ଥାନାରେ ପଶି ଆକ୍ରମଣ : ୪ ପୁଲିସ ଅଧିକାରୀ ଆହତ
ଭୁବନେଶ୍ବର : ଥାନାରେ ପଶି ଆକ୍ରମଣ । ବିଳମ୍ବିତ ରାତିରେ ଭୁବନେଶ୍ବର ସହିଦନଗର ଥାନାରେ ଥାନା ଅଧିକାରୀଙ୍କ ସମେତ ୪ପୁଲିସ ଅଧିକାରୀଙ୍କୁ ସଂଘବଦ୍ଧ ଆକ୍ରମଣ । ପୋଲିସ ହେପାଜତରେ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ୮ରୁ ୧୦ଜଣ ଦୁର୍ବୃତ୍ତ ଆକ୍ରମଣ କରିବା ସମୟରେ ପୋଲିସ ଅଟକାଇବାରୁ ଆକ୍ରମଣର ଶିକାର…
