Odia News Portal

ଓଡ଼ିଶାକୁ ମିଳିଲା ବେଷ୍ଟ ଫେଷ୍ଟିଭାଲ୍‌ ଡେଷ୍ଟିନେସନ୍‌ ଆଓ୍ଵାର୍ଡ

ଭୁବନେଶ୍ବର : ଓଡ଼ିଶାକୁ ମିଳିଲା ବେଷ୍ଟ ଫେଷ୍ଟିଭାଲ୍‌ ଡେଷ୍ଟିନେସନ୍‌ ଆଓ୍ଵାର୍ଡ। ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଇଣ୍ଡିଆ ଟୁଡ଼େ ପକ୍ଷରୁ ଦିଲ୍ଲୀରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା ଏହି ପୁରସ୍କାର ଗ୍ରହଣ…

ବାସି ଖାଦ୍ୟ ଖାଇ ୩୦ରୁ ଅଧିକ ଅସୁସ୍ଥ

କୋରାପୁଟ : ଭୋଜିରେ ବାସି ଖାଦ୍ୟ ଖାଇ ୩୦ରୁ ଅଧିକ ଅସୁସ୍ଥ । କୋରାପୁଟ ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡ଼ା ଗାଁରେ ଏକ ବିବାହ ଭୋଜିର ବଳକା ଖାଦ୍ୟକୁ ପରଦିନ ଗ୍ରାମବାସୀମାନେ ଖାଇଥିଲେ । ଖାଇବା ପରେ ହଠାତ ସେମାନେ ଅସୁସ୍ଥ ହୋଇପଡିଥିଲେ । ମୁଣ୍ଡବୁଲାଇବା ସହ ଅନେକଙ୍କର ବାନ୍ତି ହୋଇଥିଲା । ତୁରନ୍ତ…

କଳିଙ୍ଗ ଷ୍ଟାଡିୟମ୍‌ରେ ୪ଟି ହାଇପର୍ଫମାନ୍ସ ସେଣ୍ଟରର ଉଦ୍‌ଘାଟନ

ଭୁବନେଶ୍ବର, ( ଚକ୍ରଧର ମାଝି  ) : ରାଜ୍ୟରେ ଉଦଘାଟିତ ହେଲା ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ ସେଣ୍ଟର । ୪ଟି ହାଇ ପରଫରମାନ୍ସ ସେଣ୍ଟର ସହ ଏକ ସ୍ପୋର୍ଟ୍ସ ମ୍ୟାନେଜମେଣ୍ଟ ସେଣ୍ଟରକୁ ଉଦଘାଟନ କରଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ଓଡ଼ିଶାକୁ ପ୍ରଶଂସା କରିଥିଲେ ପୂର୍ବତନ କ୍ରିକେଟର…

ଆଫଗାନିସ୍ତାନ ଲେଗ୍‌ ସ୍ପିନର୍‌ ରଶିଦ୍‌ ଖାନ୍‌ ରଚିଲେ ଇତିହାସ : କ’ଣ ଆସନ୍ତୁ ଜାଣିବା

ଡେରାଡୁନ୍‌ : ଆଫଗାନିସ୍ତାନ ଲେଗ୍‌ ସ୍ପିନର୍‌ ରଶିଦ୍‌ ଖାନ୍‌ ଡେରାଡୁନ୍‌ରେ ଅନୁଷ୍ଠିତ ଆୟର୍ଲ୍ୟାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚ୍‌ରେ ବିଶ୍ୱ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ରଶିଦ୍‌ ବିଶ୍ୱର ପ୍ରଥମ ବୋଲର ଭାବେ ଲଗାତାର ୪ଟି ବଲ୍‌ରେ ୪ ୱିକେଟ୍‌ ନେଇ ଇତିହାସ ରଚିଛନ୍ତି। …

କାଳିଆ ଯୋଜନା ଚାଷୀ ଭାଇଙ୍କ ଯୋଜନା : ମୁଖ୍ୟମନ୍ତ୍ରୀ

ନୂଆପଡା : ନୂଆପଡା ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନୂଆପଡାରେ ୨୪୦ କୋଟି ଟଙ୍କା ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ । ୩୯ଟି ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ନୂଆପଡାରେ ୨୩୭ କୋଟି ୩୫ ଲକ୍ଷ ଟଙ୍କାର ୩୯ଟି ପ୍ରକଳ୍ପ ଉଦଘାଟନ ଓ…

ବାହାନଗାରେ ସଡ଼କ ଦୁର୍ଘଟଣା : ୧୦ ଯାତ୍ରୀ ଆହତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ବାହାନଗାରେ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ବସ୍‌ । ଦୁର୍ଘଟଣା ଯୋଗୁ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆଜି ସକାଳେ ଅଭଣାରୁ ବାଲେଶ୍ୱର ଯାଉଥିବା ଝାଡେଶ୍ୱର ବସ୍‌ ବଗଦା ଆଳଦା ସୀମାରେ ଓଲଟି ପଡ଼ିଥିଲା । ବସ୍‌ରେ ୪୦ ଜଣ ଯାତ୍ରୀ ଥିଲେ । ୧୦ ଜଣ ଆହତ…

ପୋଲିସ ମାଡ଼ରେ ବୃଦ୍ଧ ଗୁରୁତର !

ଭଦ୍ରକ : ପୋଲିସ ମାଡ଼ରେ ବୃଦ୍ଧ ଗୁରୁତର । ଭଦ୍ରକ ଜିଲ୍ଳା ବାଂଶଡା ଥାନା ତୋଟାପଡା ଅଂଚଳର ଘଟଣା । ବାଂଶଡା ଥାନା ତୋଟାପଡା ଅଞ୍ଚଳର ପୂର୍ବତନ ସରପଞ୍ଚ ଭାସ୍କର ଜେନା ଏକ ଘରୋଇ କଳିର ଆପୋଷ ସମାଧାନ କରିବାକୁ ବାଂଶଡା ଥାନା ଯାଇଥିଲେ । ଥାନାରେ ପୋଲିସ ଉପସ୍ଥିତିରେ ସମାଧାନ ମଧ୍ୟ ହୋଇଥିଲା ।…

ପ୍ରେମିକାକୁ ଭୁଜାଲିରେ ଆକ୍ରମଣ କରିବା ସହିତ ନିଜକୁ ମଧ୍ୟ ହାଣିଲା ପ୍ରେମିକ

ଯାଜପୁର : ବିଫଳ ପ୍ରେମିକର ଉନ୍ମତ୍ତକାଣ୍ଡ। ପ୍ରେମିକାକୁ ଭୁଜାଲିରେ ଆକ୍ରମଣ କରିବା ସହିତ ନିଜକୁ ମଧ୍ୟ ହାଣିଲା ପ୍ରେମିକ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବନ୍ଧଡିହ ଗ୍ରାମରେ । ଗ୍ରାମର ବଳରାମ ସାହୁଙ୍କ ପୁଅ ଗଣେଶ୍ବର ସେହି ଗାଁର ଜଣେ ଯୁବତୀଙ୍କୁ ଭଲ ପାଉଥିଲେ। ଉଭୟଙ୍କ…

ଏହି ରାଶିର ବ୍ୟକ୍ତି ପ୍ରେମରେ ହୋଇଥାନ୍ତି ରୋମାଣ୍ଟିକ୍

ଜ୍ୟୋତିଷ ଶାସ୍ତ୍ରରେ ପ୍ରେମ ଓ ପ୍ରଣୟ ପାଇଁ ରାଶିକୁ ବହୁତ ଗୁରୁତ୍ୱ ଦିଆଯାଇଛି। ଆସନ୍ତୁ ଜାଣିବା, ରାଶି ଅନୁସାରେ ବ୍ୟକ୍ତିଙ୍କ ପ୍ରେମ ଓ ପ୍ରଣୟର ସମ୍ପର୍କ କେମିତି ଥାଏ। ମେଷ: ଏହି ରାଶିର ବ୍ୟକ୍ତିମାନଙ୍କ ପାଖରେ ସାହସ, ଆତ୍ମବିସ୍ୱାସ, ଓ ଦୃଢ଼ ଇଚ୍ଛା ଶକ୍ତି ଭରପୂର ଥାଏ। ବନ୍ଧୁତା ହେଉ କି…

ଟଙ୍କା ନେଇ ଠକିଦେଲେ ଏହି ଅଭିନେତ୍ରୀ

ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବେ ଅଡ଼ୁଆରେ ପଡ଼ିଛନ୍ତି। ତାଙ୍କ ବିରୋଧରେ ମୁରାଦାବଦରେ ଠକେଇ ଅଭିଯୋଗ ହୋଇଛି।ସୋନାକ୍ଷୀ ଟଙ୍କା ନେଇ ଏକ ଇଭେଣ୍ଟକୁ ଆସି ନଥିବା ଅଭିଯୋଗ ହୋଇଛି। ତାଙ୍କ ସହ ଆଉ ୫ ଜଣଙ୍କ ବିରୋଧରେ ମଧ୍ୟ ମାମଲା ରୁଜ୍ଜୁ ହୋଇଛି। ସୂଚନା ଅନୁଯାୟୀ ସୋନାକ୍ଷୀ ଆଡ଼ଭାନ୍ସ ନେଇ…