Odia News Portal

୩୦ ବିଦେଶୀ ପକ୍ଷୀଙ୍କୁ ମାରିଦେଲେ

ବନ ବିଭାଗର କଟକଣା ସତ୍ତ୍ୱେ ଚିଲିକାରେ ଜାରି ରହିଛି ଅବାଧ ପକ୍ଷୀ ଶିକାର। ଯାହାର ପ୍ରମାଣ ଆଜି ଦେଖିବାକୁ ମିଳିଛି। ଆଜି ସକାଳେ ଚିଲିକା କୂଳର ବାଲିପାଟପୁର ଓ ଅଭିମାନପୁର ଅଞ୍ଚଳରୁ ଶିକାର ହୋଇଥିବା ୩୦ଟି ବିଦେଶାଗତ ପକ୍ଷୀର ମୃତଦେହ ଉଦ୍ଧାର କରାଯାଇଛି। ଶିକାରରେ ସମ୍ପୃକ୍ତ ଥିବା ଅଭିଯୋଗରେ…

ନବୀନଙ୍କ ଯୋଗୁଁ ଓଡିଶା ପୁଂଜି ନିବେଶକାରୀଙ୍କ ଆକର୍ଷଣ

ଭୁବନେଶ୍ବର () ମେନ ଇନ ଓଡିଶା କନକ୍ଲେଭର ଦ୍ବିତୀୟ ଦିନରେ ରିଲାଏନ୍ସ ଭଳି ବିର୍ଲା କମ୍ପାନୀ ମଧ୍ୟ ଓଡିଶାରେ ଆସନ୍ତା ଦୁଇ ବର୍ଷରେ 14ହଜାର 400 କୋଟି ଟଙ୍କାର ପୁଂଜି ନିବେଶ କରିବ ବୋଲି ଆଦିତ୍ୟ ବିର୍ଲା ଗ୍ରୁପ୍‌ର ଅଧ୍ୟକ୍ଷ କୁମାର ମଙ୍ଗଳମ ବିର୍ଲା ଘୋଷଣା କରିଛନ୍ତି। ଏହି ଅବସରରେ ସେ…

ବିଜୁଙ୍କ ସ୍ବପ୍ନ ସାକାର କରିବାକୁ ନବୀନଙ୍କୁ ସହଯୋଗର ହାତ ବଢାଇଲେ ମୁକେଶ

ନବୀନଙ୍କ ନେତୃତ୍ବରେ ଓଡିଶା ପୁଂଜି ନିବେଶର ଉପଯୁକ୍ତ ସ୍ଥାନ ଭୁବନେଶ୍ବର () ମେକ ଇନ ଓଡିଶା କନକ୍ଲେଭର ଦ୍ବିତୀୟ ଦିନରେ ମୁଖ୍ୟ ଆକର୍ଷଣ ଥିଲେ ଦେଶର ସବୁଠାରୁ ଧନୀ ବ୍ୟକ୍ତି ତଥା ବିଜନେସ ଟାଇକୁଲ ମୁକେଶ ଅମ୍ବାନୀ । ଏହି କନକ୍ଲେଭକୁ ସମ୍ବୋଧିତ କରି ସେ କହିଥିଲେ ଯେ, ଓଡିଶାର ରିଲାଏନ୍ସ…

ଡ୍ରାମା କରୁକରୁ ଫସିଗଲେ ରାକ୍ଷୀ

ସୂଚନା ଅନୁସାରେ ରାକ୍ଷୀ ପଞ୍ଚକୁଲାର ତାଉ ଦେବୀଲାଲ୍ ଷ୍ଟାଡିୟମ୍ରେ ଆୟୋଜିତ ହୋଇଥିବା CWE ରେସ୍ଲିଂ ପ୍ରୋଗ୍ରାମ୍ରେ ଆହତ ହୋଇଛନ୍ତି। ତାଙ୍କ ଅଣ୍ଟାରେ ଆଘାତ ଲାଗିଥିବାରୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଘଟଣା ଏହିପରି: ଏକ ଦିବସୀୟ CWE ଚାମ୍ପିୟନ୍ସିପ୍ରେ ଭାଗ ନେବା ପାଇଁ ଏଠାରେ ଆୟୋଜିତ…

ନବୀନଙ୍କ ନୂଆ ମନ୍ତ୍ର – ମୁଁ ଓଡିଶା ଭିଜନ 2025

ଭୁବନେଶ୍ବର ()  ରାଜ୍ୟରେ ଶିଳ୍ପର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ର – ମୁଁ ଓଡିଶା । ରାଜ୍ୟର ଏହି ମୁଁ ଓଡିଶା କ୍ୟାମ୍ପେନରେ ଦେଶ ବିଦେଶର ପୁଂଜିପତିମାନେ ଯୋଗ ଦେବାକୁ ଆହ୍ବାନ ଦେଇଛନ୍ତି ନବୀନ । ରାଜ୍ୟର ଶିଳ୍ପର ଅଭିବୃଦ୍ଧି ପାଇଁ ରହିଥିବା ସୁଯୋଗ ଏବଂ ପରିବେଶ…

ନବୀନଙ୍କ କ୍ୟାମ୍ପେନ ଦମ ଦେଖାଇଲା

ଯୁବ ଗୋଷ୍ଠି ଉଦ୍ଦେଶ୍ୟରେ ଉତ୍ସର୍ଗ ହେଲା ମେକ ଇନ ଓଡିଶା ଭୁବନେଶ୍ବର () : ରାଜ୍ୟରେ ଶିଳ୍ପର ବିକାଶ ପାଇଁ ଦିବଙ୍ଗତ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଯେଉଁ ସ୍ୱପ୍ନ ଦେଖିଥିଲେ ଆଜି ତାଙ୍କ ସୁପୁତ୍ର ନବୀନ ପଟ୍ଟନାୟକ ସେହି ସ୍ୱପ୍ନକୁ ସାକାର କରିଛନ୍ତି । ଓଡ଼ିଶାରେ ଶିଳ୍ପର ବିକାଶ କରି ଏହାକୁ…

ମେକ୍ଇନ ଓଡିଶାରେ ଅମ୍ବାନୀ

ଓଡ଼ିଶା ଆସୁଛନ୍ତି ଦେଶର ସବୁଠାରୁ ବଡ଼ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ । ଶିଳ୍ପପତି ମୁକେଶ ଅମ୍ବାନୀ ଆଜି ଭୁବନେଶ୍ବରରେ ହେବାକୁ ଥିବା ମେକ ଇନ୍ ଓଡ଼ିଶା କାର‌୍ୟ୍ୟକ୍ରମରେ ଯୋଗ ଦେବାକୁ ଓଡ଼ିଶା ଆସୁଛନ୍ତି । ଏହାକୁ ନେଇ ରାଜ୍ୟ ସରକାରଙ୍କ ସମେତ ଏଠାକାର ଶଳ୍ପପତି ମଧ୍ୟ ଖୁବ୍ ଉତ୍ସାହିତ । ଯଦି…

ଜେଲରେ କଏଦୀ କଲା କଏଦୀର ହତ୍ୟା

ଜଣେ ଆଜୀବନ କଏଦୀର ଆକ୍ରମଣରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜେଲ୍ରେ ଘଟିଛି ଏଭଳି ହତ୍ୟାକାଣ୍ଡ! ମୃତକ ହେଲେ ବିଚାରାଧୀନ କଏଦୀ ରାମଚନ୍ଦ୍ର ଦାସ। ୪ ଦିନ ତଳେ ରାମଚନ୍ଦ୍ର ବାଲେଶ୍ୱର ଜେଲ୍କୁ ଆସିଥିଲେ। ହେଲେ କୌଣସି କାରଣରୁ ବାଲେଶ୍ୱର ଜେଲ୍ରେ ଆଜୀବନ…

ରାଜଧାନୀରେ ବଧୂ ହତ୍ୟା

ଆଜି ପୁଣି ଯୌତୁକ ପାଇଁ ବଧୂ ହତ୍ୟା ହୋଇଛି । ଏହି ଘଟଣାଟି ରାଜ୍ୟର କୌଣସୀ ଉପାନ୍ତ ଅଂଚଳ ନୁହେଁ ବରଂ ଘଟିଛି ରାଜଧାନୀ ଭୁବନେଶ୍ୱରରେ । ସୂଚନା ମୁତାବକ, ଆଜି ରାଜଧାନୀ ଗଣ୍ଡରପୁର ଅଂଚଳରେ ଜଣେ ମହିଳାଙ୍କୁ ପୋଡି ମାରି ଦିଆଯାଇଥିବା ଅଭିଯୋଗ ହୋଇଛି । ଯୌତୁକ ପାଇଁ ଶ୍ୱଶୁର ଘର ଲୋକଙ୍କ ଦ୍ୱାରା…

ଜନତା ମଇଦାନରେ ଶିଳ୍ପପତି, ନିବେଶକମାନଙ୍କର ମହାସମାଗମ

ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେଲା ମେକ୍ ଇନ୍ ଓଡିଶା କନକ୍ଲେଭ । କନକ୍ଲେଭରେ ଦେଶ ବିଦେଶର ପ୍ରାୟ ୮୦୦ ଶିଳ୍ପ ସଂସ୍ଥାର ପ୍ରତିନିଧମାନେ ଦେଇଥିଲେ । ୫ ଦିନ ଧରି ହେବାକୁ ଥିବା ଏହି କାର‌୍ୟ୍ୟକ୍ରମରେ ଯୋଗଦେବା ପାଇଁ ଭୁବନେଶ୍ବରରେ ପହଞ୍ଚି ଥିଲେ ଦେଶବିଦେଶର ଅନେକ ଶିଳ୍ପପତି ଓ ଉଦ୍ୟୋଗଜଗତର…