ଭରତପୁରରେ ସେକ୍ସ ରାକେଟ : ୩ ବଙ୍ଗୀୟ ଯୁବତୀ ଉଦ୍ଧାର
ଭୁବନେଶ୍ୱର : ଚୋରା ବନ୍ଧୁକ ବେପାରୀଙ୍କୁ ଧରିବାକୁ ଯାଇ ଖଣ୍ଡଗିରିର ଏକ ଭଡା ଘରୁ ପୋଲିସ ସେକ୍ସ ରାକେଟ ମଧ୍ୟ ଠାବ କରିଛି । ସୂଚନାଯୋଗ୍ୟ ଯେ, ଖଣ୍ଡଗିରି ଅଂଚଳର ଏକ ଭଡା ଘରେ ଚୋରା ବନ୍ଧୁକ ବ୍ୟବସାୟ ଚାଲିଥିବା ଖବରପାଇ ପୋଲିସ ଏକ ଭଡା ଘରେ ପହଞ୍ଚିଥିଲା । ୩ ଜଣ ଚୋରା ବନ୍ଧୁକ ବେପାରୀଙ୍କୁ…
