Odia News Portal

ଆଜି ମୁଖ୍ୟମନ୍ତ୍ରୀଙ୍କ ରାଉରକେଲା ଗସ୍ତ : ୩୩୬ କୋଟି ୬୧ ଲକ୍ଷ ଟଙ୍କାର ୨୩ଟି ପ୍ରକଳ୍ପର ଉଦଘାଟନ

ରାଉରକେଲା : ଆଜି ରାଉରକେଲା ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏରୋଡ୍ରମ ଫିଲ୍ଡରେ ହେବାକୁ ଥିବା କାଳିଆ ଯୋଜନା ସମାବେଶରେ ଯୋଗଦେବେ ନବୀନ । ୩୩୬ କୋଟି ୬୧ ଲକ୍ଷ ଟଙ୍କାର ୨୩ଟି ପ୍ରକଳ୍ପର ଉଦଘାଟନ କରିବା ସହ ୩୦୯ କୋଟି ୭୮ ଲକ୍ଷ ଟଙ୍କାର ୧୯ଟି ପ୍ରକଳ୍ପର କରିବେ ଶିଳାନ୍ୟାସ…

ପୂର୍ବତଟ ରେଳବାଇକୁ ବୁଡାଇଦେବାକୁ କେନ୍ଦ୍ରର ଚକ୍ରାନ୍ତ

ଭୁବନେଶ୍ବର () ପୂର୍ବତଟ ରେଳବାଇର ବିଭାଜନ କରି ବିଶାଖାପାନାରେ ଆଉ ଏକ ରେଳବାଇ ଜୋନ- ଦକ୍ଷୀଣତଟ ରେଳବାଇ ଡିଭିଜନ ପ୍ରତିÂା କରାଯିବା ପୂର୍ବତଟ ରେଳବାଇ ପାଇଁ ମୃତ୍ୟୁଘଣ୍ଟି ଭଳି ହୋଇଛି । ପୂର୍ବତଟ ରେଳବାଇକୁ ବୁଡାଇଦେବା ପାଇଁ ଏହା କେନ୍ଦ୍ରର ଆଉ ଏକ ଚକ୍ରାନ୍ତ । ଦେଶର ରେଳବାଇ କ୍ଷେତ୍ରରେ…

ଦମ୍ପତିଙ୍କ ମଧ୍ୟରେ ଏହି ସବୁ ଝଗଡ଼ା ବଢ଼ାଇଥାଏ ପ୍ରେମ

କଥାରେ ରହିଛି ନା ଯେଉଁଠି ଝଗଡ଼ା ସେଇଠି ପ୍ରେମ। କିନ୍ତୁ ବେଳେବେଳେ ଝଗଡ଼ା ଏତେ ମାତ୍ରାରେ ବଢ଼ିଯାଏ କି ତାହା ବିନାଶର କାରଣ ପାଲଟିଯାଏ। ସେହିପରି ଅଧିକ ପ୍ରେମ ମଧ୍ୟ ସଂପର୍କକୁ ପିତା କରିଥାଏ। ଏଣୁ ସଂପର୍କକୁ ମଜବୁତ ରଖିବା ପାଇଁ ଛୋଟ ମୋଟ ଝଗଡ଼ା ନିହାତି ଜରୁରୀ । ଆଜି ଆମେ ଆପଣଙ୍କୁ ସେହିଭଳି…

ଅଭିନେତା ପରେଶ୍ଙ୍କ ଜବାବରେ ପାକିସ୍ତାନୀ କଳାକାର ଅଲ୍ଲୀଙ୍କ ମୁହଁ ବନ୍ଦ

ପୁଲଓ୍ଵାମାରେ ଆତଙ୍କବାଦୀମାନେ ଆତ୍ମଘାତୀ ଆକ୍ରମଣ କରିବା ପରେ ଏହା ସାରା ଦେଶବାସୀଙ୍କୁ ଶୋକରେ ବୁଡ଼ାଇ ଦେଇଥିବା ବେଳେ ପରେଶ ରାଓ୍ଵଲ ଏହାକୁ କଡ଼ା ବିରୋଧ କରିଥିଲେ । ପୁଲଓ୍ଵାମା ଆକ୍ରମଣ ପରେ ସେ ପାକିସ୍ତାନଙ୍କୁ ଉଚିତ୍ ଜବାବ ଦିଆଯିବା ଦରକାର ବୋଲି ଦାବି କରି ଆସୁଥିବା ବେଳେ ଏବେ ବଲିଉଡ୍…

ପାଇଲଟଙ୍କୁ ଛାଡିବାକୁ ବାଧ୍ୟ ହେଲା ପାକିସ୍ତାନ

ଭାରତର ଚାପରେ ଚେପା ପାକିସ୍ତାନ ଶେଷରେ ପାଇଲଟ ଅଭିନନ୍ଦନଙ୍କୁ ଛାଡ଼ିବାକୁ ରାଜି ହୋଇଛି। ପାଇଲଟ ଅଭିନନ୍ଦନଙ୍କୁ ଶାନ୍ତି ପ୍ରତିଷ୍ଠା ପାଇଁ ମୁକ୍ତ କରାଯିବ ବୋଲି ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦେଶର ସଂସଦରେ ଘୋଷଣା କରିଛନ୍ତି। ସେହିପରି ଅଭିନନ୍ଦନଙ୍କ ଗିରଫଦାରୀ…

ସ୍ବଚ୍ଛତା ନିମନ୍ତେ ‘କାୟାକଳ୍ପ’ ସମ୍ମାନ

ଭୁବନେଶ୍ବର () ଓଡିଶା ହେଉଛି ଦେଶର ପ୍ରଥମ ରାଜ୍ୟ ଯେଉଁଠି ସହରାଚଂଳର ପ୍ରାୟ ୪୨ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର କାୟାକଳ୍ପ ସମ୍ମନରେ ସମ୍ମାନିତ ହୋଇଛନ୍ତି ବୋଲି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ,ଆଇନ,ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଆଜି ଜୟଦେବ ଭବନ ଠାରେ ଆୟୋଜିତ…

ପାକିସ୍ତାନ ହାତରେ କେମିତି ଧରାପଡ଼ିଲେ ଅଭିନନ୍ଦନ ? ଜାଣନ୍ତୁ…

ମିଗ୍-୨୧ ଉଡ଼ାଉଥିବା ଭାରତୀୟ ବାୟୁ ସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ କେମିତି ସୁରକ୍ଷିତ ଭାବେ ପାକିସ୍ତାନରୁ ଭାରତ ଫେରିବେ ଏବେ ସେଇ ଚିନ୍ତାରେ ସାରା ଦେଶ । ସେଠାରେ ପାକିସ୍ତାନୀୟ ସେନା ଯେଭଳି ତାଙ୍କୁ କୌଣସି କ୍ଷତି ନପହଞ୍ଚାଏ ବା ନିର୍ୟାତନା ନଦିଏ ସେଥିପ୍ରତି ମଧ୍ୟ ସରକାର ସଜାଗ…

ପାକିସ୍ତାନକୁ ଭାରତର କଡା ଚେତାବନୀ

ଅଟକ ରଖିଥିବା ଭାରତୀୟ କ୍ୟାପଟେନକୁ ପାକିସ୍ତାନ ତୁରନ୍ତ ଖଲାସ କରିବା ପାଇଁ ଭାରତ ପାକିସ୍ତାନକୁ କଡା ଚେତାବନୀ ଦେଇଛି । ଅନ୍ୟ ପକ୍ଷରେ ପାକିସ୍ତାନ ଭାରତୀୟ କ୍ୟାପଟେନ କୁ କେତେକ ସର୍ତ୍ତରେ ଛାଡିବ ଏବଂ ଉଭୟ ଦେଶ ମଧ୍ୟରେ କଥାବାର୍ତ୍ତା ପରେ କରାଯିବ ବୋଲି ପାକିସ୍ତାନ କହିଛି । ଇତି ମଧ୍ୟରେ…

ଜନତାଙ୍କ ପାଖରେ ବିଜେପି ନେତ୍ରୀ ଅପରାଜିତା, ଗାଁକୁ ଗାଁ ବୁଲି ଯୋଗାଡ କରିବାରେ ଲାଗିଛନ୍ତି ସମର୍ଥନ

ଭୁବନେଶ୍ବର : ଧୁଡୁଧୁଡିଆ ଦେହ, ପାକଳ କେଶ ଆଉ ପାକୁଆ ପାଟିରେ ଚେନାଏ ହସ । ନିଜ ଜୀବନର ଅପରାହ୍ନରେ ପହଁଚିଥିବା କିଛି ବୁଢ଼ୀ ମାଉସୀ ଓ ତାଙ୍କ ନେତ୍ରୀଙ୍କ ବାବଦରେ କାହାଣୀଟିଏ। ପୁରୁଣା କଥା ସବୁ ମାଉସୀଙ୍କ ଆଖିସାମ୍ନାରେ ଭାସି ଉଠୁଛି । ଜିଲ୍ଲାପାଳ ଥିବା ସମୟରେ ଅଧିକାରୀଙ୍କ ଗହଣରେ ଗାଁକୁ…

ଅଭିନନ୍ଦନକୁ କିଛି କ୍ଷତି କରିପାରିବ ନାହିଁ ପାକିସ୍ତାନ, ଆସନ୍ତୁ ଜାଣିବା କ’ଣ ପାଇଁ

ପାକିସ୍ତାନ କବଜାରେ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ। ଜେନିଭା କନଭେନସନର ନିୟମ ଅନୁସାରେ ତାଙ୍କୁ ସୁରକ୍ଷିତ ଫେରାଇବାକୁ କହିଛି ଭାରତ। ଏନେଇ ପାକିସ୍ତାନ ଡେପୁଟୀ ହାଇକମିଶନରଙ୍କୁ ବି ସମନ କରାଯାଇଥିଲା। ମିଗ୍‌-୨୧ ବିମାନ ଉଡ଼ାଉଥିବା ଅଭିନନ୍ଦନ ପାକିସ୍ତାନର F-16 ଯୁଦ୍ଧ…