ଭିଜିଲାନ୍ସ ଜାଲରେ ଅଶୋକ କୁମାର ଡୁଙ୍ଗଡୁଙ୍ଗ
ରାଉରକେଲା : ଭିଜିଲାନ୍ସ ଜାଲରେ ବଣାଇ ଗ୍ରାମାଞ୍ଚଳ ଶ୍ରମ ନିରୀକ୍ଷକ । ତାଙ୍କ ନାଁ ଅଶୋକ କୁମାର ଡୁଙ୍ଗଡୁଙ୍ଗ । ୩ ହଜାର ୨୫୦ ଟଙ୍କା ଲା଼ଞ୍ଚ ନେବା ବେଳେ ତାଙ୍କୁ ଧରିଥିଲା ରାଉରକେଲା ଭିଜିଲାନ୍ସ ବିଭାଗ । ଅଭିଯୋଗ ହୋଇଛି ସୁନ୍ଦରଗଡ଼ ଜିଲ୍ଲା ଅଣସଂଗଠିତ ଶ୍ରମିକ ସଂଘର ସାଧାରଣ ସମ୍ପାଦକ…
