Odia News Portal

ଆୟକର ଛାଡ ସୀମା ୫ଲକ୍ଷ ଟଙ୍କାକୁ ବୃଦ୍ଧି

ନିର୍ବାଚନ ପୂର୍ବରୁ ମୋଦି ସରକାର ସଂସଦରେ ଉପସ୍ଥାପନ କରିଥିବା ଶେଷ ବଜେଟରେ ଗରିବ ମଧ୍ୟବିତ୍ତ ଓ ଚାଷୀ ମାନଙ୍କୁ ଖୁସି କରିବା ପାଇଁ କରିଛନ୍ତି ଅନେକ ଘୋଷଣା । ଆୟକର ଛାଡ ସୀମାକୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାଡ କରାଯାଇଥିବା ବେଳେ ଓଡିଶାରେ କାର୍ଯ୍ୟକାରୀ ହେଉଥିବା କାଳିଆ ଭଳି କେନ୍ଦ୍ର ସରକାର…

ପଟ୍ଟାମୁଣ୍ଡାଇ ତହସିଲ ଅଫିସର କନିଷ୍ଠ କିରାଣୀ ଗିରଫ

ପଟ୍ଟାମୁଣ୍ଡାଇ:  ପେଶା ସରକାରୀ ଚାକିରି । ହେଲେ କାମ ବାଇକ୍ ଚୋରି । ଚୋରା ବାଇକ୍ ବିକ୍ରି ଅଭିଯୋଗରେ ପଟ୍ଟାମୁଣ୍ଡାଇ ତହସିଲ ଅଫିସର କନିଷ୍ଠ କିରାଣୀ ବିରଞ୍ଚି ନାରାୟଣ ମହାଳିକ ଗିରଫ ହୋଇଛନ୍ତି । ତାଙ୍କ ନିକଟରୁ ୨ଟି ଚୋରା ବାଇକ୍ ଜବତ କରିଛି ପଟାମୁଣ୍ଡାଇ ପୋଲିସ । ପୂର୍ବରୁ ତାଙ୍କ ନାଁରେ…

ଆଜି ୧୨ଘଣ୍ଟିଆ ଭୁବନ ବନ୍ଦ

ଢେଙ୍କାନାଳ : ଆଜି ୧୨ଘଣ୍ଟିଆ ଢେଙ୍କାନାଳ ଜିଲ୍ଲା ଭୁବନ ବନ୍ଦ। ଆଞ୍ଚଳିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସକାଳ ୬ରୁ ସନ୍ଧ୍ୟା ୬ଟା ପର‌୍ୟ୍ୟନ୍ତ ବନ୍ଦ ଡାକରା ଦିଆଯାଇଛି। ଭୁବନେ ମେଡିକାଲରେ ସ୍ଥାୟୀ ନିଯୁକ୍ତି ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ଏହି ମେଡିକାଲ ଉପରେ ବ୍ଲକର ୧୮ଟି…

ଅଶ୍ଳୀଳ ଭିଡିଓ ଭାଇରାଲ ନେଲା ଯୁବତୀଙ୍କ ଜୀବନ

ଅନୁଗୋଳ: ଅଶ୍ଳୀଳ ଭିଡିଓ ଭାଇରାଲ ହେବା ପରେ ଲୋକଲଜ୍ଜା ସହି ନପାରି ଜଣେ ଯୁବତୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଦୁଃଖଦ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ। ଅଭିଯୋଗ ଅନୁସାରେ, ନନ୍ଦପୁର ପଞ୍ଚାୟତର ଜଣେ ଯୁବତୀ ଗତ କିଛିବର୍ଷ ହେବ ଜଣେ ଅଜଣା ଯୁବକଙ୍କୁ ଫୋନ୍…

ଦୁଇ ଆତଙ୍କବାଦୀ ନିହତ

ଜମ୍ମୁକାଶ୍ମୀର : ଜମ୍ମୁକାଶ୍ମୀରରେ ପୁଣି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ। ପୁଲୱାମା ଜିଲ୍ଲା ରାଜପୋରା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି। ରାଜପୋରା ଅ଼ଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିବା ପରେ ସର୍ଚ୍ଚ ଅପରେସନ୍‌ ଆରମ୍ଭ…

ରାମଗଡ ଉପନିର୍ବାଚନ : କଂଗ୍ରେସ ପ୍ରାର୍ଥୀ ୧୨, ୨୨୮ ଖଣ୍ଡ ଭୋଟରେ ବିଜୟୀ

ଉପନିର୍ବାଚନରେ ଦମ ଦେଖାଇଲା କଂଗ୍ରେସ । ରାଜସ୍ଥାନର ରାମଗଡ଼ ବିଧାନସଭା ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ୧୨, ୨୨୮ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି। କଂଗ୍ରେସ ପ୍ରାର୍ଥୀ ଶାଫିଆ ଜୁବୈର୍ ସମୁଦାୟ ୮୩, ୩୧୧ ଖଣ୍ଡ ଭୋଟ୍ ପାଇ ଆସନ ଅକ୍ତିଆର କରିଥିବା ବେଳେ ନିକଟତମ…

ରିମ୍ ଶେଖ୍ ଶୀଘ୍ର କରିପାରନ୍ତି ବିବାହ : ନାଁ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ: ପ୍ରେମ ଅନ୍ଧ ହୋଇଥାଏ, ଏହି ଲାଇନକୁ ଏବେ ଯାଏଁ ଅଧିକାଂଷ ଫିଲ୍ମଷ୍ଟାର ସାବ୍ୟସ୍ତ କରିସାରିଲେଣି। ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି କେତେକ କଳାକାର ଅଛନ୍ତି ଯେଉଁମାନେ ନିଜଠୁ ଛୋଟ,ନିଜଠୁ ବଡ଼ କିମ୍ବା ଅନ୍ୟ ଧର୍ମର ବ୍ୟକ୍ତିଙ୍କୁ ବିବାହ କରିଥାଆନ୍ତି। ଆଜି ଆମେ ଜାଣିବା ଏପରି ଏକ…

ପୁଣି ଶିକ୍ଷକଙ୍କ ନାଁରେ କଳଙ୍କ

ମୟୂରଭଞ୍ଜ : ପୁଣି ଶିକ୍ଷକଙ୍କ ନାଁରେ କଳଙ୍କ । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ନୁହାମାଳିଆ ସରକାରୀ ୟୁପି ସ୍କୁଲରେ ୩ ଜଣ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଅସଦାଚରଣ ଅଭିଯୋଗକୁ ନେଇ ଉତ୍ତେଜନା । ପ୍ରଧାନଶିକ୍ଷକ ଅନଙ୍ଗଦେବ ଟିପିରିଆ ଆଜି ସ୍କୁଲରେ ପହଞ୍ଚିବା ପରେ ଉତ୍ତେଜନା ବଢ଼ିଥିଲା । ଉତ୍ତ୍ୟକ୍ତ…

ଥାନା ଭିତରେ ମହିଳାଙ୍କୁ ଧକ୍କା ମାରି ନିଲମ୍ବିତ ହେଲେ ଏଏସ୍‌ଆଇ

ବେଙ୍ଗାଲୁରୁ: ବେଙ୍ଗାଲୁରୁ କେ.ଏସ୍ ଲେଆଉଟ୍ ଥାନରେ ଘଟିଛି ଅତି ଅମାନବୀୟ କାଣ୍ଡ । ଥାନରେ ଜଣେ ଏଏସ୍ଆଇ ଅଭିଯୋଗ କରିବାକୁ ଆସିଥିବା ଜଣେ ମହିଳାଙ୍କୁ ଥାନା ଭିତରେ ଟଣାଓଟରା କରିବା ସହ ତାଙ୍କୁଧକ୍କା ମାରି ଥାନାରୁ ବାହାର କରି ଦେଇଥିଲେ । ତେବେ ଏହି ଘଟଣାରେ ଉକ୍ତ ଥାନାର ଏଏସ୍ ଆଇ…

ବଜେଟ ପୂର୍ବରୁ ଆସିଲା ଖୁସୀ ଖବର : କମିଲା ରନ୍ଧନ ଗ୍ୟାସ୍‌ ଦର

ନୂଆଦିଲ୍ଲୀ : କମିଲା ରନ୍ଧନ ଗ୍ୟାସ୍‌ ଦର । ସବସିଡି ଗ୍ୟାସ୍‌ ସିଲିଣ୍ଡର ଉପରେ ୧.୪୬ ପଇସା ଓ ଅଣସବ୍‌ସିଡି ଗ୍ୟାସ୍‌ ସିଲିଣ୍ଡର ପିଛା ୩୦ ଟଙ୍କା କମିଛି । ଚଳିତ ମାସ ତୃତୀୟଥର ପାଇ୍ୟ ରନ୍ଧନ ଗ୍ୟାସ୍‌ ଦର କମ୍‌ ହୋଇଛି । ଅନ୍ତର୍ଜାତୀୟ ବଜାରରେ ଦର କମିଥିବା ଯୋଗୁଁ ଭାରତରେ ମଧ୍ୟ ଏଲ୍‌ପିଜି…