ଏପ୍ରିଲରେ ବିବାହ କରିବେ ଅର୍ଜୁନ୍ ଏବଂ ମଲାଇକା !
ବିବାହ କରିବେ ଅର୍ଜୁନ କପୁର ଏବଂ ମଲାଇକା ଅରୋରା । ଦୀର୍ଘ ଦିନ ଧରି ଉଭୟଙ୍କ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ଶୁଣିବାକୁ ମିଳୁଥିଲା । ଏବେ ଏହି ଚର୍ଚ୍ଚାରେ ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ପଡିଛି । କାରଣ ଶୁଣିବାକୁ ମିଳୁଛି ଚଳିତ ବର୍ଷ ଏପ୍ରିଲ୍ ମାସରେ ଉଭୟ କରିପାରନ୍ତି ବିବାହ । ଆଉ ଏହି କଥାକୁ…
