Odia News Portal

କନ୍ଧମାଳରେ ପୁଣି ଲଜ୍ଜା : ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

କନ୍ଧମାଳ : କନ୍ଧମାଳରେ ପୁଣି ଲଜ୍ଜା। ଚକୋଲେଟ ଦେଇ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଅଭିଯୋଗ ଅନୁୟାୟୀ, ନାବାଳିକା ଜଣକ ଘରେ ଏକୁଟିଆ ଥିବାବେଳେ ସ୍ଥାନୀୟ ଅଞ୍ଚଳର ବାବୁଲି ଖୁଦେଇ ନାମକ ଜଣେ ଯୁବକ ତାକୁ ଚକୋଟଲେଟ ଖାଇବାକୁ ଦେଇଥିଲା। ଏହାପରେ ନିକଟସ୍ଥ ନାଳକୁ ନେଇ ଦୁଷ୍କର୍ମ…

ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ : ୫୦ରୁ ଅଧିକ ଦମକଳ ଗାଡ଼ି ନିୟୋଜିତ

ନୂଆଦିଲ୍ଲୀ : ଦିଲ୍ଲୀରେ ପୁଣି ଅଗ୍ନିକାଣ୍ଡ । CGO କମ୍ପ୍ଲେକ୍ସରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି । କମ୍ପ୍ଲେକ୍ସର ପଞ୍ଚମ ମହଲାରେ ଥିବା ଦୀନଦୟାଲ ଅନ୍ତୋଦୟ ଭବନରେ ନିଆଁ ଲାଗିଛି । ନିଆଁ ଲିଭାଇବା ପାଇଁ ୫୦ରୁ ଅଧିକ ଦମକଳ ଗାଡ଼ି ନିୟୋଜିତ ହୋଇଛନ୍ତି । ଦୀନଦୟାଲ ଅନ୍ତୋଦୟ ଭବନରେ ଏୟାର ଫୋର୍ସ,…

ଜମ୍ବିରା ଗାଁ ନିକଟରେ ଓଲଟି ପଡିଲା ସ୍କୁଲ୍ ଭ୍ୟାନ୍ : ୮ ଛାତ୍ରଛାତ୍ରୀ ଆହତ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସୋସ ଥାନା ଅନ୍ତର୍ଗତ ଜମ୍ବିରା ଗାଁ ନିକଟରେ ଏକ ସ୍କୁଲଭ୍ୟାନ୍ ରାସ୍ତା ତଳକୁ ଖସି ଏକ ପୋଖରୀ ଭିତରେ ଓଲଟି ପଡିଛି। ଦୁର୍ଘଟଣା ଫଳରେ ଭ୍ୟାନ୍ ରେ ଥିବା ୮ଜଣ ଛାତ୍ରଛାତ୍ରୀ ସାମାନ୍ୟ ଆହତ ହୋଇିଥିବାବଳେ ଏକ ବଡ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତି…

ଅନୁଗୁଳରୁ ୪ଟି ଗୋରୁ ବୋଝେଇ ଟ୍ରକ ଜବତ

ଅନୁଗୁଳ : ଅନୁଗୁଳରୁ ୪ଟି ଗୋରୁ ବୋଝେଇ ଟ୍ରକ ଜବତ ହୋଇଛି  । ବଅଁରପାଳ ନରେନ୍ଦ୍ରପୁର ନିକଟରୁ ଗୋରୁ ବୋଝେଇ ଟ୍ରକ ଜବତ କରିଛି ପୋଲିସ । ଜବତ ଗାଡିରୁ ୧୫୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର ହୋଇଛନ୍ତି । ସମ୍ବଲପୁରରୁ ଭଦ୍ରକ ଚାଲାଣ ହେଉଥିବା ବେଳେ ଧରା ପଡିଛି । ଘଟଣାସ୍ଥଳରେ ଗାଡି ଛାଡି ଡ୍ରାଇଭର…

ପୋଲିସ ଓ ସ୍ପେଶାଲ ସ୍କ୍ବାର୍ଡ ମିଳିତ ଭାବେ କେନ୍ଦ୍ରାପଡାରେ ପୁଣି ଏନକାଉଣ୍ଟର

କେନ୍ଦ୍ରାପଡା : କେନ୍ଦ୍ରାପଡ଼ାରେ ପୁଣି ଥରେ ଏନକାଉଣ୍ଟର ହୋଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ଦୁର୍ଦ୍ଦାନ୍ତ ଅପରାଧୀ ବିଜୟ ନାୟକକୁ ସଦର ପୋଲିସ ଓ ସ୍ପେଶାଲ ସ୍କ୍ବାର୍ଡ ମିଳିତ ଭାବେ ଏନକାଉଣ୍ଟର କରିଛନ୍ତି  । ବିଜୟର ବାମ ଗୋଡ଼ରେ ଦୁଇଟି ଗୁଳି ବାଜିଛି । ୫ ନମ୍ବର ‘କ’ ଜାତୀୟ ରାଜପଥର…

ଆଜି ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ବଲାଙ୍ଗିର ଗସ୍ତ , ମିଶନ ଶକ୍ତି ମହିଳା ସମ୍ମିଳନୀରେ ଯୋଗଦେବେ

ବଲାଙ୍ଗୀର : ଆଜି ଦିନିକିଆ ବଲାଙ୍ଗିର ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିଶନ ଶକ୍ତି ମହିଳା ସମ୍ମିଳନୀରେ ଯୋଗଦେଇ ଉଦବୋଧନ ଦେବେ ମୁଖ୍ୟମନ୍ତ୍ରୀ । ସୋନପୁର ଓ ବଲାଙ୍ଗୀର ଅଞ୍ଚଳର ୭୦ ହଜାରରୁ ଉର୍ଦ୍ଧ୍ବ ମହିଳା ଏହି କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।…

ଦ୍ଵିତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ୮ ରନରେ ମାତ୍ ଦେଲା ଭାରତ

ନୂଆଦିଲ୍ଲୀ, ନାଗପୁରର ବିଦର୍ଭ କ୍ରିକେଟ୍ ଆସୋସିଏସନ ଷ୍ଟାଡିୟମରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ରୋମାଞ୍ଚକର ଦ୍ଵିତୀୟ ଦିନିକିଆ ମୁକାବିଲାରେ ଭାରତ ଅଷ୍ଟ୍ରେଲିଆକୁ ୮ ରନରେ ପରାସ୍ତ କରିଛି। ପ୍ରଥମେ ବିରାଟ କୋହଲିଙ୍କ ଶତକ ଏବଂ ପରେ ବୋଲରଙ୍କ ଶାଣିତ ବୋଲିଂ ବଳରେ ଭାରତ ଏହି ମ୍ୟାଚକୁ…

ନୂଆ ଓଡ଼ିଶା ଗଠନ ପାଇଁ କାର୍ଯ୍ୟ କରୁଛି: ନବୀନ

ଭୁବନେଶ୍ୱର- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କର ଚତୁର୍ଥ ପାଳିର ସମ୍ଭବତଃ ଶେଷ ମନ୍ତ୍ରୀ ପରିଷଦ ବୈଠକରେ ଆଜି ୨୦୧୪ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତିଗୁଡ଼ିକରେ ସମୀକ୍ଷା କରିଛନ୍ତି। ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ଅଧିକାଂଶ ପ୍ରତିଶ୍ରୁତି ପୂରଣ ହୋଇଛି ବୋଲି ସେ…

ଗାଈ ସବୁବେଳେ କାହିଁକି ରାସ୍ତା ମଝିରେ ବସିଥାନ୍ତି ? କାରଣ ଜାଣନ୍ତୁ

ଆପଣ ଅଧିକାଂଶ ସମୟରେ ଦେଖିଥିବେ ହିନ୍ଦୁ ଧର୍ମରେ ଗୋମାତା ଭାବେ ପୂଜା ପାଉଥିବା ଗାଈ ସବୁବେଳେ ରାସ୍ତା ମଝିରେ ବସିଥାଆନ୍ତି। ଯାହା ଫଳରେ ଲୋକଙ୍କୁ ଯାତାୟାତ କରିବାକୁ ସମସ୍ୟା ସୃଷ୍ଟି ହୋଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି କ’ଣ ପାଇଁ ଗାଈ ସବୁବେଳେ ରାସ୍ତା ମଝିରେ ବସିଥାଆନ୍ତି। ଗାଈଙ୍କୁ…

ପାକିସ୍ତାନୀ ଗାୟକ ଅତିଫଙ୍କ ବଦଳରେ ସଲମାନ ଗାଇବେ ‘ନୋଟବୁକ’ ର ଗୀତ …

ମାର୍ଚ୍ଚ ୨୯ ତାରିଖରେ ରିଲିଜ ହେବାକୁ ଥିବା ଫିଲ୍ମ ନୋଟବୁକର ମେ ତାରେ ଗୀତକୁ ରି-ରେକର୍ଡ କରାଯିବ। କାରଣ ପାକିସ୍ତାନୀ ଗାୟକଙ୍କୁ ବ୍ୟାନ କରିବା ପରେ ଏବେ ଗାୟକ ଆତିଫ ଅସଲମଙ୍କୁ ସ୍ଥାନରେ ଅଭିନେତା ସଲମାନ ନିଜେ ତାଙ୍କ ଫିଲ୍ମର ଗୀତ ଗାଇବେ। ଗୀତର ବୋଲ “ମେ ତାରେ” ଗୀତ। ଅଭିନେତା ପ୍ରନୂତନ…