କଂଗ୍ରେସର ୪୦ ଜଣିଆ ଷ୍ଟାର ପ୍ରଚାରକ
ଭୁବନେଶ୍ବର : ବିଜେପି ଓ ବିଜେଡି ପରେ କଂଗ୍ରେସ ଆଜି ପ୍ରକାଶ କରିଛି ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା । ଏହି ତାଲିକାରେ ଓଡିଶାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ରାମଚନ୍ଦ୍ର ଖୁଣ୍ଟିଆ, ପ୍ରଦୀପ ମାଝୀ, ଚିରଞ୍ଜିବି ବିଶ୍ୱାଳ, ଭକ୍ତ…
