Odia News Portal

ବ୍ରହ୍ମ ବିଭ୍ରାଟ ତଦନ୍ତ ରିପୋର୍ଟ ୧୧ଜଣଙ୍କୁ ନୋଟିସ

ପ୍ରକାଶ ପାଇଛି ବ୍ରହ୍ମ ବିଭ୍ରାଟ ତଦନ୍ତ ରିପୋର୍ଟ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୧୧ଜଣଙ୍କୁ ନୋଟିସ ଜାରି କରା ଯାଇଛି । ଏଥିରେ ୧୦ ଜଣ ଦଇତାପତି ଓ ଜଣେ ମହାରଣା ସେବାୟତ ଥିବା ସୂଚନା ମିଳିଛି । ତତ୍କାଳୀନ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ରିପୋର୍ଟ ଆଧାରରେ ଏହି ନୋଟିସ ଜାରି କରିଛି…

15ଟି କ୍ଷେତ୍ରରୁ 183 ପୁଞ୍ଜିନିବେଶ ପ୍ରସ୍ତାବ

ଭୁବନେଶ୍ୱର (): ମେକ୍ ଓଡିଶା କନକ୍ଲେଭରେ ୧୫ଟି କ୍ଷେତ୍ରରେ ମୋଟ ୧୮୩ଟି  ପୁଞ୍ଜିନିବେଶ ପ୍ରସ୍ତାବ ଆସିଛି । ଏହି ସବୁ ପ୍ରକଳ୍ପରେ ୪ ଲକ୍ଷ ୧୯ ହଜାର ୫୭୪ କୋଟି ୫୩   ଲକ୍ଷ ଟଙ୍କାର ପୁଞ୍ଜିନିବେଶ ହେବ । ମିନେରାଲ୍ ଓ ମେଟାଲ୍ କ୍ଷେତ୍ରରେ ୫୩ଟି ପ୍ରସ୍ତାବ ଆସିଛି । ଏହି କ୍ଷେତ୍ରରେ ୨ ଲକ୍ଷ ୩୬…

ନବୀନଙ୍କ ମିଶନ : ବିକଶିତ ଓଡିଶା, କୁଶଳୀ ଯୁବଶକ୍ତି

4,19,574 କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ଯୋଗଦେଲେ 19 ରାଷ୍ଟ୍ରର ବିଜନେସ ଟାଇକୁନ ସୃଷ୍ଟି ହେବ 5 ଲକ୍ଷ 91 ହଜାର ନିଯୁକ୍ତି ସୁଯୋଗ 2020 ନଭେମ୍ବର 30ରେ ତୃତୀୟ ସଂସ୍କରଣ ଭୁବନେଶ୍ୱର : ମେକ ଇନ୍ ଓଡ଼ିଶା କନକ୍ଲେଭର ୨ୟ ସଂସ୍କରଣ ସଫଳତାର ସହ ଅନ୍ତିମ ପର୍ଯ୍ୟାୟରେ…

ସ୍ୱାସ୍ଥ୍ୟ ସେବାରେ 3 ବର୍ଷରେ ୨୭୫୦ କୋଟି

ଭୁବନେଶ୍ୱର : ଆସନ୍ତା ଦୁଇରୁ ତିନିବର୍ଷ ମଧ୍ୟରେ ଓଡିଶାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୨୭୫୦କୋଟି ଟଙ୍କାରୁ ଉର୍ଦ୍ଧ୍ବ ପୁଞ୍ଜି ବିନିଯୋଗର ସମ୍ଭାବନା ସୃଷ୍ଟି ହୋଇଛି । ପୁଞ୍ଜିପତିମାନେ ଡିଜିଟାଲ ସ୍ୱାସ୍ଥ୍ୟକେନ୍ଦ୍ର, ରୋଗ ନିରୂପଣ ଓ ଡାଏଲିସିସ୍, ସୁଲଭ ସ୍ୱାସ୍ଥ୍ୟସେବା ଯୋଗାଣ, ହୃଦ୍ରୋଗ ଓ…

ଅନ୍ଧବିଶ୍ୱାସରେ ପେଚା ବଳି

ଆଜିକା ସମୟରେ ମଧ୍ୟ ଲୋକେ ଗୁଣିଗାରେଡ଼ି ଉପରେ ବିଶ୍ୱାସ କରୁଛନ୍ତି । ଆଜି ବି ଅନ୍ଧବିଶ୍ୱାସର ବିଷ ବିଳୟ ଭିତରେ ରହିଛି ମଣିଷ ସମାଜ । ଅବନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ମଣିଷ ତଳକୁ ଖସିଯାଉଛି । କାର୍ୟ୍ୟ ସାଧନ ପାଇଁ କଷ୍ଟ ନକରି ସୁବିଧା ରାସ୍ତା ବାଛିବାକୁ ଚାହୁଁଛନ୍ତି ଲୋକେ । କେତେବେଳେ କିଏ…

ଶ୍ରୀମନ୍ଦିରରେ ଧାଡି ଦର୍ଶନ ବନ୍ଦ

ଶ୍ରୀମନ୍ଦିରରେ ଧାଡି ଦର୍ଶନ ବନ୍ଦ । କାର୍ତ୍ତିକ ମାସ ଆରମ୍ଭରୁ ପାଖାପାଖି ୨୧ ଦିନ ହେବ ଶ୍ରୀମନ୍ଦିରରେ ଧାଡି ଦର୍ଶନ ବ୍ୟବସ୍ଥା ବନ୍ଦ ଥିବା କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ । ଶ୍ରୀମନ୍ଦିର ଧାଡି ଦର୍ଶନକୁ ନେଇ ଯେଉଁ ଚର୍ଚ୍ଚା ଚାଲିଛି ତାକୁ ଖଣ୍ଡନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ…

ଏଟିଏମ୍ ଟଙ୍କା ଭର୍ତ୍ତି ନାଁରେ ଠକେଇ

ସାମ୍ନାକୁ ଆସିଲା ୪୦ ଲକ୍ଷ ଲୁଟର ନକ୍ସା । ଏଟିଏମରେ ଟଙ୍କା ଭର୍ତି ପାଇଁ ଆସିଥିବା ଗାଡିରୁ ୪୦ ଲକ୍ଷ ଲୁଟ ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ହେଲେ ସେ ଗାଡିର ଡ୍ରାଇଭର ଓ ତାର ଜଣେ ସହଯୋଗୀ । ଭାରତୀୟ ଷ୍ଟେଟ ବ୍ୟାଙ୍କର ଏଟିଏମ ଗୁଡିକରେ ଟଙ୍କା ଭର୍ତ୍ତି ପାଇଁ ରାଡିଏଂଟ…

ଶଙ୍ଖ ଫୁଙ୍କିଲେ ନିରୋଗୀ ହେବେ ଜାଣନ୍ତୁ…

ଭାରତୀୟ ସଂସ୍କୃତି ଅନୁଯାୟୀ ସମସ୍ତ ଶୁଭ କାର୍ୟ୍ୟରେ ଶଙ୍ଖ ବଜାଯାଇଥାଏ । ଏପରିକି ଶଙ୍ଖର ଧ୍ୱନି ଯେତିକି ଦୂର ବ୍ୟପିଥାଏ ସେ ପର୍ୟ୍ୟନ୍ତ ସମସ୍ତ ନକାରତ୍ମକ ଭାବନା ଦୂର ହୋଇଥାଏ ବୋଲି କୁହାଯାଏ । ଏହାର ଧ୍ୱନି ବାୟୁମଣ୍ଡଳକୁ ଶୁଦ୍ଧ କରିଥାଏ ଯାହା ଦ୍ୱାରା ବିଭିନ୍ନ ପ୍ରକାରର ରୋଗ ମଧ୍ୟ ଦୂର…

ଉପହାର ଦେଉଛନ୍ତି କି ? ଦେଖିକି…

ଆମ ସମାଜରେ ଜଣେ ଜଣଙ୍କ ଖୁସି ପାଇଁ ଉପହାର ଦେବାର ପରମ୍ପରା ରହିଛି। ଅନେକ ଶୁଭ ଅବସରରେ ଆମେ ଆମର ବନ୍ଧୁ ଏବଂ ପରିଜନ ମାନଙ୍କୁ ଉପହାରରେ ବହୁତ ଜିନିଷ ଦେଇଥାନ୍ତି ଏବଂ ନେଇଥାନ୍ତି। ବାସ୍ତୁ ଶାସ୍ତ୍ର ଅନୁସାରେ କେତେକ ଜିନିଷ ଏମିତି ଅଛି ଯାହାକୁ ଉପହାରରେ ଦେବା ଦ୍ବାରା ଅଶୁଭ ଫଳର ପ୍ରାପ୍ତି…

ଓଠ ଫାଟୁଛି କି ?

ଶୀତ ଋତୁ ଆସିଲାଣି ଏବଂ ଥଣ୍ଡା ଆପଣଙ୍କ ପାଖକୁ ଅତିଥି ହୋଇ ଆସିଲାଣି। ଏମିତିରେ ଓଠ ଫାଟିବା ଏକ ସାଧାରଣ କଥା ଅଟେ। ଆପଣଙ୍କୁ ଚିନ୍ତା କରିବା ଆବଶ୍ୟକ ନାହିଁ କାରଣ ଆଜି ଆମେ ଆପଣଙ୍କୁ ଜଣାଇବୁ କେମିତି ଘରେ ଥିବା ସାମଗ୍ରୀରୁ ଆପଣ ଫଟା ଓଠରୁ ମୁକ୍ତି ପାଇପାରିବେ। ଗୋଲାପ ପାଖୁଡାକୁ ସଫା ପାଣିରେ…