Odia News Portal

ପୋଲତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର

ଆନନ୍ଦପୁର : ପୋଲ ତଳୁ ଶିଶୁ ପୁତ୍ର ଉଦ୍ଧାର । ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ନନ୍ଦିପଦା ଥାନା ଅଧିନ ଜଳଶରପୁର ଗାଁ ନିକଟ ଏକ ପୋଲତଳୁ  ନବଜାତ ଶିଶୁ ପୁତ୍ର ଉଦ୍ଧାର ହୋଇଛି । ସ୍ଥାନୀୟ ଯୁବକ ସୁଶାନ୍ତ ଦାସ ସେହି ବାଟରେ ଯାଉଥିବା ବେଳେ ଶିଶୁଟିର କାନ୍ଦ ଶୁଣି ସେଠାରୁ ତାକୁ ଅଣିଥିଲେ । ପରେ…

ଦଶମଶ୍ରେଣୀ ଛାତ୍ରୀଙ୍କୁ ଚୁମା ଦେବା ସହ କଲେ ଅଶାଳୀନ ବ୍ୟବହାର ପ୍ରଧାନଶିକ୍ଷକ ଗିରଫ

ଫୁଲବାଣୀ : ଆଗେ ଚୁମା ..ତାପରେ କଲ୍..କଣ ଲାଜ ଲାଗୁଛି ..ଏପରି କହି ପ୍ରଧାନଶିକ୍ଷକ ଛାତ୍ରୀଙ୍କ ଗାଲରେ ଚୁମା ଦେଉଦେଉ ଗୋପନ ସ୍ଥାନରେ ସ୍ପର୍ଶକରିଥିବା କଥା ଆଣିଛନ୍ତି ଅଭିଯୋଗ । ଏଭଳି ସ୍ପର୍ଶକାତର ଘଟଣା ଘଟିଛି ଫୁଲବାଣୀର ଏକ ଆଶ୍ରମ ବିଦ୍ୟାଳୟରେ । ଦଶମଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରୀ…

ଟୁକୁନା ସାହୁ ଟିବି ରୋଗରେ ଆକ୍ରାନ୍ତ, ଅର୍ଥ ଅଭାବରୁ ହୋଇପାରୁନି ଚିକିତ୍ସା

ଯାଜପୁର : ମୌଳିକ ସୁବିଧା ନାଁରେ ପାଣି ଭଳି ଟଙ୍କା ବୋହିଯାଉଛି । ହେଲେ ଗାଁ ଗହଳିକୁ ଗଲେ ବାସ୍ତବ ଚିତ୍ର ଅନୁଭବ କରିହୁଏ । ଯାଜପୁର ଧର୍ମଶାଳାର ବଲାଙ୍ଗିଆ ଗାଁର ଆଦିବାସୀ ସଂପ୍ରଦାୟଙ୍କ ଦୁର୍ଦ୍ଦଶା କହିଲେ ନସରେ । ଧୂଳି, ଧୂଆଁରେ ଅତିଷ୍ଠ ଲୋକେ । ବିଷାକ୍ତ ପାଣି ବି ନାନା ରୋଗର କାରଣ…

ପାଟଣାଗଡ଼ ହସ୍ପିଟାଲରୁ ଚୋରି ହୋଇଥିବା ଶିଶୁପୁତ୍ର ନୂଆପଡ଼ାରୁ ଉଦ୍ଧାର

ବଲାଙ୍ଗୀର : ପାଟଣାଗଡ଼ ହସ୍ପିଟାଲରୁ ଚୋରି ହୋଇଥିବା ଶିଶୁପୁତ୍ର ମିଳିଲା । ନୂଆପଡ଼ା ଜିଲ୍ଲାର ଏକ ଦମ୍ପତ୍ତିଙ୍କ ଠାରୁ ଶିଶୁକୁ ଉଦ୍ଧାର କରିଛି ବଲାଙ୍ଗିର ପୋଲିସ । ଗଲା ୬ ତାରିଖରେ ପାଟଣାଗଡ଼ ହସ୍ପିଟାଲାରେ ଘନିଏନ୍ ଗାଁର ଜୟନ୍ତୀ ତାଣ୍ଡିଙ୍କ ପାଖରୁ ତାଙ୍କର ୪ଦିନର ଶିଶୁପୁତ୍ରକୁ ଚୋରାଇ…

ଆଜି କେନ୍ଦ୍ରାପଡା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ : ସ୍ୱୟଂ ସହାୟକ ଗୋଷ୍ଠୀର ୧ଲକ୍ଷରୁ ଅଧିକ ମହିଳା ଯୋଗ ଦେବେ

କେନ୍ଦ୍ରାପଡା  : ଆଜି କେନ୍ଦ୍ରାପଡା ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବାରୋ ସ୍ଥିତ ସିଦ୍ଧ ମହାପୁରୁଷ ପଡ଼ିଆରେ ଆୟୋଜିତ ମିଶନ ଶକ୍ତି ମହିଳା ସମାବେଶରେ ଯୋଗ ଦେବେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଏହି ସମାବେଶରେ କେନ୍ଦ୍ରାପଡା ଓ କଟକ ଜିଲ୍ଲାରୁ ସ୍ୱୟଂ ସହାୟକ…

ପୁଣି ଏକାଠି ହେବେ ସିଦ୍ଧାନ୍ତ-ରଚନା

ପୁଣି ଥରେ ଏକାଠି ହେବାକୁ ଯାଉଛନ୍ତି ଓଲିଉଡ଼ର ରୋମାଣ୍ଟିକ୍ ଯୋଡ଼ି ସିଦ୍ଧାନ୍ତ ମହାପାତ୍ର ଏବଂ ରଚନା ବାନାର୍ଜୀ। ଅନେକ ହିଟ୍ ଫିଲ୍ମ ଦେଇ ଦର୍ଶକଙ୍କ ମନ କିଣିନେଇଥିବା ଏହି ଯୋଡ଼ିଙ୍କୁ ନେଇ ହେବାକୁ ଯାଉଛି ଫିଲ୍ମ। ଯାହା ଶୁଣିବାକୁ ମିଳୁଛି, ନିର୍ଦ୍ଦେଶକ ମାଧବ ପରିଡା ସିଦ୍ଧାନ୍ତ ଏବଂ ରଚନାକୁ…

ଯୁବ ବିଜେଡି ଉପସଭାପତି ନିଲମ୍ବିତ

ସହିଦନଗର ଥାନରେ ପଶି ପୋଲିସକୁ ମାଡ ମାରିବା ଓ ଭଙ୍ଗାରୁଜା କରିବା ଅଭିଯୋଗରେ ଆଜି କମିଶନରେଟ ପୋଲିସ ପକ୍ଷରୁ ଗିରଫ ହୋଇିଥିବା ବିଜୁ ଯୁବ ଜନତା ଦଳର ଉପସଭାପତି ପ୍ରକାଶ ତି୍ରପାଠୀଙ୍କୁ ବିଜୁ ଯୁବ ଜନତା ଦଳରୁ ବହିଷ୍କାର କରାଯାଇଛି । ଶ୍ରୀ ତି୍ରପାଠୀ ଗତ ୩ତାରିଖ ରାତିରେ ସହିଦନଗର ଥାନାରେ…

ମହାନଦୀ ମାମଲା: ଆପୋସ ବୁଝାମଣା ପାଇଁ ପୁଣି ଥରେ ପରାମର୍ଶ

ମହାନଦୀ ଜଳବିବାଦ ମାମଲାରେ ଆଜି ଶୁଣାଣି ହୋଇଛି । ଓଡ଼ିଶାର ମଧ୍ୟବର୍ତ୍ତିକାଳୀନ ଆବେଦନ ଉପରେ ଟ୍ରିବ୍ୟୁନାଲ ଶୁଣାଣି କରିଛନ୍ତି । ଆପୋସ ବୁଝାମଣା ପାଇଁ ପୁଣି ଥରେ ପରାମର୍ଶ ଦେଇଛନ୍ତି ଟ୍ରିବ୍ୟୁନାଲ । ଓଡ଼ିଶା ଓ ଛତିଶଗଡ଼ର ଇଏଙ୍କୁ ଆପୋସ ବୁଝାମଣା ପାଇଁ ପରାମର୍ଶ ଦିଆଯାଇଛି । ଆସନ୍ତା ୩୦ରେ…

୫୫ରୁ ୮୫ ପ୍ରତିଶତ ଲୋକଙ୍କ ପସନ୍ଦ ନବୀନ

ଭୁବନେଶ୍ବର : ୨୦୧୯ରେ ଓଡ଼ିଶାରେ ପୁଣି ଥରେ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ସରକାର ଗଠନ ହେବ । ପୂର୍ବରୁ ବିଭିନ୍ନ ଜାତୀୟ ସର୍ଭେ ରିପୋର୍ଟରେ ଏହି ସୂଚନା ମିଳିଥିବା ବେଳେ ଏବେ ରାଜ୍ୟର ଏକ ପ୍ରମୁଖ ବୈଦ୍ୟୁତିକ ଗଣମାଧ୍ୟମର ସର୍ଭେରୁ ମଧ୍ୟ ଏହି ବିଜେଡି ବାଜିମାତ କରିବ ବୋଲି ତଥ୍ୟ ଆସିଛି ।…

ଝିଅ ବାହାଘରରେ ୫୦ ହଜାର ସହାୟତା ଦେବେ ସରକାର

ନିର୍ମାଣ ଶ୍ରମିକମାନେ ପେନସନ୍ ବାବଦରେ ଏଣିକି ୩୦୦ ଟଙ୍କା ପରିବର୍ତ୍ତେ ୫୦୦ ଟଙ୍କା ପାଇବେ । ନିର୍ମାଣ ଶ୍ରମିକମାନଙ୍କ ପାଇଁ ପେନସନ୍ ଓ ସହାୟତାର ପରିମାଣକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୃଦ୍ଧି କରିଛନ୍ତି । ଏହାସହିତ ୮୦ ବର୍ଷ ବୟସରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ପେନସନ ରାଶିକୁ ୫୦୦…