ଓମଫେଡର ଆଉ ତିନି ପ୍ଲାଣ୍ଟ ଖୋଲିବ : ଗୋକୁଳାନନ୍ଦ ମଲ୍ଲିକ
ଓମଫେଡର ଆଉ ତିନି ପ୍ଲାଣ୍ଟ ଖୋଲିବା ଓମଫେଡକୁ ନେଇ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସମୀକ୍ଷା କରିଛନ୍ତି । ମନ୍ତ୍ରୀ କହିଛନ୍ତି ଓମଫେଡ ହେଉଛି ଓଡିଶାର ଅସ୍ମିତା । ଆଗାମୀ ଦିନରେ ଓମଫେଡକୁ ସୁଦୃଢ କରାଯିବ । ସୁଦୃଢ ସହ କ୍ୱାଲିଟି – କ୍ୱାଣ୍ଟିଟିରେ କମ୍ପ୍ରମାଇଜ କରାଯିବନି ।!-->…
