Odia News Portal

ପୂର୍ବତଟ ରେଳବାଇ ବିଭାଜନକୁ ବିରୋଧ : ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲା ବିଜେଡ଼ି

ଭୁବନେଶ୍ବର, ( ଚକ୍ରଧର ମାଝି) : ପୂର୍ବତଟ ରେଳବାଇ ବିଭାଜନକୁ ବିରୋଧ । ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଲା ବିଜୁ ଜନତା ଦଳ । ଚନ୍ଦ୍ରଶେଖରପୁର ସ୍ଥିତ ପୂର୍ବତଟ ରେଳବାଇର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରୁଛନ୍ତି ବିଜେଡି କର୍ମୀ । କେନ୍ଦ୍ର ସରକାର ଜାଣିଶୁଣି ରାଜନୈତିକ…

‘କାଳିଆ’ ଦେଶକୁ ବାଟ ଦେଖାଇଛି : ମୁଖ୍ୟମନ୍ତ୍ରୀ

କାଳିଆ ଯୋଜନା ସାରା ଦେଶକୁ ବାଟ ଦେଖାଇଛି । ଏହି ଯୋଜନା ଦ୍ୱାରା ରାଜ୍ୟର ବହୁ ଚାଷୀ ଉପକୃତ ହୋଇଛନ୍ତି । ଦେଶକୁ ମହିଳା, ଯୁବକ ଓ ଚାଷୀ ସମୃଦ୍ଧ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଉରକେଲା ସେକ୍ଟର-୧୩ ବିମାନ କ୍ଷେତ୍ର ନିକଟସ୍ଥ ପଡ଼ିଆରେ ଆୟୋଜିତ କାଳିଆ ସମାବେଶରେ…

ଜ୍ୱର ଭଲ ହେବା ପାଇଁ ୫ ଦିନର ଶିଶୁକନ୍ୟାର ଦେହସାରା ଚେଙ୍କ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ବାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ତୁମରନ ଗାଁରେ ଜଣେ ଶିଶୁକନ୍ୟାକୁ ଚେଙ୍କ ଦିଆଯାଇଥିବା ଅଭିଯୋଗ ହୋଇଛି। ଜ୍ୱର ଭଲ ହେବା ପାଇଁ ଶିଶୁଟିକୁ ଚେଙ୍କ ଦିଆଯାଇଥିବା ଜଣାପଡ଼ିଛି। ଗତ କିଛି ଦିନ ହେଲା ଶିଶୁଟି ଜ୍ୱରରେ ପୀଡ଼ିତ ଥିଲା। ଜ୍ୱର ଭଲ ହେବା ପାଇଁ ଗତକାଲି ତାକୁ…

ନିର୍ଦ୍ଧାରିତ ସମୟରେ ଲୋକସଭା ନିର୍ବାଚନ : ମୁଖ୍ୟ ନିର୍ବାଚନ କମିସନର

ଲକ୍ଷ୍ନୌ : ୨୦୧୯ ଲୋକସଭା ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ ଏବଂ ଏଥିପାଇଁ ଭାରତୀୟ ନିର୍ବାଚନ କମିସନ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ଆଜି ମୁଖ୍ୟ ନିର୍ବାଚନ କମିସନର ସୁନିଲ ଆରୋରା ସ୍ପଷ୍ଟ କରିଛନ୍ତି। ଭାରତ-ପାକିସ୍ତାନ ସୀମାରେ ଦେଖାଦେଇଥିବା ଉତ୍ତେଜନାକୁ ନେଇ ସରଗରମ ସ୍ଥିତି…

ଆଜି ଯାଜପୁର ଓ ଭଦ୍ରକ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି ଯାଜପୁର ଓ ଭଦ୍ରକ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବଡ଼ଚଣାରେ ଦିନ ସାଢେ ୧୧ରେ ପହଞ୍ଚିବା ପରେ ୧୦୯ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଉଦଘାଟନ କରିବେ  । ପ୍ରାୟ ୫୦ କୋଟିର ପ୍ରକଳ୍ପ ମଧ୍ୟ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି ।  ସେହିପରି ଦିନ…

ହାଇଦ୍ରାବାଦରେ ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଦିନିକିଆ ଶୃଙ୍ଖଳା

ହାଇଦ୍ରାବାଦ : ଆଜି ହାଇଦ୍ରାବାଦରେ ଖେଳାଯିବ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଦିନିକିଆ । ଟି୨୦ ସିରିଜ୍ ରେ କଙ୍ଗାରୁ ଟିମ୍ ଠାରୁ ମାତ୍ ଖାଇବା ପରେ ଆଜିର ମ୍ୟାଚ୍ ଜିତି ସିରିଜରେ ଆଡଭାଣ୍ଟେଜ୍ ନେବା ଚକ୍କରରେ ରହିବ ଟିମ୍ ଇଣ୍ଡିଆ । ବିଶେଷ କରି ବିଶ୍ବକପ୍ ପୂର୍ବରୁ ଏହା ଶେଷ ସିରିଜ୍ ହୋଇଥିବାରୁ…

ଚାପରେ ଚେପା ହେଲା ପାକିସ୍ତାନ, ସ୍ୱଦେଶକୁ ଫେରିଲେ ଅଭିନନ୍ଦନ

ଜନ୍ମମାଟିରେ ପାଦ ଥାପିଲେ ବାୟୁସେନା ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ। ପାକ ରେଞ୍ଜର୍ସର ଅଧିକାରୀମାନେ ସମସ୍ତ ପ୍ରକ୍ରିୟା ଶେଷ କରିବା ପରେ ତାଙ୍କୁ ଭାରତୀୟ ବୈଦେଶିକ ଅଧିକାରୀଙ୍କୁ ହସ୍ତାନ୍ତର କରିଛନ୍ତି । ସୀମାରେ ସାଧାରଣ ନାଗରିକଙ୍କ ପରି ଆବଶ୍ୟକ ଭିସା ଓ ପାସପୋର୍ଟ ପ୍ରକ୍ରିୟା…

ବନହରପାଲୀରେ 1320 ମେଗାୱାଟର ବିଦ୍ୟୁତ ପ୍ରକଳ୍ପ ଲୋକାର୍ପିତ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡା ଜିଲ୍ଲା ଗସ୍ତ କରି ବନହରପାଲୀଠାରେ ଓପିଜିସର 660X2 ମେଗାୱାଟ ବିଶିଷ୍ଟ ବିଦ୍ୟୁତ ସଂପ୍ରସାରଣ ପ୍ରକଳ୍ପ ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି । ଏହାଦ୍ବାରା ଶକ୍ତି କ୍ଷେତ୍ରରେ ରାଜ୍ୟ ସ୍ବାବଲମ୍ବି ହୋଇପାରିଛି ଏବଂ…

ଦଳୀୟ ସ୍ବାର୍ଥ ପାଇଁ ରେଳବାଇକୁ ଦେବାଳିଆ କରାଯାଉଛି

ଭୁବନେଶ୍ବର () କେଉଁ ସ୍ବାର୍ଥରେ ଆନ୍ଧ୍ରପ୍ରଦେଶ ପାଇଁ ସ୍ବତନ୍ତ୍ର ଭାବେ ନୂଆ ରେଲବାଇ ଜୋନ ଗଠନ କରାଯାଇଛି । ଯେତେବେଳେ କି ରେଳ ମନ୍ତ୍ରଣାଳୟର ନିର୍ଦ୍ଦେଶରେ ଗଠିତ ଉଚ୍ଚସ୍ତରୀୟ କମିଟି ଗତ ତିନି ବର୍ଷ ତଳୁ କେବଳ ଆନ୍ଧ୍ରପ୍ରଦେଶ ପାଇଁ ନୂଆ ରେଳବାଇ ଜୋନ ଗଠନ ପ୍ରସ୍ତାବକୁ ଅଗ୍ରାହ୍ୟ…

(ଓଆଇସି)ର ସମ୍ମିଳନୀରେ ପାକିସ୍ତାନ ବିରୋଧରେ ବର୍ଷିଛନ୍ତି ସୁଷମା ସ୍ୱରାଜ

ଯେଉଁ ଇସ୍ଲାମିକ ରାଷ୍ଟ୍ର ସମୂହ ତାକୁ ସମର୍ଥନ ଜଣାଇବେ ବୋଲି ପାକିସ୍ତାନ ଆଶା ବାନ୍ଧିଥିଲା, ଆଜି ବାବୁଧାବିଠାରେ ସେଇମାନଙ୍କ ସାମ୍ନାରେ ଅର୍ଗାନାଇଜେସନ୍ ଅଫ୍ ଇସ୍ଲାମିକ କୋପରେସନ୍ (ଓଆଇସି)ର ସମ୍ମିଳନୀରେ ଯୋଗ ଦେଇ ପାକିସ୍ତାନ ବିରୋଧରେ ବର୍ଷିଛନ୍ତି କେନ୍ଦ୍ର ବୈଦେଶିକ ମନ୍ତ୍ରୀ ସୁଷମା…