ପୁରୀରେ ସାମ୍ୱାଦିକଙ୍କୁ ଆକ୍ରମଣ
ପୁରୀ: ପୁଣି ଜଣେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହୋଇଛି। ଭୁବନେଶ୍ୱର, ପଟ୍ଟାମୁଣ୍ଡାଇ, ପାରାଦୀପ ପରେ ଏଥର ପୁରୀରେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ସାମ୍ୱାଦିକ। ପୁରୀ-କୋଣାର୍କ ମେରାଇନ୍ ଡ୍ରାଇଭ ରୋଡର ବେଲେଶ୍ୱର ପାଟଣା ନିକଟରେ ଚାରିଜଣ ଦୁର୍ବୁତ୍ତ କାଠଫାଳିଆରେ ସାମ୍ୱାଦିକଙ୍କୁ…
