Odia News Portal

ମାଆ ମାନେ ହେଉଛନ୍ତି ପ୍ରକୃତରେ ବିକାଶର ଡବଲ ଇଂଜିନ୍କ

କଳାହାଣ୍ଡି ଜୟପାଟଣା ଓ ନର୍ଲାରେ ଜନସଭାକୁ ସମ୍ବୋଧିତ କରିଛନ୍ତି ନବୀନ । ମାଆ ମାନେ ହେଉଛନ୍ତି ପ୍ରକୃତରେ ବିକାଶର ଡବଲ ଇଂଜିନ । ବିଜେଡି ସରକାର ମହିଳାଙ୍କ ଉପରେ ଗୁରୁତ୍ୱ ଦେଇଛି । ସବୁ ଝିଅ ମାଗଣାରେ ପାଠ ପଢିବେ ବୋଲି କହିଛନ୍ତି ନବୀନ ପଟ୍ଟନାୟକ । କେଜିରୁ କଲେଜ, ମେଡିକାଲ, ଇଂଜିନିୟରିଂ…

ଉଭଣୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଲେ ଏହି ଅଭିନେତା ,ଜାଣନ୍ତୁ …

ବଲିଉଡ ସୁପରଷ୍ଟାର ସଞ୍ଜୟ ଦତ୍ତ ଆଜି ବିଧିବଦ୍ଧ ଭାବେ କଂଗ୍ରେସ ପାଇଁ ପ୍ରଚାର କରିଛନ୍ତି। ତାଙ୍କ ଭଉଣୀ ପ୍ରିୟା ଦତ୍ତ ଉତ୍ତରପଶ୍ଚିମ ମୁମ୍ବାଇରୁ କଂଗ୍ରେସ ଓ ଏନସିପିର ମିଳିତ ସାଂସଦ ପ୍ରାର୍ଥୀ ହୋଇଛନ୍ତି। ତେଣୁ ଆଜି ସଞ୍ଜୟ ଭଉଣୀ ପ୍ରିୟାଙ୍କ ନାମାଙ୍କନ ଦାଖଲ ପାଇଁ ଆୟୋଜିତ ଶୋଭାଯାତ୍ରାରେ…

ଟିକେଟ୍ ଫେରାଇଲେ କଂଗ୍ରେସ ପ୍ରାର୍ଥୀ, ଜାଣନ୍ତୁ…

ତୁର୍ଥ ପର୍ୟ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ ହେବାକୁ ଆଉ ମାତ୍ର ଦିନଟିଏ ଥିବାବେଳେ ଆଜି ପୁଣିଜଣେ କଂଗ୍ରେସର ବିଧାୟକ ପ୍ରାର୍ଥୀ ନିଜର ଟିକେଟ୍ ଫେରସ୍ତ କରିଛନ୍ତି। ବଡ଼ଚଣା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ସୀତାକାନ୍ତ ମହାପାତ୍ର ଚଳିତ ନିର୍ବାଚନ ଲଢ଼ିବା ପାଇଁ ରାଜି…

ବୈଜୟନ୍ତ ଜଣେ ଅଭ୍ୟାସଗତ ମିଛୁଆ : ନବୀନ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରା ଫିଟ ଏବଂ ଓଡିଶାବାସୀଙ୍କ ସ୍ବାର୍ଥ ପାଇଁ ଲଢିବାକୁ ପୂରା ପ୍ରସ୍ତୁତ । ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲନାହିଁ ବୋଲି ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାରେ ରୋକ ଲଗାଇବାକୁ ନିକଟରେ ତାଙ୍କର ଏକ ବ୍ୟାୟାମ ଭିଜୁଆଲ ଭାଇରାଲ ହୋଇଥିଲା । ହେଲେ…

ମା ମାନେ ହିଁ ହେଉଛନ୍ତି ବିକାଶର ପ୍ରକୃତ ଡବଲ ଇଞ୍ଜିନ : ନବୀନ

ଭୁବନେଶ୍ବର () ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁଣି ଥରେ ବିଜେପିକୁ ଡବଲ ଇଞ୍ଜିନର ଫଣ୍ଡା ବତେଇ ଡବଲ ଝଟକା ଦେଇଛନ୍ତି । ନୂଆପଡାରେ ଆୟୋଜିତ ନିର୍ବାଚନୀ ସଭାରେ ସେ କହିଛନ୍ତି ଯେ, ମା ମାନେ ହିଁ ହେଉଛନ୍ତି ବିକାଶର ପ୍ରକୃତ ଡବଲ ଇଞ୍ଜିନ । ଦଳର ନିର୍ବାଚନୀ…

୧୦୦ ନୁହେଁ ୧୧୭ରୁ ଅଧିକ ଆସନ ଜିତିବ ବିଜେଡି

ଭୁବନେଶ୍ବର () ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ମାତ୍ର ଚାରି ଦିନ ପୂର୍ବରୁ ପ୍ରକାଶିତ ଇଣ୍ଡିଆ ଟିଭିର ସର୍ଭେ ରିପୋର୍ଟରେ କୁହାଯାଇଛି ଯେ, ବିଜେଡି 147 ବିଧାନସଭାରୁ 100ଟି ଆସନ ଜିତିବ । ବିଜେପି 31ଟି, କଂଗ୍ରେସ 9ଟି ଏବଂ ଅନ୍ୟମାନେ 7ଟି ଆସନ ଦଖଲେ କରିବେ । ସେହିଭଳି ଲୋକସଭାରେ 21ଟିରୁ…

ଓଡ଼ିଶାବାସୀଙ୍କ ସହ ଠକେଇ କରିଛି ବିଜେପି: ବିଜେଡି

ସାଢ଼େ ୪ କୋଟି ଓଡ଼ିଶାବାସୀଙ୍କୁ ଠକିଥିବା ଅଭିଯୋଗରେ ଖାରବେଳନଗର ଥାନାରେ ଏତଲା ଦେଲା ବିଜେଡି ପ୍ରତିନିଧି ଦଳ । ତେବେ ବିଜେପି ନାଁରେ ବିଜେଡି ଦେଇଥିବା ଏତଲାରେ ଉଲ୍ଲେଖ ରହିଛି ଯେ, ୨୦୧୪ ନିର୍ବାଚନୀ ଇସ୍ତାହାରରେ ବିଜେପି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ପ୍ରତିଶ୍ରୁତି…

ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରୁଛନ୍ତି…

ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ପାଇଁ ଆଜି ହେଭିୱେଟ ନାମାଙ୍କନ। ଆସନ୍ତାକାଲି ଚତୁର୍ଥ ପର୍ୟ୍ୟାୟ ନାମାଙ୍କନ ଦାଖଲର ଶେଷ ଦିନ। ଆଜି ପ୍ରାର୍ଥିପତ୍ର ଦାଖଲ କରୁଛନ୍ତି ବହୁ ହେଭିୱେଟ। ବାଲେଶ୍ୱର ଲୋକସଭା ପ୍ରାର୍ଥୀ ରବୀନ୍ଦ୍ର କୁମାର ଜେନା ନିଜ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ନାମାଙ୍କନ ଦାଖଲ ପାଇଁ…

ଆଇପିଏଲ୍‌ର ୨୧ତମ ମ୍ୟାଚ୍‌ : ୮ ୱିକେଟ୍‌ରେ ଜିତିଲା କୋଲକାତା

ଜୟପୁର: ଚଳିତ ଆଇପିଏଲ୍‌ର ୨୧ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ବେଶ ସହଜରେ ୮ ୱିକେଟ୍‌ରେ ପରାସ୍ତ କରିଛି କୋଲକାତା ନାଇଟ୍‌ ରାଇଡର୍ସ। ରାଜସ୍ଥାନ ପ୍ରଥମେ ବ୍ୟାଟିଂ କରି ଷ୍ଟିଭ୍‌ ସ୍ମିଥଙ୍କ ଅପରାଜିତ ୭୩ ରନ୍‌ ବଳରେ ୧୩୯ ରନ୍‌ କରିଥିଲା। ଏହାର ଜବାବରେ କୋଲକାତା ମାତ୍ର ୧୩.୫ ଓଭର୍‌ରେ ୨…

ଭିନ୍ନକ୍ଷମ ଭୋଟରଙ୍କୁ ସଚେତନ କରୁଛନ୍ତି ଜିଲ୍ଲାପାଳ

ମାଲକାନଗିରି  : ମାଲକାନଗିର ଜିଲ୍ଲାରେ ଏଥର ସମସ୍ତ ଭୋଟର ମତଦାନ କରିବେ । ବାଦ ପଡିବେ ନାହିଁ ଭିନ୍ନକ୍ଷମ ଭୋଟର ଏମିତି ଏକ ବାର୍ତ୍ତା ନେଇ ଲୋକଙ୍କୁ ସଚେତନ କରାଇଛନ୍ତି ମାଲକାନଗିରି ଜିଲ୍ଲାପାଳ । ଜିଲ୍ଲାର ସମସ୍ତ ଭିନ୍ନକ୍ଷମ ଭୋଟରଙ୍କୁ ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ଆଣିବା ଲାଗି ସ୍ବତନ୍ତ୍ର…