Odia News Portal

ଇମାରାନ ଲୁଚାଇଲେ ଝିଅର ବାପା ହେବା ତଥ୍ୟ

ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ବିରୋଧରେ ଲାହୋର ହାଇକୋର୍ଟରେ ଏକ ଅଭିଯୋଗ ଦାଖଲ ହୋଇଛି। ଅଦାଲତ ଏହି ଅଭିଯୋଗକୁ ସ୍ବୀକାର କରିଥିବା ବେଳେ ଏନେଇ ସୋମବାର ଦିନ ଶୁଣାଣି ହେବ ବୋଲି କୁହାଯାଇଛି। ଅଭିଯୋଗରେ କୁହାଯାଇଛି କି, ପିଏମ୍ ଇମରାନ ନିଷ୍ଠାବାନ ଏବଂ ଧର୍ମପରାୟଣ ନୁହଁନ୍ତି।…

କାଳବୈଶାଖୀ ସହ ବଜ୍ରପାତ ସମ୍ଭାବନା

ରାଜ୍ୟର ତିନୋଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା । ଗଞ୍ଜାମ, ଗଜପତି, ନୟାଗଡ଼ରେ ସ୍ୱଳ୍ପ ବର୍ଷା ହେବାର ସମ୍ଭବନା ରହିଛି ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । ବର୍ଷା ହେବାସହ ରାତି ୮ଟା ସୁଦ୍ଧା ବଜ୍ରପାତ ହେବାର ମଧ୍ୟ ଆଶଙ୍କା ରହିଛି । ଏହା ବ୍ୟତୀତ ରାଜ୍ୟର ମୟୁରଭଞ୍ଜ,…

ପାରାଦୀପ ଲୁଣି ପାଣିରେ ପଦ୍ମ ଫୁଟାଇବେ ଦାମ

ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତ ଖୁବ ଶିଘ୍ର ବିଜେପିରେ ମିଶିବେ ବୋଲି ଆପାତତ ସ୍ଥିର ହୋଇଛି । ଏ ସମ୍ପର୍କରେ ମଧ୍ୟ ବିଜେପି ହାଇକମାଣ୍ଡଙ୍କ ଠାରୁ ସବୁଜ ସଂଙ୍କେତ ମିଳିସାରିଛି । ଦାମୋ ମଧ୍ୟ କଂଗ୍ରେସ ଓ ବିଜେପି ସହିତ ମୂଲଚାଲ କରିବା ପରେ ତାଙ୍କ ମିଶନରେ ସଫଳ ହୋଇଛନ୍ତି ।…

ନବୀନ ନିବାସରେ ଆଶାୟୀଙ୍କ ଲମ୍ବା ଲାଇନ

ବିଜେଡି ଟିକେଟ ପାଇଁ ନବୀନ ନିବାସରେ ନେତାଙ୍କ ଲମ୍ବା ଲାଇନ ଲାଗିଛି । ଜଣକ ପରେ ଜଣେ ନେତା ଟିକେଟ ପାଇବା ପାଇଁ ଲବିକୁ ଜୋରଦାର କରିଛନ୍ତି । ଆଜି କୋରାପୁଟର ନେତାମାନେ ନବୀନ ନିବାସ ଆସିଛନ୍ତି । ଏମାନଙ୍କ ମଧ୍ୟରେ ଅଛନ୍ତି ଜୟପୁରର ପୂର୍ବତନ ବିଧାୟକ ରବି ନନ୍ଦ । ଟିକେଟ ପାଇଁ ଗତ ୩ ଦିନ ହେଲା…

ମମତାଙ୍କଙ୍କୁ ନବୀନଙ୍କ ପ୍ରଶଂସା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆଗାମୀ ଲୋକସଭା ନିର୍ବାଚନରେ ୪୧ ପ୍ରତିଶତ ମହିଳାଙ୍କୁ ଟିକେଟ୍ ଦେବା ନିଷ୍ପତିକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ୍ କରି ନିଜ ଖୁସି ଜଣାଇଛନ୍ତି ନବୀନ । ଆଗାମୀ ଲୋକସଭା ନିର୍ବାଚନରେ ଏକ ତୃତୀୟାଂଶରୁ ଅଧିକ ମହିଳା…

ପ୍ରଥମ ପର୍ୟ୍ୟାୟରେ ୪ଟି ଲୋକସଭା ଆସନରୁ ଏହିମାନେ ହେବେ ବିଜେଡି ପ୍ରାର୍ଥୀ !

୧୮ ତାରିଖରୁ ଆରମ୍ଭ ହେବ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା । ହେଲେ ଏଯାଏଁ ରାଜ୍ୟର କୌଣସି ଦଳ ସେମାନଙ୍କ ପ୍ରାର୍ଥୀପତ୍ର ତାଲିକା ପ୍ରକାଶ କରିନାହାନ୍ତି । ୧୭ ତାରିଖ ଦିନ ତିନୋଟି ଯାକ ପ୍ରମୁଖ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ତାଲିକା ପ୍ରକାଶ କରିବେ ବୋଲି ବିଭିନ୍ନ ଭାବରେ ଇଙ୍ଗିତ ଓ…

ପ୍ରକାଶ ତ୍ରିପାଠୀ ଆକ୍ରମଣ ଘଟଣା : ଛାତ୍ର ନେତାଙ୍କ ‘ସିଲଟ ପ୍ରତିବାଦ’

ଅଦାଲତ ଓ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହେବ ଫୋରମ ଭୁବନେଶ୍ୱର () : ବାଣୀବିହାର ଛାତ୍ର ସଂସଦର ପୂର୍ବତନ ସଭାପତି ତଥା ଛାତ୍ରନେତା ପ୍ରକାଶ ତ୍ରିପାଠୀଙ୍କ ପ୍ରତି କମିଶନରେଟ୍ ପୁଲିସ୍ ଯେଉଁଭଳି ଭାବେ ଅମାନୁଷିକ ଆଚରଣ ପ୍ରଦର୍ଶନ କରିଛି ତାହା ବର୍ବରତାର ସବୁ ସୀମା ଟପିଯାଇଛି । ଏକ ଗଣ୍ଡଗୋଳ…

ଚିଲିକା ନିର୍ବାଚନମଣ୍ଡଳୀର ନୂଆ ସମ୍ଭାବନା ମାନସ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ପ୍ରାର୍ଥୀ ଚୟନର ମୁଖ୍ୟ ଓ ଏକମାତ୍ର ମାନଦଣ୍ଡ ବିଜୟ ସମ୍ଭାବନା ବୋଲି କହିବା ପରେ ନବୀନ ନିବସକୁ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀମାନେ ନିଜ ନିଜର ଆବେଦନ ନେଇ ପହଞ୍ଚିଥିଲେ । ଏମିତିତ ସବୁ ନିର୍ବାଚନମଣ୍ଡଳୀରୁ ନବୀନ ନିବସକୁ ଆଶାୟୀ ଆସୁଛନ୍ତି,…

ରାଜନୈତିକ ନେତାଙ୍କ ସହଯୋଗ ଲୋଡିଲେ ସିଇଓ

ଭୁବନେଶ୍ବର () ମୁଖ୍ୟ ନିର୍ବାଚନ ଅଧିକାରୀ ଆଜି ଏକ ସର୍ବଦଳୀୟ ବୈଠକରେ ନୂତନ ଭାବେ ଯୋଡ଼ା ଯାଇଥିବା ଫର୍ମ ୨୬ର ପରିବର୍ତ୍ତନ , ପ୍ୟାନ୍ କାର୍ଡ, ଏଭିଏମ୍  ରାଣ୍ଡମାଇଯେସନ, ମକ ପୋଲ ଓ ଷ୍ଟ୍ରଙ୍ଗ ରୁମର ସୁରକ୍ଷା ଉପରେ ବିଭିନ୍ନ ରାଜନୀତିକ ଦଳର  ସହଯୋଗ ଲୋଡିଛନ୍ତି। ପୋଷ୍ଟଲ୍ ବାଲେଟ୍ ଉପରେ ମଧ୍ୟ…

ଓଡିଶାର ହୋଇଥିଲେ ନବୀନଙ୍କୁ ଭୋଟ ଦେଇଥାନ୍ତି : ଅଳକା ଲାମ୍ବା

ଭବନେଶ୍ବର () ରାଜ୍ୟରେ 2019 ସାଧାରଣ ନିର୍ବାଚନରେ 21ଜଣ ସାଂସଦଙ୍କ ମଧ୍ୟରୁ ବିଜେଡି 33 ପ୍ରତିଶତ ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିବ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଏହି ଘୋଷଣା ଜାତୀୟ ସ୍ତରରେ ସବୁ ରାଜନୈତିକ ଦଳଗୁଡିକ ପାଇଁ ଏବେ ବେଞ୍ଚମାର୍କ ତିଆରି କରିଛି । ଦୀର୍ଘ ବର୍ଷ ଧରି…