Odia News Portal

ଆଜିଠୁ ଚଳିତ ବର୍ଷର ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ

ଭୁବନେଶ୍ବର : ଆଜିଠୁ  ଚଳିତ ବର୍ଷର  ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହେବ । ଚଳିତ ବର୍ଷ ହଜାରେ ୯୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ୩ ଲକ୍ଷ ୬୯ ହଜାର ୫୩୭ ଛାତ୍ରଛାତ୍ରୀ । କଳାରେ ୨ ଲକ୍ଷ ୩୫ ହଜାର ୧୮୩, ବିଜ୍ଞାନରେ ୯୯ ହଜାର ୧୮, ବାଣିଜ୍ୟରେ ୨୭ ହଜାର ୨୭୮ ଏବଂ ଭୋକେସନାଲରେ ୮ ହଜାର ୫୮ ଜଣ…

ଖାକି ବାବୁଙ୍କ ମନ ଏବେ ପ୍ରଜାପତି

ଭୁବନେଶ୍ୱର : ରାଜଧାନୀରେ କାର୍ଯ୍ୟରତ ଜଣେ ବରିଷ୍ଠ ଖାକି ବାବୁଙ୍କ ଗୋଡ ଆଉ ତଳେ ଲାଗୁନାହିଁ । ରଙ୍ଗୀନ ମନରେ ସିଏ ଏବେ ସହରସାରା ପ୍ରଜାପତି ଭାବେ ଉଡି ବୁଲୁଛନ୍ତି । ଯାହାକୁ ଦେଖୁଛନ୍ତି କୁରୁଳୁଛନ୍ତି । ଶାୟରୀ ବି ବୋଲୁଛନ୍ତି । ମନ ଆଉ ସରକାରୀ କାମରେ ଲାଗୁନାହିଁ । ଏହା ଦେଖିଲାପରେ ଖାକି…

ବୈଜୟନ୍ତଙ୍କ ୨୨ ବର୍ଷର ସ୍ଵପ୍ନ ଥିଲା ବିଜେପି

ଭୁବନେଶ୍ବର () ଆଉ ଲୁଚିଛପି ନୁହେଁ, ଏବେ ଖୋଲାଖୋଲି ବିଜେପିର ସମର୍ଥନ କରିବେ ଏବଂ ଦଳ ପାଇଁ ପ୍ରଚାର କରିବେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ରାଜ୍ୟ ନେତାଙ୍କ ଗହଣରେ ଯୋଗଦାନ ପରେ ଆଜି ପୁଣି ଥରେ ଭୁବନେଶ୍ବର ଦଳୀୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ହୋଇଛି ।…

ପୁଣି ଏକାଠି ନଜର ଆସିବେ ଐଶ୍-ଅଭି !

ଫିଲ୍ମମେକର୍ ସଞ୍ଜୟ ଲୀଲା ଭଂଶାଲୀ ପ୍ରସିଦ୍ଧ କବି ଓ ଲେଖକ ସାହିର୍ ଲୁଧିଆନ୍ଭି (Sahir Ludhianvi) ଙ୍କ ବାୟୋପିକ୍ ତିଆରି କରିବାକୁ ଯାଉଛନ୍ତି। ଫିଲ୍ର ଲିଡ୍ ରୋଲ୍ ପାଇଁ ଏବେ ଚର୍ଚ୍ଚା ଜୋର୍ ଧରିଛି। ଖବର ଆସୁଛି କି ଏହି ଫିଲ୍ମରେ ସଞ୍ଜୟ ଲୀଲା ଭଂଶାଲୀ ଅଭିଷେକ ବଚ୍ଚନ ଓ ଐଶ୍ୱର୍ୟ୍ୟା ରାୟ…

ଅମାନତ ହରା ପ୍ରାର୍ଥୀଙ୍କୁ ନେଇ ସରକାର ଗଠନର ଅଭିଯାନ

ଭୁବନେଶ୍ବର () ଘର ତିଆରି ସମୟରେ ଭିତ୍ତିଭୂମୀକୁ ଯେମିତି  ସୁଦୃଢ କରିବାକୁ ପଡିଥାଏ, ରାଜ୍ୟରେ ଶାସନ ଭାର ନେବାକୁ ହେଲେ ତୃଣମୂଳ ସ୍ତରରେ ସଂଗଠନକୁ ସେତିକି ମଜବୁତ କରିବାକୁ ପଡିଥାଏ । ଓଡିଶାରେ ମିଶନ 120 ପ୍ଲସର ନାରା ଦେଇ ସରକାର ଗଠନର ଦାବି କରୁଥିବା ରାଜ୍ୟ ଶାଖା ବିଜେପି ସେହିଭଳି ନିଅଁ…

ସୈନିକମାନେ କାହିଁକି ରଖିଥାଆନ୍ତି ଛୋଟ ବାଳ : ଜାଣିଛନ୍ତି କି?

ଅଧିକାଂଶ ସମ୍ବାଦପତ୍ରରେ ଫଟୋ,ଗୁଗଲ୍ ଫଟୋ,ଗଣତନ୍ତ୍ର ଦିବସରେ ପ୍ୟାରେଡ୍,ଫିଲ୍ମ ଏବଂ ମେଟ୍ରୋରେ ଯାତ୍ରା ସମୟରେ ଆମେ ସୈନିକଙ୍କୁ ଦେଖିଥାଉ। ଏସବୁ ଦେଖି ଆପଣଙ୍କ ମନରେ ଗୋଟିଏ ପ୍ରଶ୍ନ ଉଙ୍କି ମାରୁଥିବ-ତାହା ହେଲା ସୈନିକଙ୍କ ବାଳ। ତେବେ ଆସନ୍ତୁ ଜାଣିବା ସୈନିକମାନେ କେଉଁ କାରଣରୁ ଛୋଟ ବାଳ…

ମିଶନ ଶକ୍ତି ମହିଳାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ :ନବୀନ

ବଲାଙ୍ଗୀର ଜିଲ୍ଲା ପଥରଚେପା ଠାରେ ଆୟୋଜିତ ମିଶନ ଶକ୍ତି ସମାବେଶରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୪୦ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ଥର ପାଇଁ ବଲାଙ୍ଗୀର ଗସ୍ତ କରିଛନ୍ତି । ମହାସମାବେଶରେ ମିଶନ ଶକ୍ତି ମା ମାନଙ୍କୁ ସମ୍ବୋଧିତ କରିଛନ୍ତି ନବୀନ । ମିଶନ ଶକ୍ତି ଗୃହର…

କିଏ ହେବେ କଂଗ୍ରେସ ପ୍ରାର୍ଥୀ?

କିଏ ହେବେ କଂଗ୍ରେସ ପ୍ରାର୍ଥୀ? ଆଜି ବସୁଛି କଂଗ୍ରେସ ନିର୍ବାଚନ କମିଟି (ପିଇସି) ବୈଠକ। ବୈଠକରେ ବିଭିନ୍ନ ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜୟ ସମ୍ବାବନା ଥିବା ପ୍ରାର୍ଥୀଙ୍କ ବିଷୟରେ ଆଲୋଚନା ହେବ । ଆଲୋଚନା ପରେ ଏଆଇସିସି ନିକଟକୁ ପଠାଯିବ ଚୁଡାନ୍ତ ପ୍ରାର୍ଥୀ ତାଲିକା। ସେଠାରେ…

ହୋଟେଲକୁ ଅବଢ଼ା ମନା !

ପୁରୀ: ବଡ଼ଦାଣ୍ଡର ଏକ ହୋଟେଲକୁ ଅବଢ଼ା ମନା। କୌଣସି ଭକ୍ତ ହୋଟେଲ ରୁମ୍‌କୁ ଅବଢ଼ା ଆଣି ପାରିବେ ନାହିଁ। ଏମିତି ଲିଖିତ କଟକଣା ଲଗାଇଛନ୍ତି ହୋଟେଲ ପରିଚାଳନା କର୍ତ୍ତୃପକ୍ଷ। ଯାହାକୁ ନେଇ ହୋଟେଲରେ ରହୁଥିବା ଭକ୍ତମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏପରିକି ଏହାକୁ ନେଇ ସୋମବାର…

ଯୋଗ କରିବା ପାଇଁ କାହିଁକି ଜରୁରୀ ମ୍ୟାଟ୍ ? ଆସନ୍ତୁ ଜାଣିବା …

ଯୋଗ ଅଭ୍ୟାସ ଭାରତରେ ପ୍ରାଚୀନ କାଳରୁ ଚାଲି ଆସିଛି। ନିତିଦିନ ଏହାକୁ କରିବା ଦ୍ବାରା ମାନସୀକ ଏବଂ ଶରୀରିକ ସମସ୍ତ ସମସ୍ୟା ଠିକ୍ ହୋଇଥାଏ। ପୂର୍ବେ ପାଣି, ପଥର, କାଠ ଅଥବା ଭୁଇଁରେ ବସି ଯୋଗଭ୍ୟାସ କରାଯାଉଥିଲା। କିନ୍ତୁ ସମୟ ସହ ପରିବର୍ତ୍ତନ ହୋଇଛି ଏହାକୁ କରିବାର ଉପାୟ। ଏଣୁ ଏବେ…