୧୩ କ୍ବିଣ୍ଟାଲ ଗଞ୍ଜେଇ ଜବତ
ନୂଆପଡ଼ା କୋମନା ଥାନା କେନ୍ଦୁଭଟା ଗାଁରେ ଅବକାରୀ ବିଭାଗର ଚଢ଼ାଉ । ୧୩ କ୍ବିଣ୍ଟାଲ ୨୬ କେଜି ଗଞ୍ଜେଇ ସହ ପିକ୍ଅପ ଭ୍ୟାନ୍ ଜବତ। ତେବେ ଅବକାରୀ ଟିମ୍କୁ ଦେଖି ଗଞ୍ଜେଇ ବ୍ୟବସାୟୀ, ଗାଡ଼ି ମାଲିକ ଏବଂ ଡ୍ରାଇଭାର ଫେରାର ହୋଇଯାଇଛନ୍ତି । ନୂଆପଡ଼ା ଅବକାରୀ ଅଧୀକ୍ଷିକା ସଂଘମିତ୍ରା!-->…
