ସାଲେଭଟାଠାରେ ନବୀନଙ୍କ କାରକେଡ୍ ଉପରକୁ ଅଣ୍ଡାମାଡ଼
ବଲାଙ୍ଗିର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ୍ ଉପରକୁ ଅଣ୍ଡାମାଡ଼ ହୋଇଛି। ବଲାଙ୍ଗିରରେ ରୋଡ୍ ଶୋ’ ସାରି ବରଗଡ଼ ଅଭିମୁଖେ ଯାଉଥିବା ବେଳେ ଲୋଇସିଂଘା ନିର୍ବାଚନମଣ୍ଡଳୀର ସାଲେଭଟାଠାରେ ମୁଖ୍ୟମନ୍ତ୍ରୀଙ୍କ କାର୍କେଡ୍ ଉପରକୁ ଅଣ୍ଡା ମାଡ଼ ହୋଇଛି। ମାତ୍ର ଅଣ୍ଡା ମୁଖ୍ୟମନ୍ତ୍ରୀଙ୍କ…
