Odia News Portal

ଆସିବ ଶାଇନୀଙ୍କ ବାୟୋପିକ୍

ବଲିଉଡରେ ଏବେ ଅଧିକାଂଶ ଚଳଚ୍ଚିତ୍ର ଅନେକ ଷ୍ଟାରଙ୍କ ବାୟପିକ୍ ଦ୍ୱାରା ପରଦାରେ ସିନେମା ଭାବେ ଦେଖାଯାଉଛି। ସେହିଭଳି ବିବାଦରେ ରହୁଥିବା ଶାଇନୀ ଅହୂଜା ବେଶ ଚର୍ଚ୍ଚାରେ ଅଛନ୍ତି। କାରଣ ତାଙ୍କ ରିଅଲ ଲାଇଫ ଉପରେ ଚଳଚ୍ଚିତ୍ର ହେବାକୁ ଯାଉଛି। ତେବେ ୨୦୦୯ ମସିହାରେ ଶାଇନୀ ତାଙ୍କ ଘରେ କାମ…

ଆଉ ଏକ ସ୍ୱର୍ଣ୍ଣ ଜିତିଲେ ଦୂତୀ

ପଟିଆଲାରେ ଚାଲିଥିବା ୨୩ତମ ଫେଡେରେସନ୍ କପ୍ ନ୍ୟାଶନାଲ୍ ସିନିୟର ଆଥଲେଟିକ୍ସ ଚାମ୍ପିଅନଶିପରେ ଓଡ଼ିଆ ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ନିଜର ସ୍ୱର୍ଣ୍ଣିମ ସଫଳତା ଜାରି ରଖିଛନ୍ତି। ୨୦୦ ମିଟର ପରେ ଦୂତୀ ୧୦୦ ମିଟରରେ ମଧ୍ୟ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସୋମବାର ମହିଳାଙ୍କ ୧୦୦ ମିଟର ଫାଇନାଲକୁ ଦୂତୀ…

ରାଷ୍ଟ୍ରୀୟ ସମ୍ମାନ ସହ ମନୋହରଙ୍କ ଶେଷ କୃତ୍ୟ

ସଂପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନର ସହ ଗୋଆର ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ଶେଷ କୃତ୍ୟ ଶେଷ ହୋଇଛି । ରବିବାର ରାତିରେ ତାଙ୍କର ପରଲୋକ ଘଟିଥିଲା । ଗତବର୍ଷ ଠାରୁ ସେ ପାନକ୍ରିଆଟିକ୍ କ୍ୟାନସରରେ ପୀଡିତ ଥିଲେ । ତେଣୁ ବିଭିନ୍ନ ସମୟରେ ସେ ଗୋଆ,…

‘ଶଙ୍ଖ’ ଚିହ୍ନରେ ଲଢିବେ ସ୍ୱୟଂ ସହାୟକ ମହିଳା

ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ । ପୂର୍ବରୁ ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ପାଇଁ ଘୋଷଣା କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଆଉ ଦୁଇଟି ପର୍ୟ୍ୟାୟ ନିର୍ବାଚନ ପାଇଁ ହୋଇଥିବା ୯ଟି ଲୋକସଭା ଆସନରୁ ୩ଟିରେ ମହିଳାଙ୍କୁ ପ୍ରାର୍ଥୀ କରି କଥା…

ଆସନ୍ତୁ ଜାଣିବା, ବିଜେଡି ଟିକେଟ କିଏ ପାଇଲେ

ଭୁବନେଶ୍ବର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜ ପ୍ରତିଶୃତି ଅନୁଯାୟୀ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟର ୯ଟି ଲୋକସଭା ଆସନ ମଧ୍ୟରୁ ୩ଟି ଆସନରେ ଅର୍ଥାତ ୩୩ ପ୍ରତିଶତ ଆସନରେ ମହିଳା ପ୍ରାର୍ଥୀ ଦେଇଛନ୍ତି । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ୯ଟି ଲୋକସଭା ଓ ୫୪ଟି ବିଧାନସଭା ଆସନ ପାଇଁ…

ଚୁଡ଼ିରେ ଲୁଚି ରହିଥାଏ ଆପଣଙ୍କ ସ୍ବାମୀଙ୍କ ଭବିଷ୍ୟତ : ଜାଣନ୍ତୁ କିପରି

ଆଜି ଆମେ ମହିଳାଙ୍କ ଚୁଡ଼ି ସମ୍ବନ୍ଧୀୟ ଏପରି କଥା ଜାଣିବା ଯାହା ଆପଣଙ୍କ ସହ ଆପଣଙ୍କ ସ୍ବାମୀଙ୍କୁ ମଧ୍ୟ ଧନୀ କରିଦେବ। ଆପଣ ଚମକିଗଲେ କି? ହଁ ଏହା ସତ। କୈାଣସି ବିବାହିତା ମହିଳାଙ୍କୁ ତମ୍ବାର ଆଭୂଷଣ ପିନ୍ଧିବା ଅନୁଚିତ୍। ବିଶେଷ କରି ଚୁଡ଼ି ଏବଂ ମୁଦି ତ ବିଲକୁଲ ବି ନୁହେଁ। କାରଣ ଏହା…

ପଂଚମ ଇନିଂସରେ ନବୀନ ଆଗରେ : ମାଇଲଖୁଣ୍ଟ ହୋଇଛି କାଳିଆ, ବିଜୁ ସ୍ୱାସ୍ଥ୍ୟ, ମହିଳା ସଂରକ୍ଷଣ

ଭୁବନେଶ୍ୱର : ୨୦୦୦ ମସିହାରୁ ରାଜ୍ୟରେ କ୍ରମାଗତ ଭାବେ ୧୯ ବର୍ଷ ଧରି ଚାରି ଚାରି ଥର ମୁଖ୍ୟମନ୍ତ୍ରୀ ଭାବେ କ୍ଷମତାରେ ରହିଥିବା ବିଜେଡି ସଭାପତି ନବୀନ ପଟ୍ଟନାୟକ ପଂଚମ ଥର ପାଇଁ ସରକାର ଗଠନ କରିବାକୁ ରେସର ଆଗ ଧାଡିରେ ଅଛନ୍ତି । ଉଭୟ ଜାତୀୟ ଓ ରାଜ୍ୟ ରାଜନୀତିରେ ବିଜେପିର ସାଂଗଠନିକ…

ମନୋହର ପାରିକରଙ୍କ ପରଲୋକ

ଗୋଆ : ପରଲୋକରେ ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ରବିବାର ସନ୍ଧ୍ୟାରେ ଗୋଆର ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ୬୪ ବର୍ଷ ବୟସରେ ମନୋହର ପାରିକରଙ୍କ ମୃତ୍ୟୁ ହୋଇଛି । ପାରିକରଙ୍କ ମୃତ୍ୟୁରେ ସାରା…

ଶ୍ରୀଦେବୀଙ୍କ ବାୟୋପିକ୍ରେ ବିଦ୍ୟା ବାଲାନ୍

ହିନ୍ଦି ସିନେମାର ପ୍ରଥମ ସୁପରଷ୍ଟାର ଶ୍ରୀଦେବୀଙ୍କ ମୃତ୍ୟୁ ହେବାର ଏକ ବର୍ଷ ପୂରିଗଲା। ତାଙ୍କ ନିଧନ ପରେ ତାଙ୍କ ବାୟୋପିକ ନିର୍ମିତ ହେବା ପାଇଁ ଚର୍ଚ୍ଚା ଉଛିଆସୁଛି। ଅନେକ ଫିଲ୍ମ ନିର୍ମାତା ତାଙ୍କର ବାୟୋପିକ ବନାଇବର ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। କିନ୍ତୁ ଏବେ ପର୍ୟ୍ୟନ୍ତ କେହି ବି…

‘ଚୌକିଦାର’ ନରେନ୍ଦ୍ର ମୋଦି …

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟ୍ୱିଟର ହ୍ୟାଣ୍ଡଲର ନାଁ କୁ ବଦଳାଇ ଦେଇଛନ୍ତି । ଲୋକସଭା ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ‘ଚୌକିଦାର’ ଛବିକୁ ଦେଖି ପିଏମ୍ ମୋଦି ନିଜ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡଲର ନାଁ ବଦଳାଇ ‘ଚୌକିଦାର ନରେନ୍ଦ୍ର ମୋଦି’ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ…