ସୁରେନ୍ଦ୍ର ସେଠୀ ହଟହଟା : କାକଟପୁରରେ ତୁଷାରକାନ୍ତିଙ୍କୁ ଟିକେଟ୍ ଦେଲା ବିଜେଡି
ଭୁବନେଶ୍ୱର : କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଟିକେଟ୍ ନେଇଥିବା ବିଧାୟକ ସୁରେନ୍ଦ୍ର ସେଠୀଙ୍କୁ ହଟହଟା ହେବାକୁ ପଡ଼ିଛି। ୫ଦିନ ପୂର୍ବରୁ ବିଜେଡିରେ ମିଶିଥିବା ବିଜେପି ବିଧାୟକ ପ୍ରାର୍ଥୀ ତୁଷାରକାନ୍ତି ବେହେରାଙ୍କୁ ଆଜି ବିଜେଡି ଟିକେଟ୍ ମିଳିଛି। ସେ ଆସନ୍ତାକାଲି ନିଜର…
