ଇଣ୍ଡିଆନ ଗ୍ରାଁ ପ୍ରି-୨ : ଦୂତିଙ୍କୁ ସ୍ବର୍ଣ୍ଣ ସହ ଏସୀୟ ଯୋଗ୍ୟତା
ନୂଆଦିଲ୍ଲୀ : ୨୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ଓଡ଼ିଆ ଅଲମ୍ପିଅନ ଦୂତି ଚାନ୍ଦ । ନୂଆଦିଲ୍ଲୀରେ ଚାଲିଥିବା ଇଣ୍ଡିଆନ ଗ୍ରାଁ ପ୍ରି-୨ରେ ଦୂତିଙ୍କୁ ଏହି ସଫଳତା ମିଳିଛି । ସେ ନିର୍ଦ୍ଧାରିତ ଦୂରତାକୁ ୨୩.୩୦ସେକେଣ୍ଡରେ ଶେଷ କରିଛନ୍ତି । ଏହାସହ ଦୂତି ଦୋହାରେ ଆୟୋଜିତ ହେବାକୁ…
