Odia News Portal

ସିଭିଲ ସର୍ଭିସ ପ୍ରସ୍ତୁତି ପାଇଁ ଖର୍ଚ୍ଚ ବହନ କରିବେ ସରକାର

ଭୁବନେଶ୍ବର () ରାଜ୍ୟର ଭଲ ପାଠପଢୁଥିବା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ରାଜ୍ୟ ସରକାର ଆଉ ଏକ ଯୋଜନା କରିଛନ୍ତି । ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିବା 100 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କ ପାଠପଢା ଖର୍ଚ୍ଚ ସରକାର ବହନ କରିବେ । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟରରେ ଏହି…

ରାଜ୍ୟସଭା ଉପରେ ବୈଜୟନ୍ତଙ୍କ ଆଖି

ଭୁବନେଶ୍ବର () ବିଜେପିରେ ଯୋଗ ଦେଇଥିବା ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ପ୍ରତ୍ୟକ୍ଷ ନିର୍ବାଚନ ଲଢିବେ ନାହିଁ । ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଡିଲ ବିଳମ୍ବ ହେବାରୁ ବୈଜୟନ୍ତଙ୍କ ଯୋଗଦାନ ମଧ୍ୟ ବିଳମ୍ବିତ ହେଲା । ବୈଜୟନ୍ତ ପଣ୍ଡା ପ୍ରଥମରୁ ତାଙ୍କୁ ବିଜେପିର…

ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରକୁ ଶ୍ରେଷ୍ଠ ବିମାନବନ୍ଦର ସମ୍ମାନ

ଭୁବନେଶ୍ୱର : ଓଡିଶାର ସର୍ବବୃହତ ବିମାନବନ୍ଦର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ୨୦୧୮ ବର୍ଷ ପାଇଁ ସମ୍ମାନ ଜନକ ଏଏସକୁ୍ୟ  (ଏୟାରପୋର୍ଟ ସର୍ଭିସ କ୍ୱାଲିଟି ) ପୁରସ୍କାର ଲାଭ କରିଛି । ଏହି ବିମାନବନ୍ଦରର ଆକାର-ପ୍ରକାର ଏବଂ ଯାତ୍ରୀ ପରିବହନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ମାନ୍ୟତା ଲାଭ…

ଆଗକୁ ବଢ଼ିବ ତାପମାତ୍ରା

ଆଉ କାଳବୈଶାଖୀ ବର୍ଷା ହେବନି । ଦିନର ତାପମାତ୍ରା ବଢ଼ିବ । ରାତିରେ ସେହି ଅନୁଯାୟୀ ତାପମାତ୍ରା ୪ରୁ ୫ ଡିଗ୍ରି ପର୍ୟ୍ୟନ୍ତ ବଢ଼ିବ। ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ପୁଣିଥରେ ୩୫ ଡିଗ୍ରି ଉପରକୁ ଚାଲିଯିବ। ଗୋଟିଏ ଦୁଇଟି ସ୍ଥାନରେ ୪୦ ଡିଗ୍ରି ଟପିଯିବାର ବି ଆଶଙ୍କା ରହିଛି ।…

ଏମାସ ଶେଷରେ ଝାରସୁଗୁଡ଼ାରୁ ଦିଲ୍ଲୀକୁ ଉଡ଼ିବ ବିମାନ

ମାର୍ଚ୍ଚ ୩୧ରୁ ଝାରସୁଗୁଡ଼ାରୁ ସିଧାସଳଖ ଦିଲ୍ଲୀକୁ ଉଡ଼ିବ ସ୍ପାଇସ୍ ଜେଟ୍ର ବିମାନ। ସେହିଦିନଠାରୁ ପ୍ରତ୍ୟେକ ଦିନ ଏହା ଦିଲ୍ଲୀ ଓ ଝାରସୁଗୁଡ଼ା ମଧ୍ୟରେ ଚଳାଚଳ କରିବ। ଏହି ବିମାନ ଦିଲ୍ଲୀରୁ ଅପରାହ୍ଣ ଗୋଟାଏ ୫୦ରେ ଉଡ଼ାଣ ଆରମ୍ଭ କରିବ ଓ ଝାରସୁଗୁଡାରେ ୩ଟା ୫୦ରେ ପହଞ୍ଚିବ। ତା’ପରେ ୪ଟା ୨୫ରେ…

ଜମ୍ମୁ ବସ୍ ଷ୍ଟାଣ୍ଡରେ ବିସ୍ଫୋରଣ : ୧୫ ଆହତ

ଜମ୍ମୁ : ଜମ୍ମୁରେ ଥିବା ଏକ ବସ୍ ଷ୍ଟାଣ୍ଡରେ ଭୟାନକ ବୋମା ବିସ୍ଫୋରଣ ହୋଇଛି । ସୂତ୍ରାନୁସାରେ ଏହା ଏକ ଗ୍ରେନେଡ୍ ଆକ୍ରମଣ ବୋଲି କୁହାଯାଉଛି । ଏହି ବିସ୍ଫୋରଣରେ ୧୫ରୁ ଅଧିକ ସାଧାରଣ ନାଗରିକ ଆହତ ହୋଇଥିବା ସୂଚନା ମିଳିଛି । ଏପରିକି ଆଖପାଖରେ ଥିବା ପ୍ରାୟ ୧୦ଟି ବସ୍ କ୍ଷତିଗ୍ରସ୍ତ ହୋଇଛି ।…

ତାଲିକାରେ ଆପଣଙ୍କ ନାମ ନାହିଁ କି ? ଭୋଟର କାର୍ଡ ଅଛି ତ ତେବେ କିପରି ଦେବେ ଭୋଟ ଆସନ୍ତୁ ଜାଣିବା

ନୂଆଦିଲ୍ଲୀ : ଅନେକ କାରଣରୁ ଭୋଟର ଲିଷ୍ଟରୁ ଲୋକଙ୍କ ନାମ ଗାଏବ ହୋଇଯାଇଥାଏ। ଏହା ଆପଣଙ୍କ ଠିକଣା ବା ଅନ୍ୟ ନିର୍ବାଚନ ମଣ୍ଡଳୀକୁ ପରିବର୍ତ୍ତନ ହେବା କାରଣରୁ ହୋଇଥାଏ। ଏମିତି ପରିସ୍ଥିତି ଯଦି ଆପଣଙ୍କର ମଧ୍ୟ ହୋଇଛି ତେବେ ଆପଣ ନିଜ ନାମ ପୁଣିଥରେ ଭୋଟର ଲିଷ୍ଟରେ ସାମିଲ କରିପାରିବେ। ଆଜି ଆମେ…

ସ୍ୱଚ୍ଛ ସର୍ବେକ୍ଷଣ ତାଲିକାରେ ଓଡ଼ିଶାର ତିନିଟି ସହର : ଆସନ୍ତୁ ଜାଣିବା

କେନ୍ଦ୍ର ସରକାର ଜାରି କରିଛନ୍ତି ବର୍ଷ ୨୦୧୯ ପାଇଁ ସ୍ୱଚ୍ଛ ସର୍ବେକ୍ଷଣ ତାଲିକା। ଏଥିରେ ଓଡ଼ିଶାର ତିନିଟି ସହର ରହିଛି। ଇଷ୍ଟ ଜୋନର ଦ୍ରୁତ ଅଗ୍ରଗତି ସହର ତାଲିକାର ଓଡ଼ିଶାର ତିନିଟି ରହିଛି। ତିନିଟି ବର୍ଗରେ ପାରାଦୀପ, ଯାଜପୁର ଓ କରଞ୍ଜିଆକୁ ପୁରସ୍କାର ମିଳିଛି। ପୂର୍ବାଞ୍ଚଳରେ ୫୦ ହଜାରରୁ…

ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ : ଅଳ୍ପକେ ବର୍ତ୍ତିଲେ ଯୁବକ

ରାଜନଗର : ବ୍ରାହ୍ମଣୀ ନଦୀରେ କୁମ୍ଭୀର ଆତଙ୍କ । କୁମ୍ଭୀର ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ୍ ରାଜପୁର ଗାଁରେ ଏହି ଘଟଣା ଘଟିଛି । ଗୁରୁତର ହେଲେ ରାଜପୁର ଗାଁର ଭାଗବତ ରାଉତ । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରାଜନଗର ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର…

ଭାରତର ସବୁଠୁ ସୁନ୍ଦରୀ ଏବଂ ହଟ୍ ଝିଅ : ଆସନ୍ତୁ ଜାଣିଵା କିଏ ?

ଭାରତରେ ଏପରି କେତେକ ମଡେଲ୍ ଅଛନ୍ତି ଯେଉଁମାନେ ନିଜର ସୈାନ୍ଦର୍ଯ୍ୟ ସହ ନିଜର ଆକର୍ଷଣୀୟ ଚେହେରା ପାଇଁ ଅତ୍ୟନ୍ତ ପ୍ରସିଦ୍ଧ। ଆଜି ଆମେ ଆପଣଙ୍କୁ ଏପରି ଏକ ମଡେଲଙ୍କ ବିଷୟରେ କହିବା ଯିଏ ଦେଖିବାକୁ ଖୁବ୍ ହଟ୍ ଏବଂ ବୋଲ୍ଡ୍। ଆସନ୍ତୁ ଜାଣିବା ଏହି ସୁନ୍ଦରୀ ମଡେଲଙ୍କ ବିଷୟରେ । ଆମେ ଯାହା…