Odia News Portal

ମିଥ୍ୟା ଗୁଇନ୍ଦା ରିପୋର୍ଟ ମାମଲାରେ ଫସିଲେ ୩ ବିଜେପି ନେତା

ମିଥ୍ୟା ଗୁଇନ୍ଦା ରିପୋର୍ଟ ମାମଲାରେ ଫସିଛନ୍ତି ୩ ବିଜେପି ନେତା । ପୋଲିସ ସେମାନଙ୍କ ଉପରେ ନୋଟିସ ଜାରି କରି ଆସନ୍ତାକାଲି ସୁଧା ସେମାନଙ୍କ ବୟାନର ସତ୍ୟତା ଉପସ୍ଥାପନ କରିବାକୁ ପୋଲିସ ନିଦେ୍ର୍ଧଶ ଦେଇଛି । ବିଜେପି ଉପସଭାପତି ସମୀର ମହାନ୍ତି, ଗୋଲକ ମହାପାତ୍ର, ଟଙ୍କଧର ତ୍ରିପାଠୀଙ୍କୁ ପୋଲିସ…

ଗିରଫ ହେଲେ ମୋଦି

ଗିରଫ ହେଲେ ପିଏନବି ମହାଠକେଇର ମହାଠକ ନିରବ ମୋଦି । ଲଣ୍ଡନରେ ନିରବଙ୍କୁ ଗିରଫ କରାଯାଇଛି । ୧୩ ହଜାର କୋଟି ଟଙ୍କା ଠକେଇ କରି ଭାରତରୁ ଫେରାର ହୋଇଯାଇଥିବା ମହାଧୂର୍ତ୍ତ ନିରବଙ୍କୁ ଦୀର୍ଘ ୧୩ ମାସ ପରେ ଗିରଫ କରାଯାଇଛି । ଏନେଇ ଇଡି ପକ୍ଷରୁ ସ୍ପଷ୍ଟ କରାଯାଇଛି । ଗିରଫ ପରେ ତାଙ୍କୁ…

ପ୍ରାର୍ଥୀ ମିଳୁନଥିବାରୁ ଅନ୍ୟ ଦଳର ଅସନ୍ତୁଷ୍ଟଙ୍କୁ ଅପେକ୍ଷା କରିଛି କି ବିଜେପି: ସସ୍ମିତ

ବିଜେପିର ପ୍ରାର୍ଥୀତାଲିକା ଘୋଷଣା ନେଇ ଆଜି ପ୍ରଶ୍ନ ଉଠାଇଛି ବିଜେଡି । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ପ୍ରାର୍ଥୀ ମିଳୁନଥିବାରୁ ଅନ୍ୟ ଦଳର ଅସନ୍ତୁଷ୍ଟଙ୍କୁ ଅପେକ୍ଷା କରିଛି । ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ତାଲିକା ଘୋଷଣା କରିସାରିଛି । କିନ୍ତୁ ୧୨୦ କଥା କହୁଥିବା ବିଜେପି…

ନବ ବଧୂଙ୍କ ଆତ୍ମହତ୍ୟା ଉଦ୍ୟମ

କେନ୍ଦ୍ରାପଡା : କେନ୍ଦ୍ରାପଡା ସଦରଥାନା ବାହାକଣ୍ଡିଆ ଲୁଣା ନଦୀ ପୋଲ ଉପରୁ ଡେଇଁ ନବ ବିବାହିତା ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ପାରିବାରିକ କଳହ ଯୋଗୁ ସେ ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ସେଠାରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି…

ହିଞ୍ଜିଳି ବିଧାନସଭା ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ ନବୀନ

ବ୍ରହ୍ମପୁର : ବ୍ରହ୍ମପୁର ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ରିରର୍ଣ୍ଣିଂ ଅଫିସର ତଥା ଛତ୍ରପୁର ଉପଜିଲ୍ଲାପାଳଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କଲେ ନବୀନ ପଟ୍ଟନାୟକ । ନିକଟରେ ବହୁ ନେତା କର୍ମୀ ଉପସ୍ଥିତ…

ଭୁବନେଶ୍ବର ବିମାନବନ୍ଦରରୁ ୨୦ ଲକ୍ଷ ୫୦ ହଜାର ଟଙ୍କାର ସୁନା ଜବତ

ଭୁବନେଶ୍ବର : ପୁଣି ଭୁବନେଶ୍ବର ବିମାନବନ୍ଦରରୁ ଜବତ ହେଲା ସୁନା । ୬୧୦ ଗ୍ରାମ୍ ସୁନା ଜବତ କଲା ସିଆଇଏସଏଫ । ଜବତ ସୁନାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ୫୦ ହଜାର ଟଙ୍କା ହୋଇଥିବା ଜଣାପଡିଛି । ବ୍ୟାଙ୍କକରୁ ଆସିଥିବା ଯାତ୍ରୀ ଅମରଜିତ୍ ସିଂହଙ୍କଠାରୁ ଏହି ସୁନା ଜବତ ହୋଇଥିବା ନେଇ ସୂଚନା ମିଳିଛି…

ତାରାତାରିଣୀ ମନ୍ଦିରରେ ମୁଖ୍ୟମନ୍ତ୍ରୀ

ଗଞ୍ଜାମ : ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ପୂର୍ବରୁ ଗଞ୍ଜାମ ଜିଲ୍ଲା ତାରାରାରିଣୀ ମନ୍ଦିରରେ ପହଞ୍ଚିଛନ୍ତି ନବୀନ ପଟ୍ଟନାୟକ । ପ୍ରାୟ ୧୫ ମିନିଟ୍ ଧରି ମା’ଙ୍କ ପୂଜାର୍ଚ୍ଚନା କରି ସାରିବା ପରେ ନାମାଙ୍କନ ଦାଖଲ କରିବା ଅଭିମୁଖେ ବାହାରିଛନ୍ତି ନବୀନ ।…

ସୋସିଆଲ୍‌ ମିଡିଆର କୁପ୍ରଭାବରୁ ରକ୍ଷା ପାଇବା ଲାଗି ଆପଣାନ୍ତୁ ଏହି ସରଳ ଉପାୟ

ଆଜିକାଲି ଆମ ଭିତରୁ ଅନେକ ଲୋକ ସୋସିଆଲ୍‌ ମିଡିଆର କୁପ୍ରଭାବରେ ପ୍ରଭାବିତ। ଏହି କାରଣରୁ ଆମର ଜୀବନ ଶୈଳୀରେ ଅନେକ ପରିବର୍ତ୍ତନ ଘଟିଛି।ସୋସିଆଲ୍‌ ମିଡିଆରେ ସକ୍ରିୟ ରହୁଥିବା ହେତୁ ଅନେକଙ୍କୁ ଠିକ୍‌ ଭାବେ ନିଦ ମାଡ଼େନା, ଆଉ କେତେ ରାତି ସାରା ସେଥିରେ ପୋଷ୍ଟ୍‍ କରନ୍ତି ନା କମେଣ୍ଟ୍‌…

ସୋସିଆଲ ମିଡିଆରେ ଅପପ୍ରଚାର କରୁଛି ବିଜେପି : ପ୍ରତାପ ଦେବ

ଭୁବନେଶ୍ବର () ରାଜ୍ୟ ପୋଲିସ ଗୋଇନ୍ଦା ବିଭାଗର ଜାଲ ଚିଠିକୁ ନେଇ ବିଜେପି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଅପପ୍ରଚାର କରୁଛି । ଗତ କର୍ଣ୍ଣାଟକ ନିର୍ବାଚନ ସମୟରେ ଏମିତି ଏକ ରିପୋର୍ଟ ସୋସିଆଲ ମଡିଆରେ ବୁଲିଥିଲା । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଏଭଳି ଅଭିଯୋଗ କରିବା ସହ ଦୁଇଟି…

ବିଶ୍ବ କପ୍ ପରେ ଭାରତୀୟ ଟିମର କୋଚ୍ ରହିବେ ନାହିଁ ରବି ଶାସ୍ତ୍ରୀ

ଭାରତୀୟ କ୍ରିକେଟ୍ ଦଳର ବର୍ତ୍ତମାନ କୋଚ୍ ରବି ଶାସ୍ତ୍ରୀଙ୍କୁ ଚୁକ୍ତି ଆସନ୍ତା ବିଶ୍ୱ କପ୍ ପରେ ଶେଷ ହୋଇଯିବ । ତାଙ୍କୁ ପୁଣି କୋଚ୍ ପଦବିରେ ରଖାଯିବ କି ନାହିଁ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଛି । ତେବେ ବରିଷ୍ଠ ଅଧିକାରୀଙ୍କ ଭିତରେ ହୋଇଥିବା ଆଲୋଚନା ଅନୁଯାୟୀ ଶାସ୍ତ୍ରୀଙ୍କ ଚୁକ୍ତି…