। ଏବେ ସୋନୁ ସୋନାଙ୍କ ସମାଲୋଚନାର ପ୍ରତିଜବାବ୍ ଦେଇଛନ୍ତି। ସୋନା ମହାପାତ୍ରଙ୍କୁ କଟାକ୍ଷ କହି ସୋନୁ ନିଗମ୍ କହିଛନ୍ତି ଯେ ” ଟ୍ୱିଟର୍ରେ…

ବିଚାରପତିଙ୍କ ଘରେ ପଶିଗଲା ଭାଲୁ ପଢନ୍ତୁ…

ଛତିଶଗଡ କାଙ୍କେର ଜିଲ୍ଲା ଜଜ ବିଚାରପତି ପ୍ରଶାନ୍ତ କୁମାର ଶିବହରେଙ୍କ ଘରେ ପଶିଲା ଜଙ୍ଗଲି ଭାଲୁ । ଖାଦ୍ୟ ଅନ୍ୱେଷଣରେ ମା ଭାଲୁ ସହ ଦୁଇ ଛୁଆ ଭାଲୁ ସହରକୁ ପଶିଆସିଥିବା ସନ୍ଦେହ କରାଯାଉଛି । ଭାଲୁକୁ କାବୁ କରିବାକୁ ବନବିଭାଗକୁ ନାକେଦମ ହେବାକୁ ପଡିଛି । ଗତକାଲି ଏହି ଘଟଣା ଘଟିଥିଲା । ଏହି…

ସୋସିଆଲ ମିଡିଆରୁ ଦୂରେଇ ରହିବା ପରାମର୍ଶ: ଓଏଏସ ଟପ୍ପର ଆୟୁଷୀ

ଓଏଏସ ଟପ୍ପର ଆୟୁଷୀ କହିଛନ୍ତି ସୋସିଆଲ ମିଡିଆର ଅତ୍ୟଧିକ ବ୍ୟବହାର ପ୍ରସ୍ତୁତିରେ ବାଧା ସୃଷ୍ଟି କରିଥାଏ । ଆପଣ ଯଦି ଫେସବୁକ ହ୍ୱାଟସଅପ, ଟ୍ୱିଟର ପରି ସୋସିଆଲ ମିଡିଆର କବଳରେ ପଡିଯାନ୍ତି, ତାହା ହେଲେ ସେଥିରୁ ମୁକୁଳି ପାଠ ପଢାରେ ମନ ନିବେଶ କରିବା କଷ୍ଟକର ବ୍ୟାପାର । ସୋସିଆଲ ମିଡିଆ ଯଦି…

କାଲିଠାରୁ ସରକାରୀ ବ୍ୟାଙ୍କ ୫ ଦିନ ବନ୍ଦ ରହିବ,ପଢନ୍ତୁ…

ଦେଶରେ ସରକାରୀ ବ୍ୟାଙ୍କ ଗୁଡିକ ୫ ଦିନ ବନ୍ଦ ରହିବ । ସୂଚନା ଅନୁଯାୟୀ, ଏହି ସମୟରେ ଦୁଇ ଦିନ ଧରି ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିବେ । ଜାଣନ୍ତୁ କେଉଁ ଦିନ ଆଉ କେଉଁ କାରଣରୁ ବନ୍ଦ ରହିବ ବ୍ୟାଙ୍କ । ୨୧ ଡିସେମ୍ବର ଅର୍ଥାତ ଶୁକ୍ରବାର ଦିନ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ କରିବେ ।…

ସିନେମା ହଲ ସମ୍ମୁଖରେ ବାଳକର ଆତ୍ମହତ୍ୟା

ପାରାଦ୍ୱୀପ: ପାରାଦ୍ୱୀପ ପୌରପାଳିକାର ୧୫ ନମ୍ବର ୱାର୍ଡ, ଅନ୍ତର୍ଗତ ବଡପଡ଼ିଆ କମଳା ସିନେମା ହଲ ସମ୍ମୁଖରେ ଥିବା କ୍ୱାଟରରେ ଜୈନିକ ନାଁ ବାଳକର ଆତ୍ମହତ୍ୟା କରିଥିବା ଖବର ମିଳିଛି । ପାରାଦ୍ୱୀପ ପୌରପାଳିକାର ମହିଳା କର୍ମଚାରୀ ମେନକା ଦାସଙ୍କ ୧୭ ବର୍ଷ ପୁଅ ଦୀପ କୁମାର ମହାନ୍ତି, ତିନି ବର୍ଷ…

ଡାକ କର୍ମଚାରୀମାନଙ୍କର ଅନିର୍ଦ୍ଧିଷ୍ଟ କାଳପାଇଁ ଧର୍ମଘଟ

କୋରାପୁଟ: ସାରା ଭାରତ ବର୍ଷରେ ଗ୍ରାମୀଣ ଡାକ କର୍ମଚାରୀ ମାନଙ୍କର ଅନିର୍ଦ୍ଧିଷ୍ଟ କାଳନୀ ଧର୍ମଘଟଚାଲିଥିବା ବେଳେ ଜୟପୁରରେ ମଧ୍ୟ କୋରାପୁଟ ଡ଼ିଭିଜନ ବ୍ରାଞ୍ଚ ତରଫରୁ ଧର୍ମଘଟ କରାଯାଇଛି। ଜୟପୁର ମୂଖ୍ୟ ଡାକଘର ନିକଟରେ ଧାରଣା ଦିଆଯାଇ ବିକ୍ଷୋଭ କରାଯାଇଛି। ଚାକିରି କାଳ ୧୨ବର୍ଷ, ୨୪ ବର୍ଷ,…