Odia News Portal

ନଦୀ ପଠାରୁ ମୁଣ୍ଡ ବିହୀନ ଶବ ଉଦ୍ଦାର

ବଲାଙ୍ଗିର—ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ ସିନେ୍ଧକେଲାର ଏକ ନଦୀ ପଠାରୁ ଗୋଟିଏ ମୁଣ୍ଡବିହୀନ ଶବ ମିଳିଛି । ଏହି ଶବଟି ସିନେ୍ଧକେଲାର ମିଥୁନ ରଣାଙ୍କର ବୋଲି ଜଣାପଡିଛି । ଗତ ୩ ଦିନ ହେଲା ସେ ନିଖୋଜ ଥିଲେ । ପୋଲିସ ଘଟଣାର ତଦନ୍ତ କରୁଛି । ଏହି ଘଟଣା ସ୍ଥାନୀୟ ଅଂଚଳରେ…

ବଦଳିଲା ଆହ୍ଲାବାଦ ସହରର ନାଁ

ବଦଳିଲା ଉତ୍ତରପ୍ରଦେଶର ସହରର ଆହ୍ଲାବାଦର ନାମ । ଏହାକୁ ପରିବର୍ତ୍ତନ କରାଯାଇ ପ୍ରୟାଗରାଜ ରଖାଯାଇଛି । ଏ ନେଇ ମଙ୍ଗଳବାର ଉତ୍ତରପ୍ରଦେଶ କ୍ୟାବିନେଟରେ ପ୍ରସ୍ତାବ ପାରିତ ହୋଇଛି । ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏନେଇ ବିଧିବଦ୍ଧଭାବେ ଘୋଷଣା କରିଛନ୍ତି। ସୂଚନା ମୁତାବକ…

୮୧ ଟଙ୍କାରେ ପହଚିଂଲା ତୈଳଦର

ଡିଜେଲ ଦର ପୂର୍ବର ସମସ୍ତ ରେକର୍ଡକୁ ଭାଙ୍ଗିଛି। ମଙ୍ଗଳବାର ଭୁବନେଶ୍ବରରେ ଡିଜେଲ ଦର ପ୍ରଥମ ଥର ପାଇଁ ୮୧ ଟଙ୍କା ଟପିବା ସହିତ ୮୧ ଟଙ୍କା ୨୩ ପଇସାରେ ପହଞ୍ଚି ଯାଇଛି। ସୋମବାର ଭୁବନେଶ୍ବରରେ ଡିଜେଲ ଦର ପ୍ରଥମ ଥର ପାଇଁ ୮୦ ଟଙ୍କା ୯୮ ପଇସାରେ ପହଞ୍ଚି ଥିବାବେଳେ ମଙ୍ଗଳବାର ଏଥିରେ ୨୫ ପଇସା…

ରାଜଧାନୀର କମ୍ୟୁନିଟି ହଲ୍ ଉପରକୁ ବୋମାମାଡ଼

ଶାନ୍ତିଶୃଙ୍ଖଳାକୁ ନଜରରେ ରଖି କମିସନରେଟ୍ ପୁଲିସ ପକ୍ଷରୁ ଜୋରଦାର ପ୍ରସ୍ତୁତି କରାଯାଇଛି। ଜାଗା ଜାଗାରେ ଚେକିଂ ସହିତ କିଛିଦିନ ହେଲା ପୁରୁଣା ଅପରାଧୀମାନଙ୍କୁ ଖୋଜି ଖୋଜି ବାନ୍ଧୁଛି ପୁଲିସ। ମାତ୍ର ପୁଲିସକୁ ଚ୍ୟାଲେଞ୍ଜ ଦେବା ଭଳି ପୂଜା ପୂର୍ବ ରାତିରେ ଦୁର୍ବୃତ୍ତମାନେ ବୋମା ମାଡ଼…

ତିତଲି ତାଣ୍ଡବ ଓ ବନ୍ୟା ପାଇଁ ଜନ୍ମଦିନ ପାଳିଲେନି ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଜି ଜନ୍ମଦିନ । ହେଲେ ତିତଲି ବାତ୍ୟା ଓ ଏହା ପରେ ହୋଇଥିବା ବନ୍ୟାରେ ଗଂଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଜନ୍ମଦିନ ପାଳିବେନାହିଁ ନବୀନ । ପୂର୍ବରୁ ମଧ୍ୟ ଫାଇଲିନ୍ ଓ ହୁଡୁହୁଡୁ ବେଳେ ନବୀନ ପାଳି ନଥିଲେ ତାଙ୍କର ଜନ୍ମଦିନ…

ଟ୍ରକ ଧକ୍କାରେ ଚାଲିଗଲା ୨ ଜୀବନ

ଟ୍ରକ ଧକ୍କାରେ ୨ ଜଣଙ୍କ ଜୀବନ ଗଲା । ମିଳିଥିବା ସୂଚନା ଅନୁସାରେ ଆଜି ସକାଳୁ ୧୬ ନମ୍ବର ଜାତୀୟ ରାଜପଥର ସୋର ଥାନା ଅନ୍ତର୍ଗତ ଛପୁଲିଆ ନିକଟରେ ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ଖବର…

ଦିଲ୍ଲୀ ସରକାରଙ୍କୁ ଏନଜିଟିର ଝଟକା

ନୂଆଦିଲ୍ଲୀ- ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଦିଲ୍ଲୀ ସରକାରଙ୍କୁ ୫୦ ହଜାର କୋଟି ଟଙ୍କାର ଜୋରିମାନା କରିଛନ୍ତି । ଦିଲ୍ଲୀରେ ପ୍ରଦୁଷଣ ରୋକିବାରେ ସରକାର ବିଫଳ ହୋଇଥିବା ଅଭିଯୋଗରେ ଏହି ଜୋରିମାନା କରାଯାଇଛି । ଦିଲ୍ଲୀର ପ୍ରଦୁଷଣ ରୋକିବା ପାଇଁ ଏନଜିଟି ବା ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ଦିଲ୍ଲୀର…

ବାବା ରାମପାଲଙ୍କୁ ଆଜୀବନ କାରା ଦଣ୍ଡ

ନୂଆଦିଲ୍ଲୀ-- ଆତ୍ମଘୋଷିତ ବାବା ରାମପାଲଙ୍କୁ ଆଜୀବନ କାରା ଦଣ୍ଡ ହୋଇଛି । ହିସାର କୋର୍ଟ ତାଙ୍କ ବିରୁଧରେ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ହତ୍ୟା ଓ ବନ୍ଧା ରଖିବା ଅଭିଯୋଗରେ କୋର୍ଟ ରାମପାଲଙ୍କୁ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ୪ଜଣ ମହିଳାଙ୍କୁ ଏବଂ ଜଣେ ଶିଶୁ କନ୍ୟାଙ୍କୁ ହତ୍ୟା କରିବା…

ରିଲିଜ ହେଲା ‘ଶ୍ରୀମାନ୍ ସୁରଦାସ’

ଆଜି ତରଙ୍ଗ ସିନେ ପ୍ରଡ଼କସନ୍ସ ବ୍ୟାନରରେ ନିର୍ମିତ ଦୁଇଟି ଓଡ଼ିଆ ସିନେମା ରିଲିଜ୍ ହେଉଛି । ଏ ଦୁଇଟି ସିନେମା ହେଲା ଶ୍ରୀମାନ୍ ସୁରଦାସ ଏବଂ ‘ପ୍ରେମ କୁମାର୍’ । ଏଥିଭିତରୁ ଶ୍ରୀମାନ୍ ସୁରଦାସ ୧୪ ତାରିଖରେ ରିଲିଜ୍ ହେବାର ସ୍ଥିର କରାଯାଇଥିଲା। ହେଲେ ତିତଲିର ପ୍ରଭାବ ଯୋଗୁଁ ଏହାର ରିଲିଜ୍…

ଦଶହରାରେ ଖୋଲା ରହିବ ବ୍ୟାଙ୍କ

ଭୁବନେଶ୍ୱର --ବାତ୍ୟା ଓ ବନ୍ୟା ଯୋଗୁ ବିପର୍ଯ୍ୟସ୍ତ ଗଂଜାମ ,ଗଜପତି ଓ ରାୟଗଡା ଜିଲ୍ଲାରେ ବ୍ୟାଙ୍କ କର୍ମଚାରୀ ମାନଙ୍କ ଛୁଟି ବାତିଲ କରାଯାଇଛି । ଏପରିକି ୧୭ ତାରିଖ ମହାଅଷ୍ଟମୀ ଓ ୧୯ ତରିଖ ଦଶହରାରେ ମଧ୍ୟ ବ୍ୟାଙ୍କ ଗୁଡିକ ଖୋଲା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜସ୍ୱ ବିଭାଗ ପକ୍ଷରୁ…