Odia News Portal

ଘୋଷଣା ହେଲା ଧନୁଯାତ୍ରା ତାରିଖ

ପାଖେଇଲାଣି ବରଗଡ ଧନୁଯାତ୍ରା । ବିଶ୍ୱ ପ୍ରସିଦ୍ଧ ବରଗଡ ଧନୁଯାତ୍ରା ପାଇଁ ଘୋଷଣା ହେଲା ତାରିଖ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଧନୁଯାତ୍ରା କମିଟି ଏହି ତାରିଖ ଚୟନ କରିଛି । ବୈଠକରେ ବରଗଡ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ,…

ହକି ପାଇଁ ନବୀନଙ୍କୁ ଏଫଆଇଏଚର ସ୍ବତନ୍ତ୍ର ସମ୍ମାନ

ଭୁବନେଶ୍ବର () ରାଜ୍ୟରେ କ୍ରିଡାର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାରଙ୍କ ନିୟମିତ ଉଦ୍ୟମକୁ ପ୍ରଶଂସା କରିବା ସହ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମ୍ମାନଜନକ ଫେଡେରେସନ ଅଫ ଇଣ୍ଡିଆନ ହକିର ସଭାପତି ପୁରସ୍କାର ପ୍ରଦାନର ଘୋଷଣା କରାଯାଇଛି । ନଭେମ୍ବର 1 ତାରିଖରେ…

ଆଖିରୁ ପାଣି ବାହାରୁଛି କି ?

ଆଖି ଏକ ଗୁରୁତ୍ୱପୁର୍ଣୃୂ ଅଙ୍ଗ । ହେଲେ ମଣିଷ ତାର ବ୍ୟସ୍ତ ବହୁଳ ଜୀବନରେ ନିଜର ଯନô୍ ନେବା କଷ୍ଟ ହୋଇଥାଏ । କମ ଆଲୋକରେ କାମ କରିବା ଦ୍ୱାରା ଆଖିରୁ ପାଣି ବାହାରିଥାଏ । କେବେ କେବେ ଶରୀର କମଜୋର ହେତୁ ମଧ୍ୟ ଏଭଳି ସମସ୍ୟା ଦେଖା ଦେଇଥାଏ । ଠିକ ସମୟରେ ଚିକିତ୍ସା କରା ନଗଲେ ବିଭିନ୍ନ…

ସଚିବାଳୟରେ ବାଘ ରାଜା

ସବୁ ରାଜ୍ୟର ସଚିବାଳୟ ହେଉଛି ମନ୍ତ୍ରୀ, ସଚିବ ଓ ଅଫିସର ମାନଙ୍କ କାର୍ଯ୍ୟାଳୟ । ଏଠାରେ ମନ୍ତ୍ରୀ, ଅଫିସର ଓ ସଚିବ ମାନଙ୍କ ରାଜୁତି ଚାଲିଥାଏ । କିନ୍ତୁ ଗୁଜୁରାଟର ରାଜ୍ୟ ସଚିବାଳୟରେ ଆଜି ଏମାନଙ୍କୁ କାହାକୁ ଦେଖିବାକୁ ମିଳିଲା ନାହିଁ । ମନ୍ତ୍ରୀ, ଅଫିସର ଓ ସଚିବ ମାନଙ୍କ ପରିବର୍ତେ…

୩୦ରେ ପାଦ ଦେଲେ ବିରାଟ

ମାଣ୍ଡିଆରେ କାଲସିଅମ, ପ୍ରୋଟିନ. ଭିଟାମିନ ସବୁ ରହିଥାଏ । ମାଣ୍ଡିଆ ଖାଇଲେ ହାଡ ଶକ୍ତ ହେବା ସହ ଦାନ୍ତ ମଜବୁତ ହୋଇଥାଏ । ଶରୀରକୁ ଥଣ୍ଡା ରଖିଥାଏ ଏବଂ ଶରୀରର ଓଜନ ମଧ୍ୟ କମାଇବାରେ ସାହଯ୍ୟ କରିଥାଏ ।ମାଣ୍ଡିଆ ଖାଇବା ଦ୍ୱାରା ଦେହର କୋଲୋଷ୍ଟ୍ରାଲ କମ୍ ହୋଇଥାଏ । ମଣିଷର ଚିନ୍ତା ହ୍ରାସ…

ମାଣ୍ଡିଆ ଖାଇବାର ଉପକାରୀତା

ମାଣ୍ଡିଆରେ କାଲସିଅମ, ପ୍ରୋଟିନ. ଭିଟାମିନ ସବୁ ରହିଥାଏ । ମାଣ୍ଡିଆ ଖାଇଲେ ହାଡ ଶକ୍ତ ହେବା ସହ ଦାନ୍ତ ମଜବୁତ ହୋଇଥାଏ । ଶରୀରକୁ ଥଣ୍ଡା ରଖିଥାଏ ଏବଂ ଶରୀରର ଓଜନ ମଧ୍ୟ କମାଇବାରେ ସାହଯ୍ୟ କରିଥାଏ ।ମାଣ୍ଡିଆ ଖାଇବା ଦ୍ୱାରା ଦେହର କୋଲୋଷ୍ଟ୍ରାଲ କମ୍ ହୋଇଥାଏ । ମଣିଷର ଚିନ୍ତା ହ୍ରାସ…

କୃଷକ ସମସ୍ୟା ସମାଧାନ ପାଇଁ ମନ୍ତ୍ରୀ ସ୍ତରୀୟ କମିଟି

କୃଷକ ମାନଙ୍କର ସମସ୍ୟା ସମ୍ପର୍କରେ ବିଚାର କରିବା ପାଇଁ ରାଜ୍ୟ ସରକାର ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛନ୍ତି । ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଅଧକ୍ଷତାରେ ଏହି କମିଟି ଗଠନ କରାଯାଇଛି । ଏଥିରେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥି ଓ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସଭ୍ୟ…

କାଲିଠାରୁ ଗଡିବ ‘ମୋ ବସ’

ଭବନେଶ୍ବର () ଆସନ୍ତାକାଲିଠାରୁ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହେବ “ମୋ ବସ” ସେବା । ହକି ବିଶ୍ବକପ ପୂର୍ବରୁ ରାଜଧାନୀ, କଟକ ଓ ଆଖପାଖ ଅଞ୍ଚଳରେ 200 ନୂଆ ସିଟି ବସ ଗଡିବ । କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ ଅଧିନରେ ଏହି ସବ ସେବା ଆରମ୍ଭ ହେବାକୁ ଯାଉଛି । ଆସନ୍ତାକାଲି ଏହି ବସ…

ପିଏସୟୁ କର୍ମଚାରୀଙ୍କ ମହଙ୍ଗା ଭତା ବୃଦ୍ଧି

ରାଜ୍ୟ ସରକାରଙ୍କ ରାଷ୍ଟ୍ରାୟତ ଉଦ୍ୟେଗ (ପିଏସୟୁ)ର କର୍ମରାରୀ ମାନଙ୍କର ମହଙ୍ଗା ଭତା ବୃଦ୍ଧି କରାଯାଇଛି । ଏସମ୍ପର୍କରେ ସରକାରୀ ବିଂଗ୍ୟପ୍ତି ପ୍ରକାଶ ପାଇଛି । ରାଜ୍ୟ ସରକାର ସେମାନଙ୍କ ମହଙ୍ଗା ଭତ୍ତାକୁ ୨ ପ୍ରତିଶତ ବଢ଼ାଇଛନ୍ତି। ଏହି ବୃଦ୍ଧି ପରେ ପିଏସ୍ୟୁ କର୍ମଚାରୀଙ୍କ ମହଙ୍ଗା ଭତ୍ତା…

ସ୍ମାର୍ଟ ସିଟିର ସ୍ମାର୍ଟ ୱାଇଫାଇ, ଦୈନିକ 250 ଏମବି ମାଗଣା

ଭୁବନେଶ୍ବର () : ଡିଜିଟାଲ ହେଲା ଭୁବନେଶ୍ବର । ଏଣିକି ରାଜଧାନୀର ସବୁ ମୁଖ୍ୟ ରାସ୍ତାରେ ଉପଲବ୍ଧ ହେବ ୱାଇଫାଇ ସେବା । ରାଜଧାନୀବାସୀଙ୍କୁ ଡିଜିଟାଲ ଦୁନିଆ ସହ ଯୋଜିବା ପାଇଁ ଆଜିଠୁ ଆରମ୍ଭ ହୋଇଛି ମାଗଣା ୱାଇଫାଇ ସେବା । ଭୁବନେଶ୍ବର ସ୍ମାର୍ଟ ସିଟି ଲମିଟେଡ ଦ୍ବାରା “ଭୁବନେଶ୍ବର ମି” ୱାଇଫାଇ…