Odia News Portal

ଆକସନ ମୋଡରେ ମନ୍ତ୍ରୀ, ନିଲମ୍ବିତ ହେଲେ ୪ ଇନଭିଜିଲେଟର

ମାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଭାଇରାଲ ହେବା ଘଟଣାରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି ଉଚ୍ଚଶିକ୍ଷା ବିଭାଗ । ଭାଇରାଲ ଘଟଣାକୁ ବୋର୍ଡ ପକ୍ଷରୁ ସ୍ୱୀକାର କରାଯାଇଥିବା ବେଳେ ଏନେଇ କାର୍ୟ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି । ୪ଟି ପରୀକ୍ଷା କେନ୍ଦ୍ରର ସୁପରିନଟେଣ୍ଡେଣ୍ଟଙ୍କୁ ସସପେଣ୍ଡ…

ସହିଦଙ୍କ ପରିବାରକୁ ଦିଆଯିବ ଆଇପିଏଲ ଉଦଘାଟନ ସମାରୋହ ଖର୍ଚ୍ଚ

ପୁଲୱାମା ଆତଙ୍କବାଦୀ ଘଟଣା ପୂରା ଦେଶବାସୀଙ୍କୁ କନ୍ଦାଇ ଦେଇଥିବା ବେଳେ ଏହାକୁ ନଜରରେ ରଖି ଆଇପିଏଲ-୨୦୧୯ର ଉଦଘାଟନୀ ସମାରୋହକୁ ବନ୍ଦ କରିବାକୁ ନିଷ୍ପତି ନିଆଯାଇଛି । ଉଦଘାଟନ ସମରୋହରେ ଖର୍ଚ୍ଚ ହେବାକୁ ଥିବା ଟଙ୍କା ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ସିଆରପିଏଫ ଯବାନଙ୍କ…

ପରଦାକୁ ଆସିଲା ‘ଟୋଟାଲ ଧମାଲ’

ଆଜି ଫ୍ରାଇଡେ ରିଲିଜ୍ରେ ହଲକୁ ଆସିଲା କମେଡି ମୁଭି ଟୋଟାଲ ଧମାଲ। ଫିଲ୍ମରେ ଅଭିନୟ କରିଛନ୍ତି ଅଜୟ ଦେବଗନ୍, ମାଧୁରୀ ଦିକ୍ଷୀତ, ଅନୀଲ କପୁର, ରିତେଶ ଦେଶମୁଖ, ଜାଭେଦ ଜାଫରୀ, ସଞ୍ଜୟ ମିଶ୍ରା, ଅର୍ସଦ ୱାରସୀ,ଇଶା ଗୁପ୍ତା ଓ ବୋମନ ଇରାନୀ । ୨୦୦୭ରେ ରିଲିଜ ହୋଇଥିବା ଇନ୍ଦ୍ର କୁମାରଙ୍କ…

ଭାଇରାଲ ପ୍ରଶ୍ନପତ୍ରର ତଦନ୍ତ ହେବ

ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ସମ୍ପର୍କରେ ତଦନ୍ତ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି । ଆଜି ପରୀକ୍ଷାର ପ୍ରଥମ ଦିବସରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରଶ୍ନପତ୍ର ଭାଇରାଲ ହେଇଥିବା ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ ଏଭଳି ହୋଇଥିବ ସେ ବିଶ୍ୱାସ କରୁନାହାନ୍ତି…

ଆନ୍ତଃରାଜ୍ୟ ପୋଲିସ ଡିଜି ସମ୍ମିଳନୀ

ରାଜ୍ୟରେ ନିର୍ବାଚନ ପ୍ରସ୍ତୁତିକୁ ନେଇ ଭୁବନେଶ୍ୱରରେ ଆନ୍ତଃରାଜ୍ୟ ପୋଲିସ ଡିଜି ସମ୍ମିଳନୀ ଅନୁÂିତ ହୋଇଯାଇଛି । ନିର୍ବାଚନ ସମୟରେ ନକ୍ସଲ ସମସ୍ୟା, ଗୁଇନ୍ଦା ସୂଚନା, ଅର୍ଥ କାରାବାର ଓ ଆଇନ ଶୃଙ୍ଖଳାପରିସ୍ଥିତି ସମ୍ପର୍କରେ ମୁ୍ଖ୍ୟତଃ ଏହି ସମ୍ମିଳନୀରେ ଆଲୋଚନା କରାଯାଇଥିଲା । ଏଥିରେ ଓଡିଶା…

ଜଙ୍ଗଲଛାଡି ସହର ଭିତରେ ବୁଲିଲା ବାଘ

ରାଜଧାନୀ ଭୁବନେଶ୍ୱରରୁ ବାଘ ଆତଙ୍କ ଏପର୍ଯ୍ୟନ୍ତ ଦୂର ହେଲା ନାହିଁ । ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ନିକଟସ୍ଥ ପଳାଶପଲ୍ଲୀ ଅଂଚଳରେ ଏକ କଲରାପତରିଆ ବାଘ ଆତଙ୍କରାଜ ଚଳାଇ ନାକେଦମ କରିବା ପରେ ଶେଷରେ ଧରା ହୋଇ ନନ୍ଦନକାନନକୁ ପଠାଯାଇଛି । କିନ୍ତୁ ରାଜଧାନୀବାସୀଙ୍କ ମନରୁ ଏପର୍ଯ୍ୟନ୍ତ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌ ଧକ୍କା : ୩ ଗୁରୁତର

ଢେଙ୍କାନାଳ : ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ. ଜାତୀୟ ରାଜପଥର ବାରିହାପୁର ଢାବା ନିକଟରେ ଶୁକ୍ରବାର ସକାଳ ୭ଟାରେ ଏକ ବାଇକ୍‌କୁ ଟ୍ରକ୍‌ ଧକ୍କା ଦେଇଛି। ଏଥିରେ ମାଟ୍ରିକ୍‌ ପରୀକ୍ଷା ଦେବାକୁ ଯାଉଥିବା ଜଣେ ଛାତ୍ରଙ୍କ ସମେତ ୩ ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ କାମର୍ଦ୍ଦା ଗ୍ରାମର…

ବିଧାୟକ ଦେବାଶିଷଙ୍କ ନାଁରେ ଥାନାରେ ଏତଲା

ଭୁବନେଶ୍ଵର : ସହିଦଙ୍କ ସଂପର୍କୀୟଙ୍କୁ ଅସମ୍ମାନ କରିବାକୁ ନେଇ ଦେବାଶିଷ ସାମନ୍ତରାୟଙ୍କ ନାଁରେ ଏତଲା ହୋଇଛି । ଭୁବନେଶ୍ବର ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି ସୁଚନା ଅଧିକାର କର୍ମୀ ସୁବାଷ ମହାପାତ୍ର । ତେବେ ଗତକାଲି ପାକିସ୍ତାନୀ ମିଡ଼ିଆରେ ସହିଦଙ୍କ ସଂପର୍କୀୟଙ୍କୁ ଅସମ୍ମାନ କରିବା…

ଡଙ୍ଗାରେ ପାର ହୋଇ ପରୀକ୍ଷା ଦେବାକୁ ଗଲେ ୪୦ ଜଣ ଛାତ୍ରଛାତ୍ରୀ

ପୁରୀ : ଡଙ୍ଗା ପାର ହୋଇ ମାଟ୍ରିକ ପରୀକ୍ଷା ଦେବାକୁ ଗଲେ ୪୦ ଜଣ ଛାତ୍ରଛାତ୍ରୀ । ପୁରୀ ଜିଲ୍ଳା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଦେବୀ ନଦୀରେ ବ୍ରିଜ କାମ ସଂପୂର୍ଣ୍ଣ ହୋଇନଥିବାରୁ ପ୍ରତି ବର୍ଷ ଜୀବନକୁ ବାଜି ଲଗାଇ ପରୀକ୍ଷା ଦେବାକୁ ଯାଉଛନ୍ତି ଛାତ୍ରଛାତ୍ରୀ । ନଦୀର ଅପରପାର୍ଶ୍ୱରେ ତାଳଦା…

ପୁଣି ଅଲୋଡ଼ା ହେଲା ଶଵ ! ଭିନ୍ନ ଜାତିରେ ବାହା ହୋଇଥିବାରୁ ମଲା ପରେ ମିଳିଲାନି କାନ୍ଧ

ବଲାଙ୍ଗୀର : ଦେଶ ସ୍ୱାଧୀନତାର ୭୨ ବର୍ଷ ପରେ ବି ସମାଜରୁ ଜାତି ପ୍ରଥା ଶେଷ ହୋଇ ନାହିଁ । ଆଦିବାସୀ ଓ ଅନୁନ୍ନତ ଅଂଚଳରେ ଏହି କୁସଂସ୍କାର ପ୍ରଥା ଅଧିକ ଗ୍ରାସିଛି । ବଲାଙ୍ଗୀର ଜିଲ୍ଲାର ଦେଓଗାଁ ଥାନା କୁର୍ତୁଲା ଗାଁରେ ଗୁରୁବାର ଏଭଳି ଅଭାବନୀୟ ଘଟଣା ଘଟିଥିବା ଲୋକଲୋଚନକୁ ଆସିଛି । ସୂଚନା…