Odia News Portal

ହଟୁନି ମୋଦିଙ୍କ ଫୋଟୋ ଥିବା ପୋଷ୍ଟର?

ର୍ବାଚନ ଆଚରଣ ବିଧି ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଲାଗିଥିବା ସମସ୍ତ ଦଳର ନିର୍ବାଚନୀ ପ୍ରଚାର ହୋର୍ଡିଂକୁ କାଢ଼ି ଦିଆଯାଇଛି। ଏହି ଅଚରଣ ବିଧି ଲାଗୁ ପରେ ଜାତୀୟ ଦଳ କଂଗ୍ରେସ, ବିଜେପି ପରି ଆଞ୍ଚଳିକ ଦଳ ବିଜେଡି କେହି ହେଲେ ବର୍ତ୍ତି ପାରିନାହାନ୍ତି। କାନ୍ଥବାଡ଼, ଖୁଣ୍ଟ, ଦୋକାନ,…

ପ୍ରଥମେ ପୂର୍ବତଟ ରେଳବାଇ ଡିଭିଜନକୁ ଭାଗ ଏବେ ଭୁବନେଶ୍ବରରୁ ରେଳ ବିଦ୍ୟୁତକରଣ ଅଫିସକୁ ସ୍ଥାନାନ୍ତର

ପ୍ରଥମେ ପୂର୍ବତଟ ରେଳବାଇ ଡିଭିଜନକୁ ଭାଗ କଲେ। ଏବେ ରେଳ ବିଦ୍ୟୁତିକରଣ ଅଫିସ ଭୁବନେଶ୍ବରରୁ ଗଲା। ଭୁବନେଶ୍ବରରୁ ରେଳ ବିଦ୍ୟୁତକରଣ ଅଫିସ ବେଙ୍ଗାଲୁରୁକୁ ସ୍ଥାନାନ୍ତର କରିବା ନେଇ ରେଳ ମନ୍ତ୍ରଣାଳୟ ଚିଠି ଲେଖିଛି। ସାଧାରଣ ନିର୍ବାଚନ ନେଇ ସାରା ଦେଶରେ ଆଦର୍ଶ ଆଚରଣ ବିଧି ବଳବତ୍ତର ଥିବା ବେଳେ…

ଶ୍ରୀମନ୍ଦିର ପାଇଁ ୧୦୨ କୋଟିର ବଜେଟ୍

ଆଜି ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟି ତରଫରୁ ବୈଠକ ଡ଼କାଯାଇ ୨୦୧୯-୨୦ମସିହା ପାଇଁ ବଜେଟ୍ ଉପସ୍ଥାପିତ କରାଯାଇଛି । ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ଆଜି ଏହି ବଜେଟ୍ ଉପସ୍ଥାପିତ କରିଛନ୍ତି । ଏହି ବୈଠକରେ ଗଜପତି ମହାରାଜା ଶ୍ରୀମନ୍ଦିର ପାଇଁ ସର୍ବମୋଟ ୧୦୨କୋଟି ଟଙ୍କାର ବଜେଟ୍…

ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କଲେ ରାହୁଲ, ଜାଣନ୍ତୁ କଣ କହିଲେ …

ଓଡିଶା ଗସ୍ତରେ ଆସି ବରଗଡ ସରସରା ଗାଁରେ କଂଗ୍ରେସର ପରିବର୍ତ୍ତନ ସଂକଳ୍ପ ସମାବେଶ ଯୋଗଦେଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି । ସମାବେଶରେ ନିଜର ଅଭିଭାଷଣ ଦେଇ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ରାହୁଲ । ସେ କହିଛନ୍ତି ନବୀନ ସରକାର ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ ତାହା…

୧୭ରେ ବର୍ଷିବ ଗର୍ଜିବ

ଆସନ୍ତା ୧୭ରେ ଓଡ଼ିଶାର ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଘଡ଼ଘଡ଼ି ସହ କାଳବୈଶାଖୀ ବର୍ଷା ହେବ। ଉତ୍ତର ଓଡ଼ିଶାରେ କିନ୍ତୁ ପ୍ରବଳ ବର୍ଷା ଲାଗିରହିବ। ଏହାକୁ ଦୃଷ୍ଟିରେ ରଖି ୧୭ ତାରିଖ ପାଇଁ ରାଜ୍ୟରେ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ସ୍ଥିତି ଉପରେ ଦୃଷ୍ଟି ରଖିବାକୁ ରାଜ୍ୟ…

ବିଜେଡି ଛାଡିଲେ ବିଧାୟକ ସୁକାନ୍ତ ନାୟକ

ଦଳରୁ ଇସ୍ତଫା ଦେଇଛନ୍ତି ନୀଳଗିରି ବିଧାୟକ ସୁକାନ୍ତ ନାୟକ। ଗତକାଲି ନବରଙ୍ଗପୁର ସାଂସଦ ବଳଭଦ୍ର ମାଝି ବିଜେଡିରୁ ଇସ୍ତଫା ଦେଇଥିଲେ। ସୁଷମା ବିଶ୍ୱାଳଙ୍କ ଯୋଗଦାନ ପରେ ସୁକାନ୍ତ ବିଜେଡିରୁ ଇସ୍ତଫା ଦେଇଛନ୍ତି। କିଛି ଦିନ ତଳେ ବିଜେପି ଛାଡି ବିଜେଡିରେ ଯୋଗଦେଇଛନ୍ତି ସୁଷମାରାଣୀ ବିଶ୍ୱାଳ।…

ବିଜେବି କଲେଜ ଛାତ୍ରଛାତ୍ରୀଙ୍କ ଦ୍ଵାରା ସ୍ୱଚ୍ଛତା ଅଭିଯାନ

ଭୁବନେଶ୍ୱର : ରାଜଧାନୀର ଏକ ସନାମଧନ୍ୟ ଶିକ୍ଷା ଅନୁଷ୍ଠାନ ବକ୍ସି ଜଗବନ୍ଧୁ ସ୍ୱୟଂ ଶାସିତ ମହାବିଦ୍ୟାଳୟ। ଏହାର ଛାତ୍ରଛାତ୍ରୀ ମାନେ ପାଠ ପଢ଼ାରେ ଯେପରି ପାରଦର୍ଶିତା ଦେଖାଇଥାନ୍ତି ସେହିପରି ଭାବେ ସାମାଜିକ ସୁରକ୍ଷା ଉପରେ ମଧ୍ୟ କାର୍ଯ୍ୟ କରିଥାନ୍ତି । ସାରାଦେଶରେ ପରିବେଶ ସୁରକ୍ଷାକୁ ଏକ…

୧୮୦ ଦିନ ପର୍ଯ୍ୟନ୍ତ ମନ ଖୋଲି କଥା ହୁଅନ୍ତୁ ଫ୍ରୀରେ

ଭାରତ ସଞ୍ଚାର ନିଗମ ଲିମିଟେଡ (BSNL) ଗତ କିଛି ମାସ ହେବ ପ୍ରାଇଭେଟ ଟେଲିକମ୍ କମ୍ପାନୀକୁ ଟକ୍କର ଦେବା ପାଇଁ ବହୁତ ପ୍ରି-ପେଡ ଏବଂ ପୋଷ୍ଟେପେଡ ପ୍ଲାନ ଜାରି କରୁଛି। କମ୍ପାନୀ ନିକଟରେ ଏକ ନୂଆ ପ୍ଲାନ ଜାରି କରିଛି, ଯାହର ଦାମ ରହିଛି ୫୯୯ ଟଙ୍କା। ଏହି ପ୍ଲାନର ବୈଧତା ହେଉଛି ୧୮୦ ଦିନ ଏବଂ…

ମୁମ୍ବାଇରେ ଭୁଶୁଡ଼ିଲା ଫୁଟ୍‌ ଓଭର ବ୍ରିଜ୍‌, ୨ ମୃତ ଓ ୨୦ରୁ ଅଧିକ ଆହତ

ଭୁଷୁଡ଼ିଲା ଫୁଟ୍ ଓଭରବ୍ରିଜ୍ । ମୁମ୍ବାଇ ମହାନଗରୀ ଛତ୍ରପୁର ସିବାଜୀ ଟର୍ମିନସ୍ ଷ୍ଟେସନ ଠାରେ ଫୁଟ ଓଭରବ୍ରଜ୍ ଭୁଷୁଡ଼ି ପଡ଼ିଥିବା ସୂଚନା ମିଳିଛି । ଏହି ଫୁଟ ଓଭରବ୍ରିଜ୍ ସିଏସଏମଟି ପ୍ଲାଟଫର୍ମ ୧ ଉତ୍ତରକୁ ଲାଗି ରହିଥିବା ବି,ଟି ଲେନ୍ କୁ ଲାଗି ରହିଥିବା ଫୁଟବ୍ରିଜ୍ ଭୁଷୁଡ଼ି ପଡ଼ିଥିବା ସୂଚନା…

ଶେଷରେ ପଦ୍ମ ଧରିଲେ ଦାମ

ଭୁବନେଶ୍ବର() ପୂର୍ବତନ ମନ୍ତ୍ରୀ ତଥା ଡାକ୍ତର ଦାମୋଦର ରାଉତ ଆଜି ବିଜେପିରେ ଯୋଗ ଦେଇଛନ୍ତି । ବିଜେଡିରୁ ବହିଷ୍କାର ହେବା ପରେ ଦାମ କେଉଁ ଦଳକୁ ଯିବେ ସେ ନେଇ ସେ ନିଜେ ଦ୍ୱନ୍ଦ ଥିଲେ ଏବଂ ରାଜନୈତିକ ମହଲରେ ମଧ୍ୟ ସସପେନ୍ସ ରହିଥିଲା । ହେଲେ ଆଜି ଦାମ ବିଜେପିରେ ମିଶିବା ପରେ ସେ ସବୁ ଦୂର…