Odia News Portal

ଶପଥ ନେଲେ ୮ ଲୋକପାଳ

ଆଜି ଶପଥ ନେଇଛନ୍ତି ରାଷ୍ଟ୍ରପତିଙ୍କ ଦ୍ଵାରା ଅନୁମୋଦନ ପ୍ରାପ୍ତ ୮ ଜଣ ଲୋକପାଳ ସଦସ୍ୟ । ଗତ ଶନିବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶର ପ୍ରଥମ ଲୋକପାଳ ଭାବେ ନିଯୁକ୍ତି ପାଇଥିବା ଜଷ୍ଟିସ ପିନାକୀ ଚନ୍ଦ୍ର ଘୋଷଙ୍କୁ ଶପଥପାଠ କରାଇଥିଲେ । ଆଜି ୮ଜଣ ସଦସ୍ୟଙ୍କୁ ଲୋକପାଳଙ୍କ…

କେନାଲରୁ ମିଳିଲା ମଡେଲଙ୍କ ଶବ

ଛତିଶଗଡ଼ର ସିଞ୍ଚାଇ କେନାଲରୁ ଗତକାଲି ଜଣେ ଯୁବତୀଙ୍କ ଶବ ମିଳିଛି। ଯୁବତୀଙ୍କ ହାତରେ ହୋଇଥିବା ଟାଟୁରୁ ତାଙ୍କ ପରିଚୟ ମିଳିଛି। ତାଙ୍କ ନାଁ ଆଞ୍ଚଲ ଯାଦବ। ଗ୍ଲାମରସ୍ ଲାଇଫ ବଞ୍ଚୁଥିବା ଆଞ୍ଚଲ୍ ଅନେକ ହାଇ ପ୍ରୋଫାଇଲ ବ୍ୟକ୍ତିଙ୍କ ସହ ସମ୍ପର୍କ ରଖିଥିଲେ। ଅଶ୍ଳୀଳ ଭିଡିଓ ଜରିଆରେ ଏକ…

୨୪ଘଣ୍ଟା ମଧ୍ୟରେ ୭ଟି ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

ଆସନ୍ତା ୨୪ଘଣ୍ଟା ମଧ୍ୟରେ ୭ଟି ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ଥିବା ନେଇ ବୁଧବାର ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ । ଆଜି ମୟୂରଭଞ୍ଜ, କେନ୍ଦୁଝର, କନ୍ଧମାଳ, ରାୟଗଡ଼ା, କୋରାପୁଟ, ଗଜପତି ଓ କଳାହାଣ୍ଡି ଆଦି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ…

୨ରେ ଆସିବେ ମୋଦି

ଆସନ୍ତା ୧ ନୁହେଁ ୨ରେ ଓଡିଶା ଗସ୍ତରେ ଆସିବେ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟସୂଚୀରେ ପରିବର୍ତ୍ତନ ହୋଇଥିବା ସୂଚନା ଦେଇଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । ୨ରେ ମୋଦି କଳାହାଣ୍ଡି ନିର୍ବାଚନ ସଭାରେ ଯୋଗ ଦେବେ ବୋଲି ଗୋଲକ କହିଛନ୍ତି । ଏହାପୂର୍ବରୁ ମୋଦି ୧ ତାରିଖରେ…

ନିର୍ବାଚନୀ ମଇଦାନକୁ ଓହ୍ଲାଇବେ ଛମ୍ମା ଛମ୍ମା’ ଗାର୍ଲ

ବଲିଉଡ ତାରକାମାନଙ୍କୁ ସବୁ ରାଜନୈତିକ ଦଳ ଟିକେଟ୍ ଦେବା ପାଇଁ ଆଗ୍ରହ ଦେଖାଇଥାଆନ୍ତି। ଏହି କ୍ରମରେ ବଲିଉଡର ଛମ୍ମା ଛମ୍ମା’ ଗାର୍ଲ ଉର୍ମିଳା ମାତୋଣ୍ଡକରଙ୍କୁ କଂଗ୍ରେସ ମୁମ୍ବାଇରୁ ଟିକେଟ୍ ଦେବ ବୋଲି ଚର୍ଚ୍ଚା ହେଉଛି। କୁହାଯାଉଛି କଂଗ୍ରେସ ଟିକେଟରେ ଉର୍ମିଳା ମୁମ୍ବାଇ ନର୍ଥ ଆସନରୁ…

୯ରୁ ୭ ଆସନରେ ନୂଆ ମୁହଁ

ତୃତୀୟ ଏବଂ ଚତୁର୍ଥ ପର୍ୟ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରାର୍ଥୀ ଘୋଷଣା କରିଛି ବିଜୁ ଜନତା ଦଳ । ୯ଟି ଲୋକସଭା ଆସନ ଏବଂ ୩୬ଟି ବିଧାନସଭା ଆସନରେ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ୯ଟି ଲୋକସଭା ଆସନରୁ…

ଆଇଏଏସ ଅପରାଜିତା ଓ ଆଇପିଏସ ଅରୁପ ମଧ୍ୟରେ ଫାଇଟ୍

ବିଜେଡିର ୩ୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୯ଟି ଲୋକସଭା ଓ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ଭୁବନେଶ୍ବର ଲୋକସଭା ଆସନରୁ ସାଂସଦ ପ୍ରସନ୍ନ ପାଟଶାଣୀଙ୍କ ଟିକେଟ୍ କଟାଯାଇଛି । ତାଙ୍କ ସ୍ଥାନରେ ଅବସରପ୍ରାପ୍ତ ଆଇପିଏସ୍…

ତୃତୀୟ ଓ ଚତୁର୍ଥ ପର୍ୟ୍ୟାୟ ବିଧାନସଭା ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

ତୃତୀୟ ଓ ଚତୁର୍ଥ ପର୍ୟ୍ୟାୟ ବିଧାନସଭା ନିର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା । ଘୋଷଣା ହୋଇଥିବା ପ୍ରାର୍ଥୀ ତାଲିକାରେ ଅଧିକାଂଶ ପୁରୁଣା ମୁହଁ ଥିବା ବେଳେ କିଛି ସ୍ଥାନରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ବିଜେଡି । ପାଟକୁରାରୁ ବରିଷ୍ଠ ନେତା ବେଦପ୍ରକାଶ ଅଗ୍ରୱାଲଙ୍କୁ ଦଳ…

ଏମିତି ପୁରୁଷଙ୍କୁ ବିଲକୁଲ ପସନ୍ଦ କରନ୍ତି ନାହିଁ ମହିଳା

ଆଜିର ସମୟରେ ପ୍ରେମୀକ-ପ୍ରେମିକା ହେବା କିଛି ଖାସ ବଡ଼ କଥା ନୁହଁ। କିନ୍ତୁ ବାସ୍ତବ ସେହି ସମ୍ପର୍କ କେତେ ଦୂର ସଫଳ ହେଉଛି ତାହା ମୁଖ୍ୟକଥା ରହିଥାଏ। ଦେଖିବାକୁ ଗଲେ ବର୍ତ୍ତମାନ ଯେତେ ଶୀଘ୍ର ସଂପର୍କ ସ୍ଥାପନ ହୋଇଥାଏ ସେତେ ଶୀଘ୍ର ଭାଙ୍ଗି ମଧ୍ୟ ଯାଇଥାଏ। ତେବେ ଆଜିକାଲି ବହୁତ ଛୋଟଛୋଟ କଥାରେ…

କଂଗ୍ରେସ ଖେଳିଲା ମହିଳା କାର୍ଡ

ମହିଳାଙ୍କ ଖାତାକୁ ପ୍ରତିବର୍ଷ ୭୨ ହଜାର ଟଙ୍କା ଯିବ ବୋଲି ଘୋଷଣା କରିଛି କଂଗ୍ରେସ । ଏ ନେଇ ମୋଦିଙ୍କୁ ଘେରିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜୱାଲା । ଦଳ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ଗରିବ ବିରୋଧୀ । ମୋଦି ସରକାର ଏହି ଯୋଜନା ବିରୋଧରେ ନା ସପକ୍ଷରେ ତାହ ସ୍ପଷ୍ଟ…