ନକଲି ଚା’ ପତି କାରଖାନା ଠାବ : ମାଲିକ ଫେରାର୍
କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଖର୍ଦ୍ଧାସାହିରୁ ଏକ ନକଲି ଚା’ ପତି କାରଖାନା ଠାବ । ନକଲି ଚା’ପତି କାରଖାନା ଉପରେ ଚଢ଼ାଉ କରି ବିପୁଳ ପରିମାଣର ନକଲି ଚା’ ପତି ଜବତ କରିଛି ପୁଲିସ । ଏଠାରେ ଏକ ଘରେ ନକଲି ଚା ପତି ପ୍ରସ୍ତୁତ ହେଉଥିବା ଖବର ପାଇ ସଦର ଥାନା ପୋଲିସ ସୋମବାର…
