Odia News Portal

ଆସନ୍ତା ୨୧ ଯାଏଁ କାଳବୈଶାଖୀ

ରାଜ୍ୟରେ ତାତି ବଢିବା ସାଙ୍ଗକୁ ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳୁଛି । ଆସନ୍ତା ୨୧ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିବ କାଳବୈଶାଖୀ ପ୍ରଭାବ । ଆଜି ଉତ୍ତର ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଅଳ୍ପରୁ ମଧ୍ୟମ ଧରଣ ବର୍ଷା ହେବା ନେଇ…

ଶଙ୍ଖ ଧରିଲେ ହଳଧର ନାଗ

ଭୁବନେଶ୍ୱର () ପଶ୍ଚିମ ଓଡିଶାର ଲୋକପ୍ରିୟ ଗୀତିକାର ଓ ଲେଖକ ପଦ୍ମଶ୍ରୀ ହଳଧର ନାଗ ଆଜି ରାଜନୀତିକୁ ଲମ୍ଫ ଦେଇଛନ୍ତି । ସେ ଆଜି ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡିରେ ହଳଧରଙ୍କ ଯୋଗଦାନ ପଶ୍ଚିମ ଓଡ଼ିଶାରେ ଦଳର ଲୋକପ୍ରିୟତାକୁ ବୃଦ୍ଧି…

ନିର୍ବାଚନ କାର୍ୟ୍ୟାଳୟରେ ଫେରାଦ ହେଲା ବିଜେଡି

ନିର୍ବାଚନ ଆଚରଣ ବିଧି ବଳବତ୍ତର ଥିବା ବେଳେ ରେଳ ବିଦ୍ୟୁତକରଣ ଅଫିସକୁ ଭୁବନେଶ୍ବରରୁ ବେଙ୍ଗାଲୁରୁ ସ୍ଥାନାନ୍ତର କରିବା ନିଷ୍ପତ୍ତି ଦୁର୍ଭାଗ୍ୟଜନକ। ଏହା ବିରୋଧରେ ଆଜି ନିର୍ବାଚନ ଆୟୋଗଙ୍କୁ ଭେଟି ଫେରାଦ ଦେଇଛି ବିଜେଡି । ଗତକାଲି ବିଜେଡି ସାଧାରଣ ସମ୍ପାଦକ ପ୍ରେସ୍ ବିଜ୍ଞପ୍ତି ଜରିଆରେ…

ନବୀନ ନିବାସରେ ଗୀତା ମେହଟା

ନବୀନ ନିବାସରେ ପହଂଚିଲେ ମୁଖ୍ୟମନ୍ତ୍ରୀଙ୍କ ବଡଭଉଣୀ ଗୀତା ମେହଟା । ଟିକେଟ୍ ପାଇଁ କସରତ ଚାଲିଥବା ବେଳେ ଗୀତା ପହଂଚିଥିବା ବେଳେ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା । ଟିକେଟ ବଂଟନରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିପାରେ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । ପୂର୍ବରୁ ମଧ୍ୟ…

ବିଜେଡିରେ ଯୋଗଦେଲେ ମୀରା ପରିଡା

ଭୁବନେଶ୍ବର :  ବିଜେଡିରେ ସାମିଲ ହୋଇଛନ୍ତି ମିରା ପରିଡା । ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି ମିରା ପରିଡା । ବେଗୁନିଆ ବିଧାନସଭା ଆସନରୁ ଲଢିବା ପାଇଁ ମିରା ପରିଡା ଟିକେଟ ଆଶାୟୀ ରହିଥିବା ଚର୍ଚ୍ଚା ହେଉଥିଲା…

ହାତୀ ଚିହ୍ନରେ ନିର୍ବାଚନ ଲଢ଼ିବେ କିନ୍ନର କାଜଲ ନାୟକ

ଯାଜପୁର : କିନ୍ନର କାଜଲ ନାୟକ ହେବେ ବିଏସପିର କୋରେଇ ବିଧାୟକ ପ୍ରାର୍ଥୀ । ଗତକାଲି ଦଳ ପକ୍ଷରୁ ତାଙ୍କ ନାଁ ଘୋଷଣା କରାଯାଇଛି । ଯାଜପୁର ଟ୍ରାନ୍ସଜେଣ୍ଡର ଆସୋସିଏସନର ସଭାପତି ଥିବା କାଜଲ ଟିକେଟ୍ ପାଇଁ ଲବି କରୁଥିବା ବେଳେ ବିଏସପି ତାଙ୍କ ଉପରେ ଭରସା କରିଛି । ସେଥିପାଇଁ ସେ ବହୁଜନ ସମାଜ…

ନାଆଁ ଆରମ୍ଭରେ ଏହିସବୁ ଅକ୍ଷର ଥିବା ଝିଅଙ୍କୁ ଭଲ ପାଆନ୍ତୁ, ସାରା ଜୀବନ ତମର ହୋଇ ରହିବେ

ଆଜି ଆମେ ସେହି ଝିଅଙ୍କ ବାବଦରେ କହିବୁ, ଯିଏ ଥରେ ଭଲପାଇଲେ ମାନେ ଆଉ କାହାକୁ ଜାନ ଦେବାକୁ ଚାହିଁବେ ନାହିଁ । ସଚ୍ଚାଭାବରେ ଭଲପାଇବା ସହିତ ବିବାହ ମଧ୍ୟ କରିବେ । ଜୀବନରେ ଗୋଟିଏ ପୁରୁଷର ମୁହଁ ଚାହିଁ ସାରାଜୀବନ କାଟିବେ । ଆସନ୍ତୁ ଜାଣିବା ସେହି ଝିଅମାନଙ୍କ ସଂପର୍କରେ, ଯେଉଁମାନେ କେବଳ…

ଅସୁସ୍ଥ କମିଶନରେଟ ପୁଲିସ

ଭୁବନେଶ୍ବର () : ସ୍ମାର୍ଟ ସିଟିରେ ଡକାୟତ, ଲୁଟେରା ଓ ଚୋରମାନେ କମିଶନରେଟ ପୁଲିସ୍କୁ ରାସ୍ତାଘାଟରେ ଖୋଲା ଚ୍ୟାଲେଞ୍ଜ କରୁଥିବାବେଳେ ସେମାନଙ୍କୁ କାବୁ କରିବା ବଦଳରେ କିଛି ଛାତ୍ରନେତାଙ୍କୁ ବାନ୍ଧି ପୁଲିସ୍ ବାବୁମାନେ ଯେଭଳି ବାହାବା ନେବାରେ ଲାଗିଛନ୍ତି ଲୋକେ ତାହାକୁ ସନ୍ଦେହ ଚକ୍ଷୁରେ…

ନବୀନ ନିବାସରେ ଦିଲ୍ଲୀପ

ନବୀନ ନିବାସରେ ଦିଲ୍ଲୀପ ରାୟ । ବିଜେପିରୁ ଇସ୍ତଫା ଦେଇଥିବା ଦିଲ୍ଲୀପ ନବୀନ ନିବାସରେ ପହଞ୍ଚିବା ପରେ କଡ ଲେଉଟାଇଛି ରାଜ୍ୟ ରାଜନୀତି । ନବୀନ ନିବାସରେ ଦିଲ୍ଲୀପଙ୍କ ଏଣ୍ଟ୍ରି ପରେ ଏବେ ଭିନ୍ନ ଭିନ୍ନ ସମୀକରଣ ସାମ୍ନାକୁ ଆସିଛି । ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କ ସହ ରୁଦ୍ଧଦ୍ୱାର ବୈଠକ…

ଗମ୍ଭୀରଙ୍କ ସମେତ ୫ କ୍ରୀଡ଼ାବିତ୍ଙ୍କୁ ପଦ୍ମଶ୍ରୀ

ଆଜି ରାଷ୍ଟ୍ରପତି ଭବନରେ ଅୟୋଜିତ ସ୍ୱତନ୍ତ୍ର ପଦ୍ମ ପୁରସ୍କାର ପ୍ରଦାନ କାର୍ୟ୍ୟକ୍ରମରେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କ ସମେତ ୪ ଜଣ ଖେଳାଳି ରାଷ୍ଟ୍ରପତିଙ୍କ ଠାରୁ ପଦ୍ମ ପୁସ୍କାର ଗ୍ରହଣ କରିଛନ୍ତି। ଗମ୍ଭୀର, ଫୁଟବଲ ଖେଳାଳି ସୁନୀଲ ଛେତ୍ରୀ, ତୀରନ୍ଦାଜ ବୋମବାୟାଲ ଦେବୀ ଲାଇଶର୍ମା ଓ…