Odia News Portal

ସାରା ଜୀବନ କୁଆଁରୀ ରହିବାକୁ ଚାହୁଁଛନ୍ତି ବିଜେପିର ଏହି ନେତ୍ରୀ

ବଲିଉଡ ଇଣ୍ଡଷ୍ଟ୍ରି ସମୟ ସହିତ ପରିବର୍ତ୍ତନ ହୋଇଗଲାଣି। ବଲିଉଡ ଇଣ୍ଡଷ୍ଟ୍ରିରେ ନୂଆ ଚେହେରା ଆସିବା ପରେ ପୁରୁଣା ଚେହେରା ଗାୟବ ହେବାକୁ ବସିଲେଣି। କିନ୍ତୁ ଏପରି ଏକ ସମୟ ଥିଲା ଯେ ପୁରୁଣା ଷ୍ଟାରମାନେ ମଧ୍ୟ ନିଜ ଅଭିନୟ ଯାଦୁରେ ଦର୍ଶକଙ୍କ ମତୁଆଲା କରିବା ସହ ବଲିଉଡ ଅଭିନେତାଙ୍କୁ ମଧ୍ୟ…

ବାପାଙ୍କ ରାସ୍ତାରେ ଝିଅ

ବିଜେଡିରୁ ଇସ୍ତଫା ଦେଲେ ଦାମଙ୍କ ଝିଅ । ବାପା ବିଜେପିରେ ଯୋଗ ଦେବାର ଦୁଇ ଦିନ ନ ହେଉଣୁ ବିଜେଡି ଛାଡିଛନ୍ତି ଦାମଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ । ବ୍ୟକ୍ତିଗତ କାରଣ ଦର୍ଶାଇ ପ୍ରୀତିନନ୍ଦା ବିଜେଡିରୁ ଇସ୍ତଫା ଦେଇଥିବା ସ୍ପଷ୍ଟ କରିଛନ୍ତି । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ସହ…

ଛତିଶଗଡର ପୂର୍ବ ମୁଖ୍ୟମନ୍ତ୍ରୀଙ୍କ ଜ୍ବାଇଁ ଗିରଫ

ଛତିଶଗଡର ପୂର୍ବ ମୁଖ୍ୟମନ୍ତ୍ରୀ ରମଣ ସିଂହଙ୍କ ଜ୍ବାଇଁ ପୁନିତ୍ ଗୁପ୍ତାଙ୍କୁ ଆର୍ଥିକ ଅନିୟମିତତା ଅଭିଯୋଗରେ ଗିରଫ କରାଯାଇଛି । ପୋଲିସ୍ କହିଛି କି ଏହି କାର୍ୟ୍ୟାନୁଷ୍ଠାନ ଶୁକ୍ରବାର ଅର୍ଥାତ୍ ୧୫ମାର୍ଚ୍ଚ ଦିନ ନିଆଯାଇଛି । ପୁନିତ ସରକାରୀ ହସ୍ପିଟାଲରେ ଅଧିକ୍ଷକ ପଦରେ ଥାଇ ୫୦ କୋଟି ଟଙ୍କା…

ଓଡ଼ିଶାର ୩ ଜଣଙ୍କୁ ପଦ୍ମଶ୍ରୀ

ଆଜି ୩ ଜଣ ଓଡିଆଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରିଛନ୍ତି ରାଷ୍ଟ୍ରପତି । ସେମାନେ ହେଲେ ଦୈତାରୀ ନାୟକ, କମଳା ପୂଜାରୀ ଓ ଡି. ପ୍ରକାଶ ରାଓ । ବିରଳ ଧାନ ସଂଗ୍ରହ କରିଥିବା କମଳା ପୂଜାରୀଙ୍କୁ ମିଳିଛି ପଦ୍ମଶ୍ରୀ ସମ୍ମାନ । ଆଦିବାସୀ ଅଧ୍ୟୁଷିତ ଅଂଚଳରୁ ଆସିଥିଲେ ମଧ୍ୟ ତାଙ୍କ ବିରଳ…

ହାତ ଛାଡିଲେ ସାଲେପୁର ବିଧାୟକ ପ୍ରକାଶ ବେହେର

ଶେଷରେ ହାତ ଛାଡ଼ିଲେ ସାଲେପୁର ବିଧାୟକ ପ୍ରକାଶ ବେହେରା। ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରକାଶ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ସେ ନିଜର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି। ତାଙ୍କୁ ଦଳରେ ଅଣଦେଖା କରାଯାଉଥିବା ନେଇ ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି। ୨୦୧୪…

ବିଜେପି ସଭାପତିଙ୍କ ପୁତୁରା ବିଜେଡିରେ

ବିଜେଡିରେ ସାମିଲ ହେଲେ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ପୁତୁରା ହରିଶ୍ଚନ୍ଦ୍ର ପଣ୍ଡା ଓରଫ ଟିଟୁ। ନବୀନ ନିବାସରେ ଆୟୋଜିତ ମିଶ୍ରଣ ପର୍ବରେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି ଟିଟୁ ପଣ୍ଡା। ବିଜେଡିରେ ସାମିଲ ହେବା ପାଇଁ ନିଜର ପ୍ରାୟ ୨ଶହ ସମର୍ଥକଙ୍କ ସହ ସେ ନବୀନ…

ପଦ୍ମ ଧରିଲେ ବଳଭଦ୍ର

ଭୁବନେଶ୍ବର () ବଳଭଦ୍ର ବିଜେପିରେ ଯୋଗ ଦେବା ପରେ ନୀଳଗିରୀ ବିଧାୟକ ସୁକାନ୍ତ ନାୟକ ମଧ୍ୟ ବିଜେପି ମୁହାଁ ହୋଇନ୍ତି । ଚର୍ଚ୍ଚା ହେଉଛି ଆସନ୍ତାକାଲି ସେ ବିଜେପିରେ ଯୋଗ ଦେବେ । ଗତକାଲି ସୁକାନ୍ତ ଏବଂ ବିଜେପିର ଜଣେ ବରିଷ୍ଠ ନେତାଙ୍କ ମଧ୍ୟରେ ଭୁବନେଶ୍ବରରେ ରୁଦ୍ଧଦ୍ବାର ବୈଠକ ହୋଇଥିବା…

ସ୍ଵାମୀଠାରୁ ସ୍ତ୍ରୀର ବୟସ କାହିଁକି କମ୍ ହୋଇଥାଏ, ଜାଣନ୍ତୁ …

ସାମାଜିକ ବ୍ୟବସ୍ଥା ଅନୁସାରେ ବିବାହ ରୀତିନୀତିରେ ପୁଅ-ଝିଅଙ୍କ ବୟସର ତାରତମ୍ୟ ଥାଏ । ଦେଖିବାକୁ ଗଲେ ପୁଅ ଝିଅଠାରୁ ବୟସରେ ବଡ଼ ହୋଇଥାଏ ।ଏହି ଧାରଣା ସମସ୍ତଙ୍କ ମନ ଭିତରେ ଥାଏ । କିନ୍ତୁ ଏହା ପଛରେ କାରଣ କଣ ଥାଏ..ଜାଣିବା ଆସନ୍ତୁ । ପୁଅ-ଝିଅଙ୍କ ବୟସ ସମାନହେଲେ କଳିଲାଗିବାର ସମ୍ଭାବନା…

କାହିଁକି ନୋଟାକୁ ପସନ୍ଦ କରୁଛନ୍ତି ଭୋଟର ?

ଭୁବନେଶ୍ବର () ରାଜ୍ୟରେ ଭୋଟର ଏବେ ବି ଇଭିଏମରେ ଭୋଟ ଦେବା ନେଇ ସମ୍ପୁର୍ଣ୍ଣ ସଚେତନ ହୋଇନାହାଁନ୍ତି । କିମ୍ବା ବିଭିନ୍ନ ଦଳ ବା ସ୍ବାଧୀନ ଭାବେ ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ସେମାନଙ୍କ ପସନ୍ଦ ନୁହଁନ୍ତି । ଗତ ନିର୍ବାଚନରେ ନୋଟା (none of the above)କୁ ଯେତିକି ଭୋଟ ଯାଇଛି ସେଥିରୁ…

ବିବାହ ପୂର୍ବରୁ ଗର୍ଭବତୀ ହେବାକୁ ପ୍ରସ୍ତୁତ ଅଛନ୍ତି ଏହି ଅଭିନେତ୍ରୀ

ବିବାହ ପୂର୍ବରୁ ଗର୍ଭବତୀ ହେବାକୁ ସମସ୍ତଙ୍କ ପାଇଁ ଏକ ଲଜ୍ଜାକର କଥା ହୋଇଥାଏ। କିନ୍ତୁ ଫିଲ୍ମ ଜଗତର ଲୋକ ବୁଦ୍ଧି ବିବେକ ମାମଲାରେ ସାଧାରଣ ଲୋକଙ୍କଠୁ ଯଥେଷ୍ଟ ଆଧୁନିକ ହୋଇଥାଆନ୍ତି। ନିକଟରେ ପ୍ରସିଦ୍ଧ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଶ୍ରୃତି ହାସନ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଯାହା…