ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ: ନବୀନ ପଟ୍ଟନାୟକ
ଓଡ଼ିଶାରେ ୪ଟି ପର୍ୟ୍ୟାୟରେ ମତଦାନ ହେବ । ନିର୍ବାଚନ ପାଇଁ ବିଜେଡି ପ୍ରସ୍ତୁତ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨୦୧୯ ନିର୍ବାଚନରେ ବିଜେଡି ବହୁତ ଭଲ କରିବ । ଖୁବ୍ଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯିବ । ଟିକେଟ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍ଶୀଘ୍ର ପ୍ରଥମ…
